କରୋନାରେ ସଂକ୍ରମିତ ହେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ଟ୍ୱିଟ୍ କରି ଶକ୍ତିକାନ୍ତ ଏହି ସୂଚନା ଦେଇଛନ୍ତି। ଏଯାବତ ତାଙ୍କ ପାଖରେ କରୋନାର ଲକ୍ଷଣ ନଥିବା ସେ ସ୍ପଷ୍ଟ କରିଛନ୍ତି। ଆଇସୋଲେସନରେ ରହି କାମ କରିବେ ବୋଲି ଶକ୍ତିକାନ୍ତ କହିଛନ୍ତି। ଆଇସୋଲେସନରେ ରହିଲେ ମଧ୍ୟ ସେ ସମସ୍ତଙ୍କ ସହ ଯୋଗାଯୋଗରେ ରହିବେ। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରାଇବାକୁ ଶକ୍ତିକାନ୍ତ ଅନୁରୋଧ କରିଛନ୍ତି। I have tested COVID-19 […]

shaktikant-das

shaktikant-das

Subhransu Sekhar
  • Published: Sunday, 25 October 2020
  • Updated: 25 October 2020, 07:53 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ଟ୍ୱିଟ୍ କରି ଶକ୍ତିକାନ୍ତ ଏହି ସୂଚନା ଦେଇଛନ୍ତି। ଏଯାବତ ତାଙ୍କ ପାଖରେ କରୋନାର ଲକ୍ଷଣ ନଥିବା ସେ ସ୍ପଷ୍ଟ କରିଛନ୍ତି। ଆଇସୋଲେସନରେ ରହି କାମ କରିବେ ବୋଲି ଶକ୍ତିକାନ୍ତ କହିଛନ୍ତି।

ଆଇସୋଲେସନରେ ରହିଲେ ମଧ୍ୟ ସେ ସମସ୍ତଙ୍କ ସହ ଯୋଗାଯୋଗରେ ରହିବେ। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରାଇବାକୁ ଶକ୍ତିକାନ୍ତ ଅନୁରୋଧ କରିଛନ୍ତି।

https://twitter.com/DasShaktikanta/status/1320351741716488193

ଦେଶରେ ଏଯାବତ କରୋନାରେ ୭୮,୬୪,୮୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧,୧୮,୫୩୪ ପହଞ୍ଚିଥିବା ବେଳେ ୬,୬୮,୧୫୪ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ଆରୋଗ୍ୟ ସଂଖ୍ୟା ୭୦,୭୮,୧୨୩ ରହିଛନ୍ତି। ଦେଶରେ ଆରୋଗ୍ୟ ହାର ୯୦ ପ୍ରତିଶତ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ୧.୫୧ ପ୍ରତିଶତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos