ଅଧୁରା ରହିଗଲା କର୍କଟ ପୀଡ଼ିତାଙ୍କ ଶେଷ ଇଚ୍ଛା: ଶାହାରୁଖ୍‌ଙ୍କୁ ଭେଟିବା ଆଗରୁ ଚାଲିଗଲା ଜୀବନ  

ମୁମ୍ବାଇ: ଅଧୁରା ରହିଗଲା ସ୍ୱପ୍ନ।  ଜୀବନ ଚାଲିଗଲା। ହେଲେ ଶେଷ ଇଚ୍ଛା ପୂରଣ ହୋଇପାରିଲାନି। ବଲିଉଡ୍‌ର ସୁପର ଷ୍ଟାରଙ୍କୁ  ଜୀବନର ଥରେ ମାତ୍ର ଭେଟିବା ପାଇଁ  ଜଣେ କର୍କଟ ପୀଡ଼ିତାଙ୍କ ଯେଉଁ ଆଶା ଅଭିଳାସ ଥିଲା ତାହା ପୂରଣ ହୋଇପାରିଲାନି। ଭେଟିବା ପାଇଁ ଶହାରୁଖ୍‌ କଥା ଦେଇଥିଲେ କଥା ରଖିପାରିଲେନି। କାର୍ଯ୍ୟବ୍ୟସ୍ତତା ଯୋଗୁ ଶାହାରୁଖ୍ ଭେଟିବା ପାଇଁ ସମୟ ଦେଇ ପାରି ନ ଥିଲେ। ଆଉ ପୀଡ଼ିତାଙ୍କ ଜୀବନ ଚାଲିଯାଇଥିଲା। ଅରୁଣା ପିକେ ନାମ୍ନୀ ଜଣେ ମହିଳା […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 04:41 PM IST

Sports

Latest News

ମୁମ୍ବାଇ: ଅଧୁରା ରହିଗଲା ସ୍ୱପ୍ନ।  ଜୀବନ ଚାଲିଗଲା। ହେଲେ ଶେଷ ଇଚ୍ଛା ପୂରଣ ହୋଇପାରିଲାନି। ବଲିଉଡ୍‌ର ସୁପର ଷ୍ଟାରଙ୍କୁ  ଜୀବନର ଥରେ ମାତ୍ର ଭେଟିବା ପାଇଁ  ଜଣେ କର୍କଟ ପୀଡ଼ିତାଙ୍କ ଯେଉଁ ଆଶା ଅଭିଳାସ ଥିଲା ତାହା ପୂରଣ ହୋଇପାରିଲାନି। ଭେଟିବା ପାଇଁ ଶହାରୁଖ୍‌ କଥା ଦେଇଥିଲେ କଥା ରଖିପାରିଲେନି। କାର୍ଯ୍ୟବ୍ୟସ୍ତତା ଯୋଗୁ ଶାହାରୁଖ୍ ଭେଟିବା ପାଇଁ ସମୟ ଦେଇ ପାରି ନ ଥିଲେ। ଆଉ ପୀଡ଼ିତାଙ୍କ ଜୀବନ ଚାଲିଯାଇଥିଲା।

ଅରୁଣା ପିକେ ନାମ୍ନୀ ଜଣେ ମହିଳା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୬ ବର୍ଷ ହେଲା ମରଣ ସହ ସଂଘର୍ଷ କରିଆସୁଥିଲେ। ଆଉ ଆଜି ୬୦ ବର୍ଷରେ  ତାଙ୍କର ମୃତ୍ୟୁ ଘଟିଛି। ଅରୁଣା ହେଉଛନ୍ତି ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଘର ତାଙ୍କର ମଧ୍ୟପ୍ରଦେଶରେ। ୧୯୯୮ରେ ନିଜ ସ୍ୱାମୀଙ୍କୁ ହରାଇଥିବା ଅରୁଣାଙ୍କର ଜଣେ ୨୪ ବର୍ଷର ପୁଅ ଏବଂ ୩୪ ବର୍ଷର ଝିଅ ଅଛନ୍ତି।

୨୦୧୧ ଫେବୃଆରୀ ମାସରେ ଏହି ମହିଳା ଜଣକ ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇଥିଲେ।  ଗୁରଗାଁଓରେ ଏକ ବେସରକାରୀ ହସ୍‌ପିଟାଲରେ ସେ ଚିକିତ୍ସିତ ଥିଲେ। ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ ଅରୁଣା । ଆଉ ହସ୍‌ପିଟାଲରେ ଥିବା ବେଳେ ଅନେକ କ୍ୟାନ୍ସର ପୀଡ଼ିତା ଅରୁଣାଙ୍କ ଫ୍ୟାନ୍‌ ହୋଇଯାଇଥିଲେ।ଅରୁଣାଙ୍କ ଶେଷ ଇଚ୍ଛା ଥିଲା ଥରେ ସେ ଶାହାରୁଖଙ୍କୁ ଭେଟିବେ। ତାଙ୍କର ଏହି ଶେଷ ସ୍ୱପ୍ନ ପୂରଣ ପାଇଁ

ହସ୍‌ପିଟାଲରେ ଥିବା ସବୁ କ୍ୟାନ୍ସର ରୋଗୀ ଏକାଠି ହୋଇ ସୋସିଆଲ ମିଡିଆ ଟ୍ୱିଟର ମାଧ୍ୟମରେ ଶାହାରୁଖ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶାହାରୁଖ ମଧ୍ୟ ଏଥିରେ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିକ୍ରିୟା ରଖିଥିଲେ।

ଏପରିକି ଅରୁଣାଙ୍କୁ ଭେଟିବେ ବୋଲି କଥା ମଧ୍ୟ ଦେଇଥିଲେ। ହେଲେ କାର୍ଯ୍ୟବ୍ୟସ୍ତତା ଯୋଗୁ ଶାହାରୁଖ୍ ଆଉ ଭେଟିବା ପାଇଁ ସମୟ ଦେଇ ପାରି  ନ ଥିଲେ। ତେବେ ଆଜି ଅରୁଣାଙ୍କ ମତ୍ୟୁ ପରେ ଅରୁଣାଙ୍କ ପୁଅ ଟ୍ୱିଟ୍‌ କରି ଜଣାଇଥିଲେ। ସଙ୍ଗେ ସଙ୍ଗେ ଏହାର ପ୍ରତିଉତ୍ତର ରଖିଥିଲେ ଶାହାରୁଖ୍। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ଦୁଃଖ ପ୍ରକାଶ କରିଥିଲେ କିଙ୍ଗ ଖାନ୍। ସମ୍ପୃକ୍ତ ପରିବାରକୁ ସମବେଦନା ଜଣାଇବା ସହ ଅରୁଣାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ସେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story