ସୋମା ରୟ ବର୍ମନ ଦେଶର ୨୪ତମ ମହାଲେଖାଗାର

ନୂଆଦିଲ୍ଲୀ: ସୋମା ରୟ ବର୍ମନ ହୋଇଛନ୍ତି ଦେଶର ୨୪ତମ ମହାଲେଖାଗାର। ୧୯୮୬ ମସିହା ବ୍ୟାଚର ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ବାବଦରେ ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ। ଦେଶର ସପ୍ତମ ମହିଳା ଭାବରେ ସୋମା ରୟ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି। ଆଜି ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି। Ministry of Finance: Soma Roy Burman, a 1986-batch Indian Civil Accounts Service (ICAS) officer, took charge as the new […]

soma burman

soma burman

Subhransu Sekhar
  • Published: Sunday, 01 December 2019
  • Updated: 01 December 2019, 06:36 PM IST

Sports

Latest News

ନୂଆଦିଲ୍ଲୀ: ସୋମା ରୟ ବର୍ମନ ହୋଇଛନ୍ତି ଦେଶର ୨୪ତମ ମହାଲେଖାଗାର। ୧୯୮୬ ମସିହା ବ୍ୟାଚର ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ବାବଦରେ ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ। ଦେଶର ସପ୍ତମ ମହିଳା ଭାବରେ ସୋମା ରୟ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି। ଆଜି ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି।

https://twitter.com/ANI/status/1201065967117168641

ଏହା ପୂର୍ବରୁ ସୋମା ରୟ ବର୍ମନ ଅତିରିକ୍ତ ମହାଲେଖା ନିୟନ୍ତ୍ରକ ପଦବୀରେ ଥିଲେ। ଚଳିତ ମାସରୁ ସେ ତାଙ୍କର କାର୍ଯ୍ୟ ଆରମ୍ଭ ହୋଇଛି। ୩୩ ବର୍ଷର କ୍ୟାରିଅରରେ ସେ ଗୃହ ମନ୍ତ୍ରଣାଳୟ, ସୂଚନା ପ୍ରସାରଣ ମନ୍ତ୍ରଣାଳୟ, ଉଦ୍ୟୋଗ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଏବଂ ନୌବାହନ, ସଡକ ପରିହନ ମନ୍ତ୍ରଣାଳୟର ବିଭିନ୍ନ ପଦବୀରେ ସେ କାର୍ଯ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos