ରୁଷର ସଜବାଜ, ୟୁକ୍ରେନ ଉପରେ ହୋଇପାରେ ଆଣବିକ ମାଡ଼

ରୁଷ: ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ରୁଷର ଧମକ । ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହାସହ ନିଜ ଦେଶର ପରମାଣୁ ନିରୋଧୀ ବାହିନୀଙ୍କୁ ମଧ୍ୟ ସଜାଗ ହୋଇ ରହିବାକୁ ପୁଟିନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ପରେ ଆହୁରି ଅଧିକ କଠୋର ହୋଇଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର ତଥା ନୋଟା ରାଷ୍ଟ୍ର ସମୂହ  । ଆମେରିକା […]

war

war

Niharika Rout
  • Published: Monday, 28 February 2022
  • Updated: 28 February 2022, 06:16 PM IST

Sports

Latest News

ରୁଷ: ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ରୁଷର ଧମକ । ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହାସହ ନିଜ ଦେଶର ପରମାଣୁ ନିରୋଧୀ ବାହିନୀଙ୍କୁ ମଧ୍ୟ ସଜାଗ ହୋଇ ରହିବାକୁ ପୁଟିନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ପରେ ଆହୁରି ଅଧିକ କଠୋର ହୋଇଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର ତଥା ନୋଟା ରାଷ୍ଟ୍ର ସମୂହ  । ଆମେରିକା ମଧ୍ୟ ରୁଷର ଏଭଳି ଆଭିମୁଖ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛି । ସାମାନ୍ୟ ଭୁଲ୍ ହେଲେ ଏକ ବିରାଟ ବିଭ୍ରାଟ ହୋଇଯିବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ଅଧିକାରୀ କହିଛନ୍ତି  ।

ଅନ୍ୟପକ୍ଷରେ ରୁଷ ସେନା କିଭ୍ ପାଖରେ ପହଞ୍ଚିଛନ୍ତି । କିଭ୍ ସହର ଭିତରେ ୟୁକ୍ରେନ ସେନା ସହ ରୁଷ ସୈନ୍ୟଙ୍କ ମୁହାଁମୁହିଁ ଲଢ଼େଇ ହୋଇଥିବା ଦେଖିବାକୁ ମିଳିଛି ।  ହେଲେ ନିଜ ମାଟିରେ ରୁଷ ସେନାକୁ ସାଙ୍ଘାତିକ ଜବାବ ଦେଇଛି ଯୁକ୍ରେନ । ଫଳରେ ୫ ଦିନର ସଂଘର୍ଷରେ ପ୍ରାୟ ୪୩୦୦ ରୁଷ ସେନା ପ୍ରାଣ ହରାଛନ୍ତି ଓ ୨୦୦ଙ୍କୁ ଧରି ନିଆଯାଇଛି ବୋଲି କୁହାଯାଇଛି  । ଖାରକିଭ୍ ଓ କିଭ୍ ଉପକଣ୍ଠରେ ରୁଷ ସୈନ୍ୟ ଶବ ଏଣେତେଣା ବିଛୁରିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।

ଏଣେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକ ୟୁକ୍ରେନରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇସାରିଛନ୍ତି । ଦେଶର ୧୯୮ ଜଣ ନାଗରିକ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପାଇଁ ରୁଷର କଡ଼ା ଆଭିମୁଖ୍ୟ ବିରୋଧରେ ୟୁକ୍ରେନ ସହ ଛିଡ଼ା ହୋଇଛନ୍ତି ୨୭ରୁ ଅଧିକ ଦେଶ  । ୟୁରୋପ ଆକାଶରେ ରୁଷର ସାମରିକ ଓ ବେସାମରିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ୟୁରୋପୀୟ ରାଷ୍ଟ୍ର ସଂଘ  । ଏହାସହ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛନ୍ତି  ।

ୟୁକ୍ରେନ ମଧ୍ୟ ଦେଶର ସମସ୍ତ ନାଗରିକଙ୍କୁ  ସେନାରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛି । ଏପରିକି ଜେଲ୍‌ରେ  ଥିବା ବନ୍ଦୀମାନଙ୍କୁ ସେନାରେ ଯୋଗଦେବା ଲାଗି ମୁକୁଲାଇ ଦିଆଯାଇଛି । ୟୁକ୍ରେନ ଭିତରେ ରୁଷିଅାକୁ ପ୍ରବଳ ଗତିରୋଧ ସାମନା କରିବାକୁ ପଡୁଥିବାବେଳେ ପୁତିନଙ୍କର ପରବର୍ତ୍ତୀ ରଣନୀତି କଣ ହେବ ସେନେଇ ଅସ୍ପଷ୍ଟ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story