ତିନି ଆତଙ୍କୀ ନିହତ, ୧୨ ବନ୍ଧକ ଉଦ୍ଧାର

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ତଂଗଧାରରେ ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ରବିବାର ସକାଳୁ ଚାଲିଥିବା ସଂଘର୍ଷ ଶେଷ ହୋଇଯାଇଛି। ଏଥିର ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏହି ଆତଙ୍କୀମାନେ ଦୁଇଟି ପରିବାରର ୧୨ ଜଣ ଲୋକଙ୍କୁ ବନ୍ଧକ ବନାଇ ରଖିଥିଲେ। ଆତଙ୍କୀମାନଙ୍କୁ ମାରି ବନ୍ଧକମାନଙ୍କୁ ରକ୍ଷା କରିଥିଲେ ସେନାର ଯବାନମାନେ। ଏହା ପୂର୍ବରୁ କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ କିଛି ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ […]

jk

jk

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 04:18 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ତଂଗଧାରରେ ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ରବିବାର ସକାଳୁ ଚାଲିଥିବା ସଂଘର୍ଷ ଶେଷ ହୋଇଯାଇଛି। ଏଥିର ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏହି ଆତଙ୍କୀମାନେ ଦୁଇଟି ପରିବାରର ୧୨ ଜଣ ଲୋକଙ୍କୁ ବନ୍ଧକ ବନାଇ ରଖିଥିଲେ। ଆତଙ୍କୀମାନଙ୍କୁ ମାରି ବନ୍ଧକମାନଙ୍କୁ ରକ୍ଷା କରିଥିଲେ ସେନାର ଯବାନମାନେ।

ଏହା ପୂର୍ବରୁ କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ କିଛି ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଯବାନମାନେ ଏହାକୁ ପଣ୍ଡ କରି ଦେଇଥିଲେ। ପରେ ସେଠାରେ ଥିବା ସେନା କ୍ୟାମ୍ପ ଠାରୁ ମାତ୍ର ୮୦୦ ମିଟର ଦୂରରେ କିଛି ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story