ଅଭିଯୁକ୍ତଙ୍କୁ ଗୁଳି କରି ମାର: ଉନ୍ନାଓ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ମୋ ଝିଅ ସହିତ ହୋଇଥିବା ଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଗୁଳି କରି ମାର। ଏହା କହିଛନ୍ତି ଗତାକଲି ରାତିରେ ମୃତ୍ୟୁ ଘଟିଥିବା ଉନ୍ନାଓ ପୀଡ଼ିତାଙ୍କର ବାପା। ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗତକାଲି ତେଲେଙ୍ଗାନା ପୁଲିସ ଏନକାଉଣ୍ଟର କରି ମାରିଥିଲା। ଏବେ ସାମନ ନୀତି ତାଙ୍କ ଝିଅ ସହ ହୋଇଥିବା ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ସହ ହେବା ଦରକାର। ମୋର ଆର୍ଥିକ ସହାୟତା କି ଘର ଦରକାର ନାହିଁ। ସରକାର ଅଭିଯୁକ୍ତକୁ ଫାଶୀ ଦେଉ […]

unnao rape

unnao rape

Subhransu Sekhar
  • Published: Saturday, 07 December 2019
  • Updated: 07 December 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ମୋ ଝିଅ ସହିତ ହୋଇଥିବା ଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଗୁଳି କରି ମାର। ଏହା କହିଛନ୍ତି ଗତାକଲି ରାତିରେ ମୃତ୍ୟୁ ଘଟିଥିବା ଉନ୍ନାଓ ପୀଡ଼ିତାଙ୍କର ବାପା। ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗତକାଲି ତେଲେଙ୍ଗାନା ପୁଲିସ ଏନକାଉଣ୍ଟର କରି ମାରିଥିଲା। ଏବେ ସାମନ ନୀତି ତାଙ୍କ ଝିଅ ସହ ହୋଇଥିବା ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ସହ ହେବା ଦରକାର। ମୋର ଆର୍ଥିକ ସହାୟତା କି ଘର ଦରକାର ନାହିଁ। ସରକାର ଅଭିଯୁକ୍ତକୁ ଫାଶୀ ଦେଉ ନଚେତ ଗୁଳି କରି ହତ୍ୟା କରୁ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି।

ପୀଡ଼ିତାଙ୍କ ଭାଇ ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି, ‘ମୋ ଭଉଣୀ ବଞ୍ଚିବାକୁ ଚାହୁଁଥିଲା କାରଣ ସେ ଅଭିଯୁକ୍ତଙ୍କ ମୃତ୍ୟୁ ଦେଖିବାକୁ ଚାହୁଁଥିଲା। ଏବେ ମୋର ଭଉଣୀ ମୋ ପାଖରେ ନାହିଁ। ତେଣୁ ୫ ଅଭିଯୁକ୍ତଙ୍କ ମୃତ୍ୟୁ ଦେଖିବାକୁ ଚାହେଁ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଷ୍କର୍ମ ମାମଲା ଫାଷ୍ଟ୍ର ଟ୍ରାକ କୋର୍ଟରେ ହେବ। ୫ ଅଭିଯୁକ୍ତଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବର ୧୨ରେ ଏହି ଦୁଷ୍କର୍ମ ବନ୍ଧୁକ ମୁନରେ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଶୁଭମ ନାମକ ଯୁବକ ଜେଲ ଯାଇଥିଲା। ହେଲେ ୫ ଦିନ ତଳେ ସେ ଜାମିନରେ ବାହାରିଥିଲା। ଗତ ଗୁରୁବାର ଏହି ମାମଲାର ଶୁଣାଣି ଥିଲା। ରାଏବରେଲି ଯିବାପାଇଁ ଭୋର ୪ଟାରେ ରେଲଓ୍ୱେ ଷ୍ଟେସନକୁ ଆସିଥିଲେ ପୀଡ଼ିତା। ଏହି ସମୟରେ ଜାମିନରେ ଆସିଥିବା ଶୁଭମ ଓ ତାର ୪ ସହଯୋଗୀ ପୀଡିତାଙ୍କୁ ମାଡ଼ ମାରିବା ସହିତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଗୁରୁବାର ସଂଧ୍ୟାରେ ଉତ୍ତର ପ୍ରଦେଶରୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ଏୟାରଲିଫ୍ଟ ଯୋଗେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲାପୁଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story