ଅର୍ଣ୍ଣବଙ୍କୁ ଝଟକା, ସିବିଆଇକୁ ହସ୍ତାନ୍ତର ହେବନି ମାମଲା

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ସମ୍ପାଦକ ତଥା ଜଣାଶୁଣା ଟିଭି ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଝଟକା। ତାଙ୍କ ବିରୋଧରେ ଦାୟର ହୋଇଥିବା ମାମଲା ଖାରଜ କରିବାକୁ ଗୋସ୍ୱାମୀ ଯେଉଁ ଦାବି କରିଥିଲେ ତାହା ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ଯେଉଁ ଦାବି କରିଥିଲେ ତାହା ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଏମଆର ଶାହ ଏହି ରାୟ ଶୁଣାଇଛନ୍ତି। ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ସାମ୍ପ୍ରଦାୟିକ ଦଙ୍ଗା ଓ […]

Arnab-Goswami

Arnab-Goswami

Subhransu Sekhar
  • Published: Tuesday, 19 May 2020
  • Updated: 19 May 2020, 02:10 PM IST

Sports

Latest News

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ସମ୍ପାଦକ ତଥା ଜଣାଶୁଣା ଟିଭି ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଝଟକା। ତାଙ୍କ ବିରୋଧରେ ଦାୟର ହୋଇଥିବା ମାମଲା ଖାରଜ କରିବାକୁ ଗୋସ୍ୱାମୀ ଯେଉଁ ଦାବି କରିଥିଲେ ତାହା ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ଯେଉଁ ଦାବି କରିଥିଲେ ତାହା ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଏମଆର ଶାହ ଏହି ରାୟ ଶୁଣାଇଛନ୍ତି।

ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ସାମ୍ପ୍ରଦାୟିକ ଦଙ୍ଗା ଓ ସୌହାର୍ଦ୍ଦ୍ୟ ଭଙ୍ଗ କରିଥିବା ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଏହି ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଖାରଜ କରିବା ପାଇଁ ଅର୍ଣ୍ଣବ କୋର୍ଟରେ ଅପିଲ୍ କରିଥିଲେ।

ପାଲଘର ଭିଡ ହିଂସା ବେଳେ ଦୁଇ ସାଧୁଙ୍କର ହତ୍ୟା ହୋଇଛି। ଏହାକୁ ନେଇ ଗୋସ୍ୱାମୀ ତାଙ୍କ ଟିଭି ଡିବେଟରେ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ମେଣ୍ଟ ସରକାରରେ କଂଗ୍ରେସ ରହିଛି ତେଣୁ କଂଗ୍ରେସ ଅଧ୍ୟକ୍ଷ ମତ ରଖିବା ଦରକାର ବୋଲି ଗୋସ୍ୱାମୀ ତାଙ୍କ ଡିବେଟ୍ ବେଳେ କହିଥିଲେ। ଏହାପରେ ଗୋସ୍ୱାମୀ ଏଭଳି କରି ସାମ୍ପ୍ରଦାୟିକ ଦଙ୍ଗା କରୁଥିବା ବେଳେ ସୋନିଆଙ୍କୁ ଅସମ୍ମାନ କରିଛନ୍ତି ବୋଲି କଂଗ୍ରେସ କହିଥିଲା। ଏହାକୁ ନେଇ ମୁମ୍ୱାଇ ସମେତ ବିଭିନ୍ନ ରାଜ୍ୟରେ ଗୋସ୍ୱାମୀଙ୍କ ବିରୋଧରେ ଏତଲା ଦିଆଯାଇଛି। ହେଲେ ସୁପ୍ରିମକୋର୍ଟ କେବଳ ନାଗପୁରରେ ଦାୟର ହୋଇଥିବା ମାମଲାକୁ ମୁମ୍ୱାଇକୁ ସ୍ଥାନାନ୍ତର କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଗୋସ୍ୱାମୀ ଜାମିନରେ ଅଛନ୍ତି। ପାଲଘର ମାମଲାରେ ସିଆଇଡି ଏବେ ତଦନ୍ତ କରୁଛି।

ମହାରାଷ୍ଟ୍ର ସରକାରଙ୍କ ବରିଷ୍ଠ ପରାମର୍ଶଦାତା କପିଲ ସିବଲ କିନ୍ତୁ ସିବିଆଇକୁ ମାମଲା ହସ୍ତାନ୍ତର କରାନଯାଉ ବୋଲି ଯୁକ୍ତି ବାଢ଼ିଥିଲେ। ୧୧ ତାରିଖରେ ଏହି ମାମଲାର ରାୟ ଶୁଣାଣି କରି ସଂରକ୍ଷିତ ରଖିଥିଲେ ଜଷ୍ଟିସ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଏମଆର ଶାହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story