ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ରାଜ୍ୟସଭାର ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା ଅଧିବେଶନ। ଏହି ସମୟରେ ରାଜ୍ୟସଭାରେ ଅନେକ ବିଲ୍ ପାରିତ ହୋଇଛି। ଯେଉଁଥିରେ କିଛି ଅଧିନିୟମର ସଂଶୋଧନ ମଧ୍ୟ ହୋଇଛି। ମୌସୁମୀ ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଥିଲା। ହେଲେ ସାଂସଦ ମାନେ କରୋନାରେ ସଂକ୍ରମିତ ହେଉଥିବା ଦେଖି ରାଜ୍ୟସଭାକୁ ସ୍ଥଗିତ ରଖିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆଜି ଅନ୍ତିମ ଦିନରେ ସଂସଦରେ […]

Rajya-Sabha-Chairman M-Venkaiah-Naidu

Rajya-Sabha-Chairman M-Venkaiah-Naidu

Subhransu Sekhar
  • Published: Wednesday, 23 September 2020
  • Updated: 23 September 2020, 04:15 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାର ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା ଅଧିବେଶନ। ଏହି ସମୟରେ ରାଜ୍ୟସଭାରେ ଅନେକ ବିଲ୍ ପାରିତ ହୋଇଛି। ଯେଉଁଥିରେ କିଛି ଅଧିନିୟମର ସଂଶୋଧନ ମଧ୍ୟ ହୋଇଛି।

ମୌସୁମୀ ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଥିଲା। ହେଲେ ସାଂସଦ ମାନେ କରୋନାରେ ସଂକ୍ରମିତ ହେଉଥିବା ଦେଖି ରାଜ୍ୟସଭାକୁ ସ୍ଥଗିତ ରଖିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

ଆଜି ଅନ୍ତିମ ଦିନରେ ସଂସଦରେ ତିନୋଟି ପ୍ରମୁଖ ଶ୍ରମ ସଂସ୍କାର ବିଲ୍ ଅନୁମୋଦନ ହୋଇଛି। ଯାହା କମ୍ପାନୀ ବନ୍ଦ କରିବାରେ ଥିବା ପ୍ରତିବନ୍ଧକକୁ ଦୂର କରିବ ଏବଂ ସର୍ବାଧିକ ୩୦୦ କର୍ମଚାରୀ ଥିବା କମ୍ପାନୀଗୁଡିକୁ ସରକାରୀ ଅନୁମୋଦନ ବିନା କର୍ମଚାରୀଙ୍କୁ ଛଟେଇ କରିବାକୁ ଅନୁମତି ଦେବ।

ରାଜ୍ୟସଭା ଶିଳ୍ପ ସମ୍ପର୍କ, ସାମାଜିକ ନିରାପତ୍ତା ଏବଂ ବୃତ୍ତିଗତ ନିରାପତ୍ତା ଉପରେ ଅବଶିଷ୍ଟ ତିନୋଟି ଶ୍ରମ ସଂକେତକୁ ବାଚନିକ ଭୋଟ୍ ଦେଇ ପାରିତ କରିଛି। ଏହି ବିଲ୍ ପାରିତ ହେବା ବେଳେ ବିରୋଧୀ କିନ୍ତୁ ବୟକଟ କରିଥିଲେ।

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଧିବେଶନକୁ ସ୍ଥଗିତ ରଖିବା ପୂର୍ବରୁ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କହିଥିଲେ ଯେ ଏହି ଅଧିବେଶନର ସଫଳତା ଐତିହାସିକ ରହିଛି। ମୋଟ୍ ୯୬ ପ୍ରତିଶତ କାର୍ଯ୍ୟ ହୋଇଛି ବୋଲି ସେ କହିଛନ୍ତି। ରାଜ୍ୟସଭା କ୍ରମାଗତ ଦଶ ଦିନ ପାଇଁ କାମ କରିଛି। ଶନିବାର ଏବଂ ରବିବାର ମଧ୍ୟ ଛୁଟି ନଥିଲା।

କେବେ ଆଜି ବି କୃଷି ବିଲକୁ ବିରୋଧ କରି ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ନୀରବ ବିରୋଧ ପ୍ରଦର୍ଶନ କରିଥିଲେ। ହାତରେ ପ୍ଲାକାର୍ଡ ଧରିଥିଲେ ସାଂସଦମାନେ। ଯେଉଁଥିରେ 'କୃଷକମାନଙ୍କୁ ବଞ୍ଚାଅ, ଶ୍ରମିକମାନଙ୍କୁ ବଞ୍ଚାଅ, ଗଣତନ୍ତ୍ରକୁ ବଞ୍ଚାଅ' ଭଳି ସ୍ଲୋଗାନ ଲେଖାଯାଇଥିଲା।

ଏହି ପ୍ରତିବାଦରେ ବିରୋଧୀ ସାଂସଦମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀଠାକୁ ସଂସଦ ଗୃହ କମ୍ପ୍ଲେକ୍ସ ନିକଟରେ ଥିବା ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ। ଏହି ବିରାଧ ପ୍ରଦର୍ଶନରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସିପିଆଇ, ସିପିଆଇ (ଏମ୍), ଡିଏମକେ, ରାଷ୍ଟ୍ରୀୟ ଜନତା ଦଳ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି)ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ତେବେ ବିରୋଧୀ କୃଷି ବିଲକୁ ବିରୋଧ କରୁଛନ୍ତି। ତେଣୁ ରାଷ୍ଟ୍ରପତି ଏହି ବିଲରେ ଦସ୍ତଖତ ନକରିବା ପାଇଁ ଚିଠି ଲେଖି ଜଣାଇବେ ବିରୋଧୀ। ଆଜି ଏ ନେଇ ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ୍ ଏ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story