ଆଗାମୀ ୨ ମାସ ପର୍ଯ୍ୟନ୍ତ ଅନ୍ଧାରରେ ବୁଡ଼ି ରହିବ ଏହି ସହର

ୱାଶିଂଟନ: ସୂର୍ଯ୍ୟଙ୍କୁ କୁହାଯାଏ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ଉଇଁଲେ ଚଳଚଞ୍ଚଳ ହୋଇ ଉଠୁଥିବା ମଣିଷ, ସୂର୍ଯ୍ୟ ନଇଁଲେ ଘରକୁ ବାହୁଡ଼ି ଆସିଥାଏ। ହେଲେ ଯଦି ଆପଣଙ୍କ ସହରରେ ମାସାଧିକ କାଳ ସୂର୍ଯ୍ୟ ଉଇଁବେ ନାହିଁ, ତା’ ହେଲେ କିପରି ହେବ ଅବସ୍ଥା କେବେ ଭାବିଛନ୍ତି। ଏପରି ଏକ ସହର ହେଉଛି  ଯୁକ୍ତରାଷ୍ଟ୍ର ଆମେରିକାର ଅଲାସ୍କାସ୍ଥିତ ଉତକିଆଗାବିକ ସହର। ଉତକିଆଗାବିକ ସହରବାସୀ ସୂର୍ଯ୍ୟଙ୍କୁ ଦେଖିବା ଭୁଲି ଗଲେଣି। ଏହି ସ୍ଥିତି ସେଠାରେ ଆହୁରି ୨ ମାସ ଲାଗି […]

sun

sun

Niharika Rout
  • Published: Friday, 27 November 2020
  • Updated: 27 November 2020, 10:00 AM IST

ୱାଶିଂଟନ: ସୂର୍ଯ୍ୟଙ୍କୁ କୁହାଯାଏ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ଉଇଁଲେ ଚଳଚଞ୍ଚଳ ହୋଇ ଉଠୁଥିବା ମଣିଷ, ସୂର୍ଯ୍ୟ ନଇଁଲେ ଘରକୁ ବାହୁଡ଼ି ଆସିଥାଏ। ହେଲେ ଯଦି ଆପଣଙ୍କ ସହରରେ ମାସାଧିକ କାଳ ସୂର୍ଯ୍ୟ ଉଇଁବେ ନାହିଁ, ତା’ ହେଲେ କିପରି ହେବ ଅବସ୍ଥା କେବେ ଭାବିଛନ୍ତି। ଏପରି ଏକ ସହର ହେଉଛି  ଯୁକ୍ତରାଷ୍ଟ୍ର ଆମେରିକାର ଅଲାସ୍କାସ୍ଥିତ ଉତକିଆଗାବିକ ସହର।

ଉତକିଆଗାବିକ ସହରବାସୀ ସୂର୍ଯ୍ୟଙ୍କୁ ଦେଖିବା ଭୁଲି ଗଲେଣି। ଏହି ସ୍ଥିତି ସେଠାରେ ଆହୁରି ୨ ମାସ ଲାଗି ରହିବ।  ଚତୁର୍ଦ୍ଦିଗ କେବଳ ଅନ୍ଧାର ହିଁ ଅନ୍ଧାର। ସୂର୍ଯ୍ୟ ଆଲୋକ ଦେଖିବାକୁ ବଞ୍ଚିତ ହେବେ ଏହି ସହରବାସୀ।

ସରକାରଙ୍କ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ ଆଗାମୀ ୬୫ ଦିନ ପର୍ଯ୍ୟନ୍ତ ଏହି ସହର ଅନ୍ଧକାରରେ ବୁଡ଼ି ରହିବ ବୋଲି କୁହାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆସନ୍ତା ଜାନୁୟାରୀ ୨୩ ତାରିଖରେ ଏହି ସହରରେ ସୂର୍ଯ୍ୟ ଦେଖାଯିବ।

ପ୍ରାୟ ୪ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ସୂର୍ଯ୍ୟ କିରଣ ନ ପଡ଼ିବାରୁ ବହୁତ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ପ୍ରାୟ ସମୟରେ ୧୦ରୁ ୨୦ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଏହି ୨ ମାସ ଏଠାରେ ତାପମାତ୍ରା ବିଯୁକ୍ତ ୫ ଡିଗ୍ରୀ ହେବ ବୋଲି ଜଣାଯାଇଛି।

କେବଳ ଯେ ଉତକିଆଗାବିକ ସହରରେ ଏପରି ସ୍ଥିତି ଦେଖାଦେଉଛି ତା’ ନୁହେଁ,  ଋଷ, ସ୍ୱିଡେନ, ଫିନଲ୍ୟାଣ୍ଡ, ଗ୍ରୀସ୍‌ ଓ କାନାଡାର କିଛି ସହରରେ ମଧ୍ୟ ଶୀତ ଦିନେ ଏହି ସ୍ଥିତି ଉପୁଜିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story