ମଧ୍ୟାହ୍ନ ଭୋଜନରେ ମୂଷା

ଲକ୍ଷ୍ନୌ: ପୁଣି ଥରେ ଉତ୍ତର ପ୍ରଦେଶ ସରକାରଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ପ୍ରଶ୍ନ ଉଠିଛି। ଛୋଟ ଛୁଆଙ୍କ ପାଇଁ କିଭଳି ବେପରୁଆ ଭାବରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ପୁଣି ଥରେ ଦେଖିବାକୁ ମିଳିଛି। ମୁଜାଫରନଗର ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟରେ ମଲା ମୂଷା ପଡ଼ିଥିବା ଦେଖିବାକୁ ମିଳିଛି। ଆଉ ଏହି ଅସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟକୁ ଖାଇ ୯ ଜଣ ଛାତ୍ରଛାତ୍ରୀ ଏବଂ ଜଣେ […]

up mead day meal

up mead day meal

Subhransu Sekhar
  • Published: Tuesday, 03 December 2019
  • Updated: 03 December 2019, 04:12 PM IST

ଲକ୍ଷ୍ନୌ: ପୁଣି ଥରେ ଉତ୍ତର ପ୍ରଦେଶ ସରକାରଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ପ୍ରଶ୍ନ ଉଠିଛି। ଛୋଟ ଛୁଆଙ୍କ ପାଇଁ କିଭଳି ବେପରୁଆ ଭାବରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ପୁଣି ଥରେ ଦେଖିବାକୁ ମିଳିଛି। ମୁଜାଫରନଗର ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟରେ ମଲା ମୂଷା ପଡ଼ିଥିବା ଦେଖିବାକୁ ମିଳିଛି। ଆଉ ଏହି ଅସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟକୁ ଖାଇ ୯ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକ ଅସୁସ୍ଥ ହୋଇଛନ୍ତି। ଏବେ ହସ୍ପିଟାଲରେ ଏହି ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ଜରିଆରେ ଖାଇବା ପ୍ରସ୍ତୁତ ହୋଇଥିଲା। ମୁଜାଫରନଗର ଜିଲ୍ଲାର ହପୁର ସ୍ଥିତ ଏନଜିଓ ଜନ କଲ୍ୟାଣ ସଂସ୍ଥା କମିଟି ଏହି ଖାଦ୍ୟ ପ୍ରସ୍ତୁତ କରିଥିଲା।

ଏହି ଘଟଣାରେ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ନାହାନ୍ତି। ତେବେ ଜିଲ୍ଲାପାଳ ଜନ କଲ୍ୟାଣ ସଂସ୍ଥା କମିଟି ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦେବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା କ୍ଷୀରକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ପାଚିକା ଗୋଟିଏ ବାଲଟି କ୍ଷୀରରେ ଏକ ଲିଟର କ୍ଷୀର ପ୍ୟାକେଟ ମିଶାଇ ୮୫ ଜଣ ଛାତ୍ରଛାତ୍ରୀଙ୍କୁ ଦେଉଥିବା ଦେଖିବାକୁ ମିଳିଥିଲା।

ସେହିପରି ସେପ୍ଟେମ୍ୱର ମାସରେ ମଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ରୁଟି ଓ ଲୁଣା ଖାଇବାକୁ ଦିଆଯିବାର ଚିତ୍ର ଆସିଥିଲା। ଯାହାକୁ ନେଇ ସରକାର ସମାଲୋଚନାର ଶିକାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story