ଯଦି ମାସୁଦ୍‌କୁ ତୁମେ ଗିରଫ କରିପାରୁନ, ଆମେ କରିଦେବୁ: ଅମରିନ୍ଦର

ଚଣ୍ଡୀଗଡ଼: ଇମ୍ରାନ୍‌ ଖାନଙ୍କ ପ୍ରତିଆକ୍ରମଣର ଧମକ ପରେ ତୁରନ୍ତ କଡ଼ା ଉତ୍ତର ରଖିଛନ୍ତି ସେନାରୁ ଅବସର ନେଇଥିବା କ୍ୟାପଟେନ୍‌ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ସେ କହିଛନ୍ତି, ମାସୁଦ ଆଝାର ବାହାୱାଲପୁରରେ ରହୁଛି। ଯଦି ତୁମେ ତାକୁ ଗିରଫ କରିପାରୁନ ଆମକୁ କୁହ ଆମେ ଗିରଫ କରିବୁ। କଟାକ୍ଷ ଛଳରେ ଶ୍ରୀ ସିଂହ କହିଛନ୍ତି, “ପ୍ରିୟ ଇମ୍ରାନ୍‌, ଜୈଶ ମୁଖ୍ୟ ମାସୁଦ ଆଝାର ତୁମ ଦେଶର ବାହାୱାଲପୁରରେ ବସିଛି ଏବଂ ଆଇଏସ୍‌ଆଇର ସହାୟତାରେ ସେ ହମ୍‌ଲା […]

amarinder

amarinder

Subrat Kumar Nayak
  • Published: Tuesday, 19 February 2019
  • Updated: 19 February 2019, 05:38 PM IST

Sports

Latest News

ଚଣ୍ଡୀଗଡ଼: ଇମ୍ରାନ୍‌ ଖାନଙ୍କ ପ୍ରତିଆକ୍ରମଣର ଧମକ ପରେ ତୁରନ୍ତ କଡ଼ା ଉତ୍ତର ରଖିଛନ୍ତି ସେନାରୁ ଅବସର ନେଇଥିବା କ୍ୟାପଟେନ୍‌ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ସେ କହିଛନ୍ତି, ମାସୁଦ ଆଝାର ବାହାୱାଲପୁରରେ ରହୁଛି। ଯଦି ତୁମେ ତାକୁ ଗିରଫ କରିପାରୁନ ଆମକୁ କୁହ ଆମେ ଗିରଫ କରିବୁ।

କଟାକ୍ଷ ଛଳରେ ଶ୍ରୀ ସିଂହ କହିଛନ୍ତି, "ପ୍ରିୟ ଇମ୍ରାନ୍‌, ଜୈଶ ମୁଖ୍ୟ ମାସୁଦ ଆଝାର ତୁମ ଦେଶର ବାହାୱାଲପୁରରେ ବସିଛି ଏବଂ ଆଇଏସ୍‌ଆଇର ସହାୟତାରେ ସେ ହମ୍‌ଲା ପାଇଁ ଷଡ଼ଯନ୍ତ୍ର କରୁଛି। ଯାଅ ତାକୁ ଗିରଫ କର, ଆଉ ଯଦି ପାରୁନ, ଆମକୁ କୁହ, ତୁମ ପାଇଁ ଆମେ ସେହି କାମ କରିଦେବୁ।"

୪୦ ସିଆରପିଏଫ୍‌ ଯବାନଙ୍କ ଜୀବନ ନେଇଥିବା ପୁଲ୍‌ୱାମା ଆକ୍ରମଣ ପରେ ସମଗ୍ର ଦେଶ ଏକ ସ୍ୱରରେ ପାକିସ୍ତାନକୁ ବିରୋଧ କରୁଛି ଏବଂ ଯବାନଙ୍କୁ ସମର୍ଥନ କରୁଛି। ଯେଉଁ କେତେଜଣ ଭିନ୍ନ ମତ ପୋଷଣ କରୁଛନ୍ତି, ସେମାନଙ୍କୁ ସୋଶାଲ ମିଡ଼ିଆରେ କଡ଼ା ଜବାବ ମଧ୍ୟ ମିଳୁଛି।

ଅମରିନ୍ଦରଙ୍କ କ୍ୟାବିନେଟ୍‌ର ସଦସ୍ୟ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅମରିନ୍ଦର କହିଥିଲେ, "ସିଦ୍ଧୁ କ୍ରିକେଟ୍‌ରୁ ଅବସର ନେଇଛନ୍ତି ଆଉ ମୁଁ ସେନାରୁ ଅବସର ନେଇଛି। ତେଣୁ ଉଭୟଙ୍କ ମତ ନିଶ୍ଚୟ ଭିନ୍ନ ଭିନ୍ନ ରହିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story