ମୋସ୍କୋ: ରୁଷକୁ ମହାକାଶରେ ଝଟକା। ୯ ବର୍ଷ ପରେ ଏହି ଝଟକା ଲାଗିଛି। ଦୀର୍ଘ ୯ ବର୍ଷ ତଳେ ମହାକାଶର ଉପଗ୍ରହକୁ ଉତକ୍ଷେପଣ କରୁଥିବା ଗୋଟିଏ ରକେଟ୍ ଏବେ ଅରବିଟରେ ଖସିପଡ଼ିଛି। ଯାହାର ଖଣ୍ଡ ବିଖଣ୍ଡିତ ପୃଥିବୀ ଉପରେ ଆବର୍ଜନା ଆକାରରେ ପଡିଛି। ରୁଷିଆର ଅନ୍ତରୀକ୍ଷ ସଂସ୍ଥା ରସକୋସମସ ଏହି ସୂଚନା ଦେଇଛି। ୨୦୧୧ରେ ଫ୍ରେଗେଟ୍-ଏସବି ରକେଟ୍ ଜରିଆରେ ସ୍ପେକଟର-ଆର ସାଟେଲାଇଟକୁ ଉତକ୍ଷେପଣ କରାଯାଇଥିଲା।
https://twitter.com/18SPCS/status/1259200117296386055
ତେବେ ଏହି ସାଟେଲାଇଟରେ ଲାଗିଥିବା ଏକ ରେଡିଓ ଟେଲିସ୍କୋପ କିନ୍ତୁ ଗତ ବର୍ଷ ଗ୍ରାଉଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ସୂଚନା ଦେବା ବନ୍ଦ କରି ଦେଇଥିଲା। ତେଣୁ ରୁଷିଆ ସରକାର ଏହି ସାଟେଲାଇଟକୁ ମେ ୨୦୧୯ ରେ ମୃତ ଘୋଷଣା କରିଥିଲେ। ଏହି ରକେଟ୍ ମେ’ ୮ରେ ଭାରତ ମହାସାଗର ଉପରେ ଖସି ପଡିଛି। ଏବେ ଭାରତ ମହାସାଗରରେ ଏହି ସାଟେଲାଇଟ୍ କେଉଁଠି ଖସି ପଡ଼ିଛି ସେ ବାବଦରେ ଛାନଭିନ୍ କରୁଛି ରସକୋସମସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।