ହାଇଦ୍ରାବାଦ: ପୋଲିସ୍-ମାଓବାଦୀ ଗୁଳି ବିନିମୟ, ୮ ମାଓବାଦୀ ମୃତ

ହାଇଦ୍ରାବାଦ: ତେଲେଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ମଙ୍ଗଳବାର ପୋଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।ପୋଲିସ୍ ଏନ୍‌କାଉଣ୍ଟରରେ  ୮ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରୁ ଏକ-୪୭ ରାଇଫଲ୍ ସହ ବହୁ ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି। ଏହି ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଳାର ଜଙ୍ଗଲ ଅଞ୍ଚଳରେ କମ୍ୱିଂ ଅପରେସନ୍ ଜୋରଦାର କରାଯାଇଛି।

naxal

Rakesh Mallick
  • Published: Tuesday, 01 March 2016
  • , Updated: 01 March 2016, 05:59 AM IST

ହାଇଦ୍ରାବାଦ: ତେଲେଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ମଙ୍ଗଳବାର ପୋଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।ପୋଲିସ୍ ଏନ୍‌କାଉଣ୍ଟରରେ  ୮ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରୁ ଏକ-୪୭ ରାଇଫଲ୍ ସହ ବହୁ ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି।

ଏହି ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଳାର ଜଙ୍ଗଲ ଅଞ୍ଚଳରେ କମ୍ୱିଂ ଅପରେସନ୍ ଜୋରଦାର କରାଯାଇଛି।

Related story