ଯବାନଙ୍କ ମଧ୍ୟରେ ସଂଘର୍ଷ, ୬ ମୃତ

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏକ ଆଇଟିବିପି (Indo-Tibetan Border Police)  କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ନାରାୟଣପୁର ଏସ୍‌ପି ମୋହିତ ଗର୍ଗ ଏହି ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଏମିତି ଏକ ସଂଘର୍ଷ ହେଲା, ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ଆହତ ମାନଙ୍କୁ ରାୟପୁର ଅଣାଯାଉଥିବା ସୂଚନା ରହିଛି। Superintendent of Police Narayanpur, Mohit Garg: […]

ITBP

ITBP

Subhransu Sekhar
  • Published: Wednesday, 04 December 2019
  • Updated: 04 December 2019, 12:00 PM IST

Sports

Latest News

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏକ ଆଇଟିବିପି (Indo-Tibetan Border Police)  କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ନାରାୟଣପୁର ଏସ୍‌ପି ମୋହିତ ଗର୍ଗ ଏହି ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଏମିତି ଏକ ସଂଘର୍ଷ ହେଲା, ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ଆହତ ମାନଙ୍କୁ ରାୟପୁର ଅଣାଯାଉଥିବା ସୂଚନା ରହିଛି।

https://twitter.com/ANI/status/1202098908572241920

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ତିନି ଦିନ ହେବ ଏହି ଯବାନଙ୍କ ମଧ୍ୟରେ କିଛି ମତାନ୍ତର ଥିଲା। ଆଉ ସେହି ମତାନ୍ତର ଆଜି ଭୟଙ୍କର ରୂପ ନେଇଥିଲା ଓ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇଥିଲା। ଯେଉଁ ଯବାନ ପ୍ରଥମେ ଗୁଳି ଚଳାଇଥିଲେ, ସେ ନିଜକୁ ନିଜେ ମଧ୍ୟ ଗୁଳି କରି ଦେଇଥିଲେ ବୋଲି ଜଣାପଡ଼ିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ୨୦୧୭ ମସିହା ଡିସେମ୍ବର ମାସ ୯ ତାରିଖରେ ମଧ୍ୟ ଛତିଶଗଡ଼ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ବିଜାପୁର ଜିଲ୍ଲାର ବାସାଗୁଡ଼ା ସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପରେ ଜଣେ ଯବାନଙ୍କ ଗୁଳିମାଡ଼ରେ ୪ ଜଣ ଯବାନ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story