ଶାହୀନ୍‌ ବାଗ୍‌ ଶୁଟର୍‌ର ଆପ୍‌ ଲିଙ୍କ ନେଇ ଦିଲ୍ଲୀ ପୁଲିସ୍‌ର ଖୁଲାସା

ନୂଆଦିଲ୍ଲୀ: ଗତ ସପ୍ତାହରେ ଶାହୀନ୍‌ ବାଗ୍‌ ଆନ୍ଦୋଳନସ୍ଥଳରେ ଗୁଳିମାଡ଼ କରି ଚର୍ଚ୍ଚାକୁ ଆସିଥିବା ବ୍ୟକ୍ତି ଗତ ବର୍ଷ ଆପ୍‌ ଦଳରେ ଯୋଗଦେଇଥିବା ଦିଲ୍ଲୀ ପୁଲିସ୍‌ କହିଛି। କପିଲ ଗୁଜ୍ଜର ନାମକ ଏହି ବ୍ୟକ୍ତି ଗତ ଫେବୃଆରୀ ୧ ତାରିଖରେ ଫାଙ୍କା ଗୁଳି ଚାଳନା କରି ଗିରଫ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ଘଟଣାସ୍ଥଳ ଶାହୀନ୍‌ ବାଗ୍‌ଠାରେ ବେଶ କିଛି ଦିନ ଧରି ସିଏଏ ବିରୋଧରେ ଆନ୍ଦୋଳନ ଚାଲୁ ରହିଛି। କପିଲ ଗୁଜ୍ଜର ମାମଲାକୁ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ […]

aap

aap

Subrat Kumar Nayak
  • Published: Tuesday, 04 February 2020
  • Updated: 04 February 2020, 09:10 PM IST

Sports

Latest News

ନୂଆଦିଲ୍ଲୀ: ଗତ ସପ୍ତାହରେ ଶାହୀନ୍‌ ବାଗ୍‌ ଆନ୍ଦୋଳନସ୍ଥଳରେ ଗୁଳିମାଡ଼ କରି ଚର୍ଚ୍ଚାକୁ ଆସିଥିବା ବ୍ୟକ୍ତି ଗତ ବର୍ଷ ଆପ୍‌ ଦଳରେ ଯୋଗଦେଇଥିବା ଦିଲ୍ଲୀ ପୁଲିସ୍‌ କହିଛି। କପିଲ ଗୁଜ୍ଜର ନାମକ ଏହି ବ୍ୟକ୍ତି ଗତ ଫେବୃଆରୀ ୧ ତାରିଖରେ ଫାଙ୍କା ଗୁଳି ଚାଳନା କରି ଗିରଫ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ଘଟଣାସ୍ଥଳ ଶାହୀନ୍‌ ବାଗ୍‌ଠାରେ ବେଶ କିଛି ଦିନ ଧରି ସିଏଏ ବିରୋଧରେ ଆନ୍ଦୋଳନ ଚାଲୁ ରହିଛି।

କପିଲ ଗୁଜ୍ଜର ମାମଲାକୁ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୁଜ୍ଜରର ଫୋନ୍‌ରୁ କିଛି ଫଟୋ ପାଇଛି ଯେଉଁଥିରେ କି ଆପ୍‌ ନେତା ଅତିଶୀ ଏବଂ ସଞ୍ଜୟ ସିଂହ ମଧ୍ୟ ଥିଲେ। କ୍ରାଇମ ବ୍ରାଞ୍ଚ ଡେପୁଟୀ କମିଶନର ରାଜେଶ ଦେଓ କହିଛନ୍ତି, “ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଆମେ କପିଲର ଫୋନ୍‌ରୁ କିଛି ଫଟୋ ପାଇଛୁ ଯାହା ଦର୍ଶାଉଛି ବର୍ଷକ ତଳେ ସେ ଓ ତା’ର ବାପା ଆପ୍‌ରେ ମିଶିଥିଲେ। ଏକଥା ସେ ମଧ୍ୟ ସ୍ୱୀକାର କରିଛି। ଆମେ ତା’ର ୨ ଦିନିଆ ରିମାଣ୍ଡରେ ନେଇଛୁ।”
https://twitter.com/ANI/status/1224689140278497281?s=20

କପିଲର ବାପା ବିଏସ୍‌ପିରୁ ଦୁଇ ଥର ଲଢ଼ିସାରିଛନ୍ତି। ସେ ଥରେ ୨୦୦୮ରେ ଜାଙ୍ଗପୁରାରୁ ଏବଂ ତା’ର ୪ ବର୍ଷ ପରେ ପ୍ରତାପଗଞ୍ଜରୁ ଲଢ଼ିଛନ୍ତି। ଏହି ଫଟୋଗୁଡ଼ିକ ଡିଲିଟ୍‌ ହୋଇଯାଇଥିଲେ ହେଁ, ଟେକ୍ନିକାଲ ଟିମ୍‌ ସହାୟତାର ରିକଭର କରାଯାଇଛି। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ କପିଲର ଘର ଉପରେ ଚଢ଼ଉ କରି ଫୋନ୍‌ ଜବତ କରିଥିଲା।

ତେବେ ଏହି ଅଭିଯୋଗର ପ୍ରତିକ୍ରିୟାରେ ସଞ୍ଜୟ ସିଂହ କହିଛନ୍ତି, ବିଜେପି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଷଡ଼ଯନ୍ତ୍ର କରିଛନ୍ତି ଏବଂ ଡାର୍ଟି ପଲିଟିକ୍ସ କରୁଛନ୍ତି। ସେ କହିଛନ୍ତି, ଏଥର ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ଠିକ୍‌ ନିର୍ବାଚନ ଆଗରୁ ଫଟୋ ଏବଂ ଷଡ଼ଯନ୍ତ୍ର ମିଳିଛି। ନିର୍ବାଚନକୁ ଆଉ ୩ ଚାରି ଦିନ ବାକି ଥିବାରୁ ବିଜେପି ଯାହା ଡାର୍ଟି ପଲିଟିକ୍ସ କରିବା କଥା କରିବ। ଜଣକ ସହିତ ଫଟୋ ଥିବାର ମାନେ କ’ଣ ଅଛି?

ତଦନ୍ତରୁ ଜଣାପଡ଼ିଛି, ଗୁଜ୍ଜର ଶାହୀନ ବାଗଗଗ ଆଉ ଜଣେ ବ୍ୟକ୍ତି ସାର୍ଥକ ସହ ଆସିଥିଲା। ସିସିଟିଭିରୁ ଜଣାପଡ଼ିଛି ସେମାନେ ଦିଲ୍ଲୀ-ନୋଏଡା-ଦିଲ୍ଲୀ ଏକ୍ସପ୍ରେସରେ ଆସିଥିଲେ। ଏହାପରେ ମହାରାଣୀ ବାଗ୍‌ ଦେଇ ହୋଲି ଫ୍ୟାମିଲି ଆସିଥିଲେ। ପାର୍କିଂରେ ଗୁଜ୍ଜର ପିସ୍ତଲ ଆଡଜଷ୍ଟ କରି ଶାହୀନ୍‌ ବାଗ୍‌ ଆଡ଼କୁ ଯାଇଥିଲା। ଏହାପରେ ସାର୍ଥକ ଗୁଜ୍ଜରର ଫୋନ୍‌ ଧରି ଫେରିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story