ସଂସଦରେ ଦୁଇ ଘଣ୍ଟାରେ ଦୁଇ ଥର କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ମହାତ୍ମଗାନ୍ଧିଙ୍କ ହତ୍ୟାକାରୀ ଗଡ଼ସେକୁ ‘ଦେଶଭକ୍ତ’ କହିବା ପ୍ରସଙ୍ଗରେ ଆଜି ଦୁଇ ଘଣ୍ଟାରେ ଦ୍ୱିତୀୟ ଥର ସଂସଦରେ କ୍ଷମା ମାଗିଛନ୍ତି ଭୋପାଳ ବିଜେପି ସାଂସଦ ପ୍ରଜ୍ଞା ଠାକୁର। ତେବେ ପ୍ରଜ୍ଞା ଠାକୁର ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଆଗରେ ସେ କହିଛନ୍ତି, ‘ମୁଁ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିନାହିଁ। ମୋର ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି ତାହାଲେ ସେଥିପାଇଁ ଅନୁତପ୍ତ ବୋଲି ଦ୍ୱିତୀୟ ଥର କ୍ଷମା […]

pragnya thakur

pragnya thakur

Subhransu Sekhar
  • Published: Friday, 29 November 2019
  • Updated: 29 November 2019, 05:49 PM IST

Sports

Latest News

ନୂଆଦିଲ୍ଲୀ: ମହାତ୍ମଗାନ୍ଧିଙ୍କ ହତ୍ୟାକାରୀ ଗଡ଼ସେକୁ 'ଦେଶଭକ୍ତ' କହିବା ପ୍ରସଙ୍ଗରେ ଆଜି ଦୁଇ ଘଣ୍ଟାରେ ଦ୍ୱିତୀୟ ଥର ସଂସଦରେ କ୍ଷମା ମାଗିଛନ୍ତି ଭୋପାଳ ବିଜେପି ସାଂସଦ ପ୍ରଜ୍ଞା ଠାକୁର। ତେବେ ପ୍ରଜ୍ଞା ଠାକୁର ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

ବାଚସ୍ପତି ଓମ୍ ବିର୍ଲାଙ୍କ ଆଗରେ ସେ କହିଛନ୍ତି, ‘ମୁଁ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିନାହିଁ। ମୋର ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି ତାହାଲେ ସେଥିପାଇଁ ଅନୁତପ୍ତ ବୋଲି ଦ୍ୱିତୀୟ ଥର କ୍ଷମା ମାଗିବା ବେଳେ ପ୍ରଜ୍ଞା ଠାକୁର କହିଥିଲେ। ତେବେ ଏହା ପୂର୍ବରୁ ସେ କହିଥିଲେ, ‘ଜାତିର ପିତା ମହାତ୍ମାଗାନ୍ଧି। ମୁଁ ତାଙ୍କୁ ସମ୍ମାନ କରେ। ମୋର ମନ୍ତବ୍ୟକୁ ବିରୋଧୀ ବିଭ୍ରାନ୍ତି କରି କହୁଛନ୍ତି। ଏହାକୁ ମୁଁ ନିନ୍ଦା କରୁଛି। ମୋର ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି ସେଥିପାଇଁ ମୁଁ ଅନୁତପ୍ତ’।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏହି ଅବସରରେ ସେ ଟାର୍ଗେଟ କରିଛନ୍ତି। ମାଲେଗାଁଓ ବିସ୍ଫୋରଣ ମାମଲାରେ ମୋର ସଂପୃକ୍ତି ନେଇ କୋର୍ଟରେ ପ୍ରମାଣିତ ହୋଇ ନାହିଁ। ହେଲେ ମୋତେ ଆତଙ୍କବାଦୀ ବୋଲି କହିବା ନିନ୍ଦନୀୟ। ଏମିତିକି ୟୁପିଏ ସରକାର ବେଳେ ମୋ ବିରୋଦ୍ଧରେ ଷଡ଼ଯନ୍ତ୍ର କରାଯାଇ ମୋତେ ଜେଲରେ ନିର୍ଯାତନା ଦିଆଯାଇଛି। ଗୃହରେ ରାହୁଲଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିବେ ବୋଲି ସେ କହିଛନ୍ତି।

ବିଜେପି ସାଂସଦ ମାନେ ମଧ୍ୟ ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ତେବେ କ୍ଷମା ମାଗିବେ ନାହିଁ ବୋଲି ରାହୁଲ କହିଛନ୍ତି। ସେହିପରି କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି, ପ୍ରଜ୍ଞା ଠାକୁରଙ୍କୁ ବିଜେପି ବହିଷ୍କାର କରିବା ଦରକାର।

ଠାକୁର କ୍ଷମା ମାଗିବା ପରେ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ,  ପ୍ରଜ୍ଞା ଠାକୁରଙ୍କ ଏଭଳି କ୍ଷମା ମାଗି ଗୃହକୁ ବିଭ୍ରାନ୍ତି କରୁଛି। ତେଣୁ ସେ ନିଃସର୍ତ୍ତ କ୍ଷମା ମାଗିବା ଦରକାର।

ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି, ପ୍ରଜ୍ଞା ଠାକୁର କ୍ଷମା ମାଗିସାରିଛନ୍ତି। ତେଣୁ ତାଙ୍କୁ ବିରୋଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ନାହିଁ। ସେ ସ୍ପଷ୍ଟ ଭାବରେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଛନ୍ତି ଓ ମହାତ୍ମାଗାନ୍ଧିଙ୍କ ପ୍ରତି ନିଜର ସମ୍ମାନ ଦେଖାଇଛନ୍ତି ବୋଲି ସେ କହିଛନ୍ତି।

ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡ଼ାକିଥିଲେ। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ସମେତ ଅଧୀର ରଞ୍ଜନ ଚୌଧୁରୀ, ମୁଲାୟମ ସିଂହ ଯାଦବ, ସୁଦୀପ ବନ୍ଦୋପାଧ୍ୟାୟଙ୍କ ଭଳି ଅନେକ ନେତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବୁଧବାର ଡିଏମକେ ସାଂସଦ ଏ. ରାଜା ଏସପିଜି ବିଧେୟକ ପ୍ରସଙ୍ଗରେ ନିଜର ଯୁକ୍ତି ରଖୁଥିବା ବେଳେ ପ୍ରାସଙ୍ଗିକ କ୍ରମେ ନାଥୁରାମ ଗଡ଼ସେକୁ ଦେଶଭକ୍ତ ବୋଲି ପ୍ରଜ୍ଞା ଠାକୁର କହିଥିଲେ। ଏହାପରେ ଗୁରୁବାର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ବୋର୍ଡରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ହଟାଇଦେଇଥିଲେ। ଏହାପରେ ବିଜେପିର ସଂସଦୀୟ ବୋର୍ଡର ବୈଠକକୁ ନଆସିବା ପାଇଁ ପ୍ରଜ୍ଞା ଠାକୁରଙ୍କୁ ମନା କରିଥିଲା ଦଳ। ଏହାପରେ ବିଜେପି ପ୍ରଜ୍ଞା ଠାକୁରଙ୍କୁ ଦଳରୁ ବିଦା କରିବା ପାଇଁ ଚିନ୍ତା କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story