ବନ୍ଧୁ ହେବ ବଇରୀ! କଶ୍ମୀର ପ୍ରସଙ୍ଗରେ ସାଉଦି କରିବ ବୈଠକ

ନୂଆଦିଲ୍ଲୀ: ବିଶ୍ୱରେ ଇସଲାମିକ ଦେଶ ମାନଙ୍କ ମଧ୍ୟରେ ସାଉଦି ଆରବ ଏବଂ ୟୁଏଇ ପ୍ରମଖ ଦେଶ। ଏହି ଦୁଇ ଦେଶ ସହ ଏବେ ଭାରତର ସମ୍ପର୍କ ଭଲ ରହିଛି। ହେଲେ ୨୦୨୦ରେ ସାଉଦି ଆରବ ସହ ଭାରତର ସମ୍ପର୍କ ଖରାପ ହୋଇପାରେ। କାରଣ କଶ୍ମୀର ପ୍ରସଙ୍ଗରେ ସାଉଦି ଆରବ ବିଶ୍ୱର ସମସ୍ତ ଇସଲାମିକ ଦେଶକୁ ଏକାଠି କରି ବୈଠକ କରିବାକୁ ଯାଉଛି। ଏହି ବୈଠକରେ ପାକିସ୍ତାନ ମଧ୍ୟ ସାମିଲ ହେବ। ପାକିସ୍ତାନ ଗସ୍ତରେ ଆସିଥିବାବେଳେ ସାଉଦି ଆରବର […]

india uae chief

india uae chief

Subhransu Sekhar
  • Published: Sunday, 29 December 2019
  • Updated: 29 December 2019, 07:09 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱରେ ଇସଲାମିକ ଦେଶ ମାନଙ୍କ ମଧ୍ୟରେ ସାଉଦି ଆରବ ଏବଂ ୟୁଏଇ ପ୍ରମଖ ଦେଶ। ଏହି ଦୁଇ ଦେଶ ସହ ଏବେ ଭାରତର ସମ୍ପର୍କ ଭଲ ରହିଛି। ହେଲେ ୨୦୨୦ରେ ସାଉଦି ଆରବ ସହ ଭାରତର ସମ୍ପର୍କ ଖରାପ ହୋଇପାରେ। କାରଣ କଶ୍ମୀର ପ୍ରସଙ୍ଗରେ ସାଉଦି ଆରବ ବିଶ୍ୱର ସମସ୍ତ ଇସଲାମିକ ଦେଶକୁ ଏକାଠି କରି ବୈଠକ କରିବାକୁ ଯାଉଛି। ଏହି ବୈଠକରେ ପାକିସ୍ତାନ ମଧ୍ୟ ସାମିଲ ହେବ।

ପାକିସ୍ତାନ ଗସ୍ତରେ ଆସିଥିବାବେଳେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫରହାଦ ଅଲ-ସଉଦ ଏ ବାବଦରେ କହିଛନ୍ତି। ହେଲେ ବୈଠକ ତାରିଖ ଧାର୍ଯ୍ୟ ହୋଇନି। ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତର ଏଜେଣ୍ଡାକୁ ବିରୋଧ କରୁଥିବା ନେତା, ଦେଶ ସହ ଭାରତ ସମ୍ପର୍କ ଛିନ୍ନ କରିଛି। ତେଣୁ ଏହି ଆଧାରରେ ଆଗାମୀ ଦିନରେ ସାଉଦି ଆରବ ସହ ଭାରତର ସମ୍ପର୍କ ଖରାପ ହେବ ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ କଶ୍ମୀର ପ୍ରସଙ୍ଗରେ ମାଲେସିଆର କୁଆଲାଲମପୁରରେ ବୈଠକ ହୋଇଥିଲା। ମାଲେସିଆ ପ୍ରଧାନମନ୍ତ୍ରୀ ମହତିର ମହମ୍ମଦଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ତୁର୍କୀ, ଇରାନ ସହିତ ପାକିସ୍ତାନ ମଧ୍ୟ ସାମିଲ ଥିଲା। ହେଲେ ଅନ୍ତିମ ସମୟରେ ପାକିସ୍ତାନ ଏହି ବୈଠକରୁ ନିଜକୁ ଅଲଗା କରିଥିଲା। ମାଲେସିଆ ସହିତ ସାଉଦି ଆରବର ସମ୍ପର୍କ ଖରାପ ଥିବାରୁ ଏହି ବୈଠକରୁ ନିଜକୁ ଦୂରେଇ ରଖିଥିଲା ସାଉଦି ଆରବ।

ଏହାପରେ ଏବେ ସାଉଦି ଆରବ ନେତୃତ୍ୱ ନେଇ ଇସଲାମିକ ଦେଶ ମାନଙ୍କୁ ଏକାଠି କରି କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଉଛି। ବିଶ୍ୱର ଇସଲାମିକ ଦେଶ ମଧ୍ୟରେ ସାଉଦି ଆରବ ଅଧିକାଂଶ ସମୟରେ ନେତୃତ୍ୱ ନେଇଥାଏ। ହେଲେ ନିକଟରେ ମାଲେସିଆ ଇସଲାମିକ ଦେଶର ନେତୃତ୍ୱ ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଯାହାକୁ, ସାଉଦି ଆରବ ନାପସନ୍ଦ କରିଥିଲା।

ସୂଚନାଯୋଗ୍ୟ, କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ପାକିସ୍ତାନ ୟୁଏଇ, ସାଉଦି ଆରବ ଭଳି ଦେଶଙ୍କ ପାଖରେ ନିଜର ଏଜେଣ୍ଡାକୁ ସମର୍ଥନ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ହେଲେ ଉଭୟ ସାଉଦି ଆରବ ଏବଂ ୟୁଏଇ କଶ୍ମୀରକୁ ଭାରତର ଅନ୍ତରୀଣ ପ୍ରସଙ୍ଗ କହି ପାକିସ୍ତାନକୁ ଝଟକା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story