ଏକକ ଅଙ୍କକୁ ଖସିଲା ଦ.କୋରିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସିଓଲ: ଦକ୍ଷିଣ କୋରିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରବିବାର ଆକ୍ରାନ୍ତଙ୍କ ସଂଖ୍ୟା ଏକକ ଅଙ୍କକୁ ଖସିଛି। ମାତ୍ର ୮ ଜଣ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଥିଲା। ଏଯାବତ ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୬୧ ଛୁଇଁଛି। ଏ ନେଇ କୋରିଆ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ସୂଚନା ମିଳିଛି। ତେବେ ଶନିବାର ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩୦ ପାଖାପାଖି ଥିଲା। […]

SOUTH KOREA CORONA

SOUTH KOREA CORONA

Subhransu Sekhar
  • Published: Sunday, 19 April 2020
  • Updated: 19 April 2020, 03:56 PM IST

Sports

Latest News

ସିଓଲ: ଦକ୍ଷିଣ କୋରିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରବିବାର ଆକ୍ରାନ୍ତଙ୍କ ସଂଖ୍ୟା ଏକକ ଅଙ୍କକୁ ଖସିଛି। ମାତ୍ର ୮ ଜଣ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଥିଲା। ଏଯାବତ ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୬୧ ଛୁଇଁଛି। ଏ ନେଇ କୋରିଆ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ସୂଚନା ମିଳିଛି। ତେବେ ଶନିବାର ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩୦ ପାଖାପାଖି ଥିଲା।

ଚାଇନା ଓ ଅନ୍ୟାନ୍ୟ ଦେଶ ଭଳି ଦକ୍ଷିଣ କୋରିଆରେ ମଧ୍ୟ କରୋନା ବ୍ୟାପକ ବିସ୍ତାର କରିଥିଲା। ଫେବୃଆରୀ ୨୯ରେ ଗୋଟିଏ ଦିନରେ ୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ରାପିଡ୍ ଟେଷ୍ଟ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଏକାନ୍ତବାସ ବ୍ୟବସ୍ଥା କରାଇ ଦକ୍ଷିଣ କୋରିଆ ସରକାର କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story