ଘରକୁ ଭାଇରସ ମୁକ୍ତ କରିବା ପାଇଁ ବାହାରିଲା ଭ୍ରାମ୍ୟମାଣ ସ୍ପ୍ରେୟର

ନୂଆଦିଲ୍ଲୀ: କୋଲକାତା ଦୁର୍ଗାପୁର ସ୍ଥିତ ସେଣ୍ଟ୍ରାଲ୍ ମେକାନିକାଲ ଇଂଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚୁଟ୍ (ସିଏମଇଆରଆଇ)ର ବୈଜ୍ଞାନିକମାନେ ଦୁଇଟି ଇନଡ଼ୋର୍ ଜୀବାଣୁଶୋଧନ ସ୍ପ୍ରେୟର ଯନ୍ତ୍ର ବାହାର କରିଛନ୍ତି। ଏହି ଯନ୍ତ୍ର ଦ୍ୱାରା ଉଭୟ ସଫେଇ ଏବଂ ଘର ଭିତରକୁ ଜୀବାଣୁ ଶୋଧନ କରିହେବ। ଏହାଦ୍ୱାରା ଘର ଭିତରର ସମସ୍ତ ରୋଗ ସୃଷ୍ଟିକାରୀ ଜୀବାଣୁକୁ ପ୍ରତିହତ କରାଯାଇପାରିବ। ମୁଖ୍ୟତଃ ମେଡିକାଲ, କ୍ଲନିକ୍ ଆଦି ପାଇଁ ଏହା ବିଶେଷ ଭାବରେ ସହାୟକ ହେବ। ଏହି ଜୀବାଣୁଶୋଧନ ଯନ୍ତ୍ରର ନାମ “ବ୍ୟାଟେରୀ ପାୱାର୍ଡ଼ ଡିସଇନଫେକ୍ଟାଣ୍ଟ୍ […]

csir-cmeri-develop-mobile-disinfection-sprayer-to-combat-covid19 (1)

Subhransu Sekhar
  • Published: Saturday, 16 May 2020
  • Updated: 16 May 2020, 08:13 PM IST

Sports

Latest News

ନୂଆଦିଲ୍ଲୀ: କୋଲକାତା ଦୁର୍ଗାପୁର ସ୍ଥିତ ସେଣ୍ଟ୍ରାଲ୍ ମେକାନିକାଲ ଇଂଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚୁଟ୍ (ସିଏମଇଆରଆଇ)ର ବୈଜ୍ଞାନିକମାନେ ଦୁଇଟି ଇନଡ଼ୋର୍ ଜୀବାଣୁଶୋଧନ ସ୍ପ୍ରେୟର ଯନ୍ତ୍ର ବାହାର କରିଛନ୍ତି। ଏହି ଯନ୍ତ୍ର ଦ୍ୱାରା ଉଭୟ ସଫେଇ ଏବଂ ଘର ଭିତରକୁ ଜୀବାଣୁ ଶୋଧନ କରିହେବ। ଏହାଦ୍ୱାରା ଘର ଭିତରର ସମସ୍ତ ରୋଗ ସୃଷ୍ଟିକାରୀ ଜୀବାଣୁକୁ ପ୍ରତିହତ କରାଯାଇପାରିବ। ମୁଖ୍ୟତଃ ମେଡିକାଲ, କ୍ଲନିକ୍ ଆଦି ପାଇଁ ଏହା ବିଶେଷ ଭାବରେ ସହାୟକ ହେବ।

ଏହି ଜୀବାଣୁଶୋଧନ ଯନ୍ତ୍ରର ନାମ “ବ୍ୟାଟେରୀ ପାୱାର୍ଡ଼ ଡିସଇନଫେକ୍ଟାଣ୍ଟ୍ ସ୍ପ୍ରେୟର (ପିପିଡ଼ିଏସ) ଏବଂ “ନିଉମାଟିକାଲୀ ଅପରେଟେଡ଼୍ ମୋବାଇଲ୍ ଇନଡ଼ୋର୍ ଡିସଇନଫେକ୍ସନ (ପିଓଏମଆଇଡ଼ି) ରଖିଛନ୍ତି ବୈଜ୍ଞାନିକମାନେ। ଏହି ଯନ୍ତ୍ର ସାହାଯ୍ୟରେ ଘର ଭିତରେ ଥିବା ବିଭିନ୍ନ ସାମଗ୍ରୀ ଯେଉଁଠି ହାତ ପହଞ୍ଚିପାରିନଥାଏ, ଟେବୁଲ୍, ଲାଇଟ ସୁଇଚ୍, ସ୍କାଏ ଲାଇଟ୍, ଲ୍ୟାଣ୍ଡ ଫୋନ୍, କମ୍ପ୍ୟୁଟର କିବୋର୍ଡ଼, ଶୌଚାଳୟ ଓ କାର୍ଡ଼ବୋର୍ଡ଼ ଇତ୍ୟାଦିରେ ବ୍ୟବହାର କରିହେବ। ଏହାଦ୍ୱାରା କରୋନା ଭାଇରସ ସଂକ୍ରମଣରୁ ଲୋକମାନେ ଦୂରେଇ ରହିପାରିବେ।

ଏଥିରେ ଗୋଟିଏ ପର୍ଯ୍ୟାୟରେ ସ୍ପ୍ରେୟିଂ ୟୁନିଟ୍ ଏବଂ ଅନ୍ୟଟିରେ ୧୦ ଲିଟର ଷ୍ଟୋରେଜ୍ ଟ୍ୟାଙ୍କ୍ ରହିଛି। ଘର ଭିତରର ଚଟାଣ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ପରିଷ୍କାର କରିବା ସହ ସେସବୁକୁ ଜୀବାଣୁମୁକ୍ତ କରିପାରିବ ଏହି ଯନ୍ତ୍ର। ଏଥିରେ ଖଞ୍ଜାଯାଇଥିବା ନୋଜଲକୁ ଉପଯୋଗ କରି ଉପର ଓ ତଳ ପୃଷ୍ଠକୁ ପରିଷ୍କାର କରିହେବ।

ଏହି ଭ୍ରାମ୍ୟମାଣ ଇନଡ଼ୋର୍ ଶୋଧନ ୟୁନିଟଟି ଷ୍ଟିଲ୍ ଫ୍ରେମଯୁକ୍ତ ଏବଂ ଏଥିରେ ଚାରୋଟି ଚକ ରହିଛି । ଏଥିରେ କମ୍ପ୍ରେସର, ପାଇପିଂ ଓ ଫିଟିଂ ତଥା ସ୍ପ୍ରେୟିଂ ନୋଜଲ ରହିଛି । ଏହାକୁ ହାତରେ ଧରି ସହଜରେ ସ୍ପ୍ରେୟର ସାହାଯ୍ୟରେ ସିଧାସଳଖ ଭାବେ ଆବଶ୍ୟକତା ଅନୁସାରେ ବିଶୋଧକ ସ୍ପ୍ରେ କରାଯାଇପାରିବ । ଏହାର ମୋଟ ଷ୍ଟୋରେଜ୍ କ୍ଷମତା ୨୦ ଲିଟର ଏବଂ ଏହାର ବ୍ୟାଟେରୀ ବ୍ୟାକ୍ଅପ୍ ସମୟ ୪ ଘଣ୍ଟା, ଅର୍ଥାତ୍ ଥରେ ଚାର୍ଜ କଲେ ତାହା ଚାରିଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରିବ । ଖାଲି ଟାଙ୍କି ସହ ଏହାର ମୋଟ ଓଜନ ୨୫ କିଲୋଗ୍ରାମ୍ । ସିଏସଆଇଆରର ନିର୍ଦ୍ଦେଶକ ପ୍ରଫେସର ହରିଶ ହିରାନୀ ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story