ମୋଦି କହିଲେ କଂଗ୍ରେସ ହେଉଛି ବେଲ୍ ଗାଡ଼ି : କଟାକ୍ଷ ପଛର କାରଣ କ’ଣ ?

ନୂଆଦିଲ୍ଲୀ: କଂଗ୍ରେସ ହେଉଛି ବେଲ୍ ଗାଡ଼ି । ଅର୍ଥାତ କଂଗ୍ରେସର ବହୁ ନେତା ଏବେ  ବେଲରେ ଅଛନ୍ତି। ଆଜି ଏପରି କିଛି ମନ୍ତବ୍ୟ ରଖି କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନ ଜୟପୁରରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଏହା  କହିଛନ୍ତି ମୋଦି। ବିଜେପି ସରକାରଙ୍କ ଅମଳରେ ରାଜ୍ୟର ବିକାଶ ହୋଇଛି। ବିକାଶର ଧାରାକୁ ବଢ଼ାଇବା ପାଇଁ ସର୍ବଦା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚେଷ୍ଟା କରିବ ବୋଲି କହିଛନ୍ତି […]

RTS1QGDC

RTS1QGDC

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 09:06 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ହେଉଛି ବେଲ୍ ଗାଡ଼ି । ଅର୍ଥାତ କଂଗ୍ରେସର ବହୁ ନେତା ଏବେ  ବେଲରେ ଅଛନ୍ତି। ଆଜି ଏପରି କିଛି ମନ୍ତବ୍ୟ ରଖି କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନ ଜୟପୁରରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଏହା  କହିଛନ୍ତି ମୋଦି। ବିଜେପି ସରକାରଙ୍କ ଅମଳରେ ରାଜ୍ୟର ବିକାଶ ହୋଇଛି। ବିକାଶର ଧାରାକୁ ବଢ଼ାଇବା ପାଇଁ ସର୍ବଦା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚେଷ୍ଟା କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ଆଜି ଜୟପୁରରେ ସହରାଞ୍ଚଳ ବିକାଶ ପାଇଁ ମାରାଥନ୍ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଛି ।

ଏହି ଅବସରରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ପ୍ରକଳ୍ପଳର ଶୁଭ ଦିଆଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ହୋଇଛି । ଏହି ପରିପ୍ରେକ୍ଷୀରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଅନ୍ୟ ପ୍ରମୁଖ ଅତିଥି ଯୋଗ ଦେଇଥିଲେ। ଏହାସହ ମୋଦି ଜୟପୁରରେ ଏକ ରାଲିରେ ଅଂଶ ଗ୍ରହଣ କରିଥିଲେ।

ଆସନ୍ତା କିଛି ମାସ ମଧ୍ୟରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ବସୁନ୍ଧରା ରାଜେଙ୍କ ଅଧ୍ୟକ୍ଷତାରେ ସରକାରଙ୍କକୁ କଂଗ୍ରେସ କଡ଼ା ଟକ୍କର ଦେଇପାରେ। କାରଣ ଗତ ଅଜମେର ଲୋକସଭା ନିର୍ବାଚନରେ ବିଜେପିଠାରୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲା କଂଗ୍ରେସ । ସେହିପରି ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମାତ ଦେଇଛି କଂଗ୍ରେସ । ତେଣୁ ମୋଦିଙ୍କ ଏହି ଗସ୍ତ ବହୁ ଗୁରୁତ୍ୱବହନ କରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story