ମହାରାଷ୍ଟ୍ରରେ ଉଦ୍ଧବ ସରକାର, ବଢ଼ୁଛି ଶିବସୈନିକଙ୍କ ଦାଦାଗିରି

ମୁମ୍ୱାଇ: ମହାରାଷ୍ଟ୍ରରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଶିବସୈନିକଙ୍କ ଦାଦାଗିରି ବଢ଼ିଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଉଦ୍ଧବଙ୍କ ନାମରେ ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରିବାରୁ ତାଙ୍କ ମୁହଁରେ କାଳି ବୋଳି ଦେଇଛନ୍ତି ଜଣେ ମହିଳା ଶିବସୈନିକ। #WATCH Maharashtra: Ink poured on a man reportedly by a woman Shiv Sena worker, in Beed allegedly over his social media post […]

udhav

udhav

Subhransu Sekhar
  • Published: Tuesday, 31 December 2019
  • Updated: 31 December 2019, 10:56 AM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଶିବସୈନିକଙ୍କ ଦାଦାଗିରି ବଢ଼ିଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଉଦ୍ଧବଙ୍କ ନାମରେ ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରିବାରୁ ତାଙ୍କ ମୁହଁରେ କାଳି ବୋଳି ଦେଇଛନ୍ତି ଜଣେ ମହିଳା ଶିବସୈନିକ।

ନିକଟରେ ମଧ୍ୟ ଶିବସୈନିକ ମାନେ ନିଜ ଦଳୀୟ ସୁପ୍ରିମୋଙ୍କ ନାଁରେ ସମାଲୋଚନା ସହି ନପାରି ଏଭଳି କାଣ୍ଡ ଭିଆଇଥିଲେ। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ୧୫ ଡିସେମ୍ୱରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସର ଏଭଳି କାମକୁ ଉଦ୍ଧବ ନାପସନ୍ଦ କରିଥିଲେ। ପୁଲିସର ଏଭଳି କାମକୁ ସେ ଜାଲିଆନାବାଗ ଘଟଣା ସହିତ ତୁଳନା କରିଥିଲେ। ଏହାପରେ ହୀରାମଣି ତିଓ୍ୱାରୀ(୩୦) ନାମକ ଜଣେ ବ୍ୟକ୍ତି ଉଦ୍ଧବଙ୍କ ନାମରେ ସୋଶାଲ ମିଡିଆରେ ଅପଶବ୍ଦ କହିଥିଲେ। ଏହାପରେ ମାମଲା ଥାନାରେ ପହଞ୍ଚିଥିଲା। ତା’ପରେ ଜଣାପଡ଼ିଥିଲା ପୋଷ୍ଟ କରିଥିବା ବ୍ୟକ୍ତିର ଅସଲ ନାମ ରାହୁଲ ତିଓ୍ୱାରୀ। ସେ ହୀରାମଣି ନାମରେ ଆକାଉଣ୍ଟ ତିଆରି କରି ସୋଶାଲ ମିଡିଆରେ ମତ ରଖୁଥିଲା।

ଜଣେ ପୁଲିସ ଅଧିକାରୀ ପ୍ରତିକ୍ରିୟା ରଖି କହିଥିଲେ, କିଛି ଲୋକ ଧମକ ଦେବା ପରେ ହୀରୀମଣି ସେହି ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ। ହେଲେ ଶିବସେନା ନେତା ସମଧନ ଜୁକଦେବ ଏବଂ ପ୍ରକାଶ ହସବେଙ୍କ ନେତୃତ୍ୱରେ କିଛି ଲୋକ ଯାଇ ରାହୁଲଙ୍କୁ ମାର ପିଟ୍ କରିଥିଲେ। ଏହାପରେ ତାଙ୍କୁ ଲଣ୍ଡା କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story