ରାଜପଥରେ ଯୋଗାଭ୍ୟାସ କରି ପୁଣି ବିଶ୍ୱ ରେକର୍ଡ ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ କରାଯାଇଛି ପ୍ରଥମ ଅନ୍ତର୍ଜାତୀୟ ଦିବସ। ଆଉ ଏହି ଦିବସ ଭାରତ ପାଇଁ ଥିଲା ଅତି ଖାସ୍। କାରଣ ଯୋଗର ଜନ୍ମ ଯେ ଏଇଠୁ। ସେଥିପାଇଁ ପ୍ରଥମ ଅନ୍ତର୍ଜାତୀୟ ଦିବସକୁ ଚିରସ୍ମରଣୀୟ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ କେନ୍ଦ୍ର ସରକାର। ସେହି କ୍ରମରେ ନୂଆଦିଲ୍ଲୀର ରାଜପଥରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ୩୫ ହଜାର ୯୮୫ ଜଣ ଲୋକ ଯୋଗ କରିଥିଲେ। ଗୋଟିଏ ସ୍ଥାନରେ […]

rajpathyoga

rajpathyoga

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 03:38 PM IST

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ କରାଯାଇଛି ପ୍ରଥମ ଅନ୍ତର୍ଜାତୀୟ ଦିବସ। ଆଉ ଏହି ଦିବସ ଭାରତ ପାଇଁ ଥିଲା ଅତି ଖାସ୍। କାରଣ ଯୋଗର ଜନ୍ମ ଯେ ଏଇଠୁ। ସେଥିପାଇଁ ପ୍ରଥମ ଅନ୍ତର୍ଜାତୀୟ ଦିବସକୁ ଚିରସ୍ମରଣୀୟ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ କେନ୍ଦ୍ର ସରକାର। ସେହି କ୍ରମରେ ନୂଆଦିଲ୍ଲୀର ରାଜପଥରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ୩୫ ହଜାର ୯୮୫ ଜଣ ଲୋକ ଯୋଗ କରିଥିଲେ। ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକ ଯୋଗ କରିବାରେ ଏହା ଏକ ବିଶ୍ୱ ରେକର୍ଡ। ଗିନିଜ୍ ବୁକରେ ସ୍ଥାନ ପାଇଛି ଏହି ରେକର୍ଡ। ଏହା ୧୦ ବର୍ଷର ଏକ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି।

୧୦ ବର୍ଷ ତଳେ ୨୦୦୫ ନଭେମ୍ବର ୧୯ ତାରିଖରେ ଗ୍ୱାଲିଅରରେ ୧୯,୯୭୩ ଜଣ ଲୋକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଯୋଗାଭ୍ୟାସ କରିଥିଲେ। ଆଉ ଏହା ବିଶ୍ୱ ରେକର୍ଡ ବନିବା ସହିତ ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ’ରେ ସ୍ଥାନିତ ହୋଇଥିଲା।

ସେହିପରି ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ଆଉ ଏକ ରେକର୍ଡ ମଧ୍ୟ କରିଛି। ଏହା ବି ଗିନିଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି। ଆଜି ଏକ ସଙ୍ଗରେ ୮୪ଟି ଦେଶର ଲୋକେ ଯୋଗ କରିବା ଘଟଣା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।

ଆଜି ନୂଆଦିଲ୍ଲୀର ରାଜପଥରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରିଥିଲା କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲାଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ସେନ ଓ ପୋଲିସର ଯବାନ, ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ ଅଧାଘଣ୍ଟା ଧରି ଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story