ଗଛ ଲଗାଇ ସେଲ୍‌ଫି ଉଠାଇଲେ ମିଳିବ ଟଙ୍କା

ନୂଆଦିଲ୍ଲୀ: ଏଣିକି ସେଲ୍‌ଫି ଉଠାଇଲେ ମିଳିବ ଟଙ୍କା। ରବିବାର ଏପରି ଏକ ଅଭିଯାନ ହରିୟାଣା ସରକାର ଆରମ୍ଭ କରିଛନ୍ତି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏହାର ଲାଭ ଉଠାଇ ପାରିବେ। ଛାତ୍ରଛାତ୍ରୀମାନେ ନିଜେ ଲଗାଉଥିବା ଗଛ ସହ ସେଲ୍‌ଫି ନେଇ ତାକୁ ଏକ ଆପ୍‌ରେ ଅପ୍‌ଲୋଡ୍‌ କଲେ ସରକାର ସେମାନଙ୍କୁ ପ୍ରତିମାସରେ ୫୦ ଟଙ୍କା ଲେଖାଏ ଦେବେ। ଏପରି ୬ ମାସ ପର୍ଯ୍ୟନ୍ତ ସେମାନେ ଟଙ୍କା ପାଇପାରିବେ। ସରକାର ଖୁବ୍‌ଶୀଘ୍ର ଏହି ଆପ୍‌ ସମ୍ପର୍କରେ ଜଣାଇ ଦେବେ […]

plantation

plantation

Rakesh Mallick
  • Published: Monday, 16 July 2018
  • Updated: 16 July 2018, 03:04 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ସେଲ୍‌ଫି ଉଠାଇଲେ ମିଳିବ ଟଙ୍କା। ରବିବାର ଏପରି ଏକ ଅଭିଯାନ ହରିୟାଣା ସରକାର ଆରମ୍ଭ କରିଛନ୍ତି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏହାର ଲାଭ ଉଠାଇ ପାରିବେ। ଛାତ୍ରଛାତ୍ରୀମାନେ ନିଜେ ଲଗାଉଥିବା ଗଛ ସହ ସେଲ୍‌ଫି ନେଇ ତାକୁ ଏକ ଆପ୍‌ରେ ଅପ୍‌ଲୋଡ୍‌ କଲେ ସରକାର ସେମାନଙ୍କୁ ପ୍ରତିମାସରେ ୫୦ ଟଙ୍କା ଲେଖାଏ ଦେବେ। ଏପରି ୬ ମାସ ପର୍ଯ୍ୟନ୍ତ ସେମାନେ ଟଙ୍କା ପାଇପାରିବେ। ସରକାର ଖୁବ୍‌ଶୀଘ୍ର ଏହି ଆପ୍‌ ସମ୍ପର୍କରେ ଜଣାଇ ଦେବେ ବୋଲି କହିଛନ୍ତି। ଏହି ଆପ୍‌ରେ ଛାତ୍ରଛାତ୍ରୀ ସେମାନଙ୍କ ସେଲ୍‌ଫି ପୋଷ୍ଟ୍‌ କରିପାରିବେ।

ଗୁଡ଼ଗାଁଓର ତାଓ ଦେବୀ ଲାଲ୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏକ ଚାରା ରୋପଣ କରି ଏହି ‘ପୌଧାଗିରି’ ଅଭିଯାନର ଶୁଭାରମ୍ଭ କରିଛନ୍ତି।

haryanaମୁଖ୍ୟମନ୍ତ୍ରୀ କହିଛନ୍ତି,“ଛାତ୍ରଛାତ୍ରୀଙ୍କୁ ଚାରା ଦିଆଯିବ। ସେମାନେ ଘର ବଗିଚାରେ, ପାର୍କରେ, ସ୍କୁଲ୍‌ରେ କିମ୍ବା ଯେକୌଣସି ଖୋଲା ସ୍ଥାନରେ ସେଗୁଡ଼ିକୁ ଲଗାଇ ପାରିବେ। ଏହାସହ ସେମାନେ ନିଜ ଗଛର ନାଁ ମଧ୍ୟ ଦେଇପାରିବେ।”

ସେ ଆହୁରି କହିଛନ୍ତି,“ପ୍ରତି ୬ ମାସରେ ଥରେ ଛାତ୍ରଛାତ୍ରୀଙ୍କୁ ନିଜ ଗଛ ସହ ସେଲ୍‌ଫି ଉଠାଇ ଆପ୍‌ରେ ପୋଷ୍ଟ୍‌ କରିବାକୁ ପଡ଼ିବ।”

ରାଜ୍ୟ ସରକାରଙ୍କ ଅନୁସାରେ, ବର୍ତ୍ତମାନ ହରିୟାଣାରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଷଷ୍ଠରୁ ଦ୍ୱାଦଶ ମଧ୍ୟରେ ୨୨ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story