'କ୍ରିକେଟରଙ୍କ ସ୍ତ୍ରୀ ବି ଡ୍ରଗ୍ସ ନେଉଛନ୍ତି'

ମୁମ୍ୱାଇ: ‘ଖାଲି ବଲିଉଡ ନୁହେଁ କ୍ରିକେଟରେ ବି ଡ୍ରଗ୍ସ କାରବାର ରହିଛି। ମୁଁ କେକେଆର ମ୍ୟାଚ୍ ଦେଖିବା ପାଇଁ କୋଲକାତା ଯାଇଥିଲି। ମ୍ୟାଚ୍ ପରେ ପାର୍ଟି ଆରମ୍ଭ ହୋଇଥିଲା। ମୁଁ ମଧ୍ୟ ସେହି ପାର୍ଟିକୁ ଯାଇଥିଲି। ସେହି ପାର୍ଟିରେ ମୁଁ ଅନେକ କ୍ରିକେଟରଙ୍କୁ ଦେଖିଥିଲି, ବଲିଉଡ ସେଲିବ୍ରେଟମାନେ ବି ଥିଲେ। ଆମେ ସମସ୍ତେ ମଜା ମସ୍ତି କରିବା ସହିତ ନାଚିଥିଲୁ। ହେଲେ ମୁଁ କିଛି ସମୟ ନାଚିବା ପରେ ଥକି ଯାଇଥିଲି। ପରେ ଓ୍ୱାଶ ରୁମକୁ ଯାଇଥିଲି। […]

sherlyn-chopra

sherlyn-chopra

Subhransu Sekhar
  • Published: Thursday, 24 September 2020
  • Updated: 24 September 2020, 01:53 PM IST

Sports

Latest News

ମୁମ୍ୱାଇ: 'ଖାଲି ବଲିଉଡ ନୁହେଁ କ୍ରିକେଟରେ ବି ଡ୍ରଗ୍ସ କାରବାର ରହିଛି। ମୁଁ କେକେଆର ମ୍ୟାଚ୍ ଦେଖିବା ପାଇଁ କୋଲକାତା ଯାଇଥିଲି। ମ୍ୟାଚ୍ ପରେ ପାର୍ଟି ଆରମ୍ଭ ହୋଇଥିଲା। ମୁଁ ମଧ୍ୟ ସେହି ପାର୍ଟିକୁ ଯାଇଥିଲି। ସେହି ପାର୍ଟିରେ ମୁଁ ଅନେକ କ୍ରିକେଟରଙ୍କୁ ଦେଖିଥିଲି, ବଲିଉଡ ସେଲିବ୍ରେଟମାନେ ବି ଥିଲେ। ଆମେ ସମସ୍ତେ ମଜା ମସ୍ତି କରିବା ସହିତ ନାଚିଥିଲୁ। ହେଲେ ମୁଁ କିଛି ସମୟ ନାଚିବା ପରେ ଥକି ଯାଇଥିଲି। ପରେ ଓ୍ୱାଶ ରୁମକୁ ଯାଇଥିଲି। ହେଲେ ସେଠାରେ ଯାହା ଦେଖିଲି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି"। ଏକା ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମତ ରଖିଛନ୍ତି ବଲିଉଡ ଅଭିନେତ୍ରୀ ଶାର୍ଲିନ ଚୋପ୍ରା।

ତେବେ ସେ  କାହାରି ନାମ ପ୍ରକାଶ କରି ନାହାନ୍ତି। ଏନସିବି ଯଦି ପଚାରିବ ତାହେଲେ ସେ କହିବେ ବୋଲି କହିଛନ୍ତି। କ୍ରିକେଟ୍ ସୁପରଷ୍ଟାରଙ୍କ ସ୍ତ୍ରୀମାନେ ମଧ୍ୟ ଧଳା ପାଉଡର ଅର୍ଥାତ୍ କୋକେନ୍ ନିଅନ୍ତି ବୋଲି ସେ କହିଛନ୍ତି। ଯେଉଁ ଯେଉଁ ମାନଙ୍କର ନାଁ ଆସୁଛି ତାଠୁ ଅଧିକ ଲୋକ ଏହି କାରବାରରେ ସାମିଲ ଅଛନ୍ତି ବୋଲି ଶାର୍ଲିନ କହିଛନ୍ତି।

ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର କାମକୁ ସେ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ବଲିଉଡ ପରେ କ୍ରିକେଟର ପାଳି ପଡ଼ିବ ବୋଲି ସେ କହିଛନ୍ତି। ଏଥି ସହିତ ଦୀପିକାଙ୍କୁ ଏନସିବି ସମନ କରିବା ବେଳେ ସାମ୍ନାକୁ ଆସିଛି କ୍ୱାନ କମ୍ପାନୀର ନାମ। ଏହାକୁ ନେଇ ଶାର୍ଲିନ କହିଛନ୍ତି, କ୍ୱାନର ମାଲିକ ସବୁଠାରୁ ଖରାପ ବ୍ୟକ୍ତି। ସେ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ତାଙ୍କ ବିଷୟରେ କିଛି ଜାଣି ନଥିଲେ। ହେଲେ ସମସ୍ତ କଥା ବୁଝାବୁଝି କରିବା ପରେ ସେମାନଙ୍କ ହାବଭାବ ଭଲ ଲାଗିନଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story