ରାଜ୍ୟସଭାକୁ ଯିବେ ୪ ବିଶିଷ୍ଟ ବ୍ୟକ୍ତି, ପଢ଼ନ୍ତୁ କିଏ କେଉଁ କ୍ଷେତ୍ରରେ ଦକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଯିବେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର  ଓ ନୃତ୍ୟାଙ୍ଗନା ସୋନାଲ ମାନସିଂ। ପଦ୍ମ ବିଭୂଷଣ ରଘୁନାଥ ଓ ସୋନାଲଙ୍କ ସହ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂସଦର ଉଚ୍ଚ ସଦନ ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଘୋଷଣା କରାଯାଇଛି।  କୃଷକ ନେତା ରାମ ସକଲ ଓ ଲେଖକ ତଥା ସ୍ତମ୍ଭକାର ରାକେଶ ସିହ୍ନା ମଧ୍ୟ ମନୋନୀତ ହୋଇଛନ୍ତି। ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର […]

g-888

g-888

Rakesh Mallick
  • Published: Saturday, 14 July 2018
  • Updated: 14 July 2018, 10:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଯିବେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର  ଓ ନୃତ୍ୟାଙ୍ଗନା ସୋନାଲ ମାନସିଂ। ପଦ୍ମ ବିଭୂଷଣ ରଘୁନାଥ ଓ ସୋନାଲଙ୍କ ସହ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂସଦର ଉଚ୍ଚ ସଦନ ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଘୋଷଣା କରାଯାଇଛି।  କୃଷକ ନେତା ରାମ ସକଲ ଓ ଲେଖକ ତଥା ସ୍ତମ୍ଭକାର ରାକେଶ ସିହ୍ନା ମଧ୍ୟ ମନୋନୀତ ହୋଇଛନ୍ତି। ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ପଥରରେ ବିଭିନ୍ନ କାରୁକାର୍ଯ୍ୟ କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ଓଡ଼ିଶୀ ଓ ଭାରତନାଟ୍ୟମ୍‌ରେ ବେଶ ନିପୁଣ। ଏଥିସହ ମଣିପୁରୀ ଓ କୁଚିପୁଡି ନୃତ୍ୟରେ ମଧ୍ୟ ତାଙ୍କର ଦକ୍ଷତା ରହିଛି । ନୃତ୍ୟରେ ତାଙ୍କର ଅବଦାନ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି।  ସୋନାଲ ଜଣେ ନୃତ୍ୟ ନିର୍ଦ୍ଦେଶକ, ଶିକ୍ଷକ ଓ ସମାଜସେବୀ ଭାବେ ବେଶ ଜଣାଶୁଣା  ମନୋନୀତ ହୋଇଥିବା ଚାରି ଜଣ ସଦସ୍ୟ ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ଶପଥ ନେବେ।

ରାଜ୍ୟସଭାର ୧୨ ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଥାନ୍ତି ରାଷ୍ଟ୍ରପତି। ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ପଥରରେ ବିଭିନ୍ନ କାରୁକାଯର୍ୟ କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ଏଥିପାଇଁ ତାଙ୍କୁ ୧୯୭୫ରେ ପଦ୍ମଶ୍ରୀ,୨୦୦୧ରେ ପଦ୍ମଭୂଷଣ, ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।ବର୍ତ୍ତମାନ ସୁଦ୍ଧା  ପ୍ରାୟ ଦୁଇ ହଜାରରୁ ଅଧିକ ଶିଳ୍ପୀଙ୍କୁ ସେ ତାଲିମ ଦେଇଛନ୍ତି ।  ଶିଳ୍ପୀ ରଘୁନାଥ ଏବେ ଓଡିଶା ଲଲିତ କଳା ଏକାଡେମୀ ସଭାପତି ଭାବେ କାଯର୍ୟ କରୁଛନ୍ତି । ସେହିପରି ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ଓଡ଼ିଶୀ ଓ ଭାରତନାଟ୍ୟମ୍‌ରେ ବେଶ ନିପୁଣ। ଏଥିସହ ମଣିପୁରୀ ଓ କୁଚିପୁଡି ନୃତ୍ୟରେ ମଧ୍ୟ ତାଙ୍କର ଦକ୍ଷତା ରହିଛି। ନୃତ୍ୟରେ ତାଙ୍କର ଅବଦାନ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ସୋନାଲ ଜଣେ ନୃତ୍ୟ ନିର୍ଦ୍ଦେଶକ, ଶିକ୍ଷକ ଓ ସମାଜସେବୀ ଭାବେ ବେଶ ଜଣାଶୁଣା। ସେହିପରି ରାକେଶ ସିହ୍ନା ଜଣେ ସ୍ତମ୍ଭକାରଭାବେ ବେଶ ଜଣାଶୁଣା। ଇଣ୍ଡିଆ ପଲିସି ଫାଉଣ୍ଡେସନର ପ୍ରତିଷ୍ଠାତା ରାକେଶଙ୍କ  ସାମ୍ପ୍ରତିକ ପରିସ୍ଥିତି ଉପରେ ବିଭିନ୍ନ ଲେଖା ଗଣମାଧ୍ୟମରେ ନିୟମିତ ପ୍ରକାଶ ପାଇଥାଏ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମୋତିଲାଲ ନେହରୁ କଲେଜରେ ସେ ଏବେ ପ୍ରଫେସର ଭାବେ କାଯର୍ୟ କରୁଛନ୍ତି।  ରାମ ଶକଲଙ୍କ କୃଷକ ନେତା ଭାବେ ଖ୍ୟାତି ରହିଛି।   ଚାଷୀ, ଶ୍ରମିକ ଓ ଦାଦନ ସମସ୍ୟାର ସମାଧାନ ପାଇଁ ସେ ବିଭିନ୍ନ ସମୟରେ ନେତୃତ୍ୱ ନେଇଛନ୍ତି ।  ଦଳିତ ମାନଙ୍କର ସମସ୍ୟାର ସମାଧାନ ପାଇଁ ମଧ୍ୟ ସେ ସ୍ୱର ଉଠାଇଛନ୍ତି। ଉତ୍ତରପ୍ରଦେଶ ରୋବର୍ଟଗଞ୍ଜ ଆସନରୁ ସେ ତିନିଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story