ଟିଭିରେ ଆଉ ଶୁଭିବନି ସେହେନ୍ସାଙ୍କ ଗୁରୁଗମ୍ଭୀର ସ୍ଵର: ବନ୍ଦ ହେଲା କେବିସି ସିଜିନ-୯, ଜାଣନ୍ତୁ କାହିଁକି

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଟିଭି ସୋ ‘କୌନ୍ ବନେଗା କରୋଡ଼ପତି’ ସିଜିନ-୯ର ଫ୍ୟାଙ୍କ ପାଇଁ ଦୁଃଖ ଖବର। ଖବର ମିଳିଛି ଏହି ସୋ’ଟି ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି। କାରଣ ନିଜେ ଅମିତାଭ ଅସୁସ୍ଥ ଅଛନ୍ତି। ତେଣୁ ସୋ’ର ଭବିଷ୍ୟତ ଅନ୍ଧକାର ଭିତରକୁ ଟାଣି ହୋଇଯାଇଛି। ଏ କଥା ପୁଣି କେଉଁଠୁ ଶୁଣିବାକୁ ମିଳିନି। ନିଜେ ଅମିତାଭ ଟ୍ଵିଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି- ‘କ୍ରମାଗତ ଭାବେ ସୋ’ରେ କଥା […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 07:50 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଟିଭି ସୋ 'କୌନ୍ ବନେଗା କରୋଡ଼ପତି' ସିଜିନ-୯ର ଫ୍ୟାଙ୍କ ପାଇଁ ଦୁଃଖ ଖବର। ଖବର ମିଳିଛି ଏହି ସୋ’ଟି ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି। କାରଣ ନିଜେ ଅମିତାଭ ଅସୁସ୍ଥ ଅଛନ୍ତି। ତେଣୁ ସୋ’ର ଭବିଷ୍ୟତ ଅନ୍ଧକାର ଭିତରକୁ ଟାଣି ହୋଇଯାଇଛି। ଏ କଥା ପୁଣି କେଉଁଠୁ ଶୁଣିବାକୁ ମିଳିନି। ନିଜେ ଅମିତାଭ ଟ୍ଵିଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି- 'କ୍ରମାଗତ ଭାବେ ସୋ’ରେ କଥା ହେବା ଦ୍ୱାରା ମୋର ଭୋକାଲ୍ କର୍ଡରେ ଇନଫେକ୍ସନ୍ ହୋଇଯାଇଛି। ତେଣୁ ମୋତେ ଖାଦ୍ୟ ପାନୀୟ ଢୋକିବାରେ ସମସ୍ୟା ହେଉଛି। ଆଣ୍ଟିବାୟୋଟିକ୍ ଓ ପେନକିଲର୍ ସାହାଯ୍ୟରେ ଶେଷ ଏପିସୋଡର ସୁଟିଂ ସମ୍ଭବ ହୋଇପାରିଛି।'

ଏ ଖବର ମିଳିବା ପରେ ସୋ’ର ଦର୍ଶକଙ୍କ ଭିତରେ ନିରାଶା ଖେଳିଯାଇଛି। ଅମିତାଭ୍ ନିଜେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଗୋଟିଏ ଖୁସିର କଥା ସେ ଜଣେଇଛନ୍ତି ଯେ, କିଛି ମାସ ପରେ ହୁଏତ ସେ ପୁଣି ଏହି ସୋ’କୁ ଫେରିବେ। ସେ ଲେଖିଛନ୍ତି- ଦେହ ସୁସ୍ଥ ହେବାପରେ ମୁଁ ଏ ବିଷୟରେ ପୁଣିଥରେ ବିଚାର କରିବି। ଏହି ସୋ’ ପାଇଁ ଅମିତାଭ ନିର୍ମାତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସୂଚନା ଅନୁଯାୟୀ, 'କେବିସି' ସ୍ଥାନରେ ଖୁବ୍‌ଶୀଘ୍ର ତିନୋଟି ନୂଆ ସୋ ଆରମ୍ଭ ହେବାକୁ ଯାଉଛି। ସେଗୁଡ଼ିକ ହେଲା- 'ପେହେରଦାର୍ ପିଆ କି'ର ସିକ୍ୱେଲ୍, 'ରିସ୍ତେ ଲିଖେଙ୍ଗେ ହମ୍ ନେଏ' ଓ ଜାୟଦ ଖାନ୍‌ଙ୍କ ସୋ 'ହାସିଲ୍'। ଏଥିସହିତ ଏକ ରୋମାଣ୍ଟିକ-ହରର ସୋ 'ଏକ ଦିୱାନା ଥା' ମଧ୍ୟ ପ୍ରସାରଣ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story