କୁହୁଡ଼ି ପାଇଁ ପରିବହନ ସେବା ଠପ୍

ନୂଆଦିଲ୍ଲୀ: ଦେଶରେ ଶୀତର ଲହରୀ ସାଙ୍ଗକୁ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି। ଏଥିପାଇଁ ଆଜି ପରିବହନ ସେବା ଏକ ପ୍ରକାର ବାଧା ପ୍ରାପ୍ତ ହୋଇଛି। ମୁଖ୍ୟତଃ କୁହୁଡ଼ି ପାଇଁ ୨୧୧ଟି ଟ୍ରେନ୍ ବିଳମ୍ୱରେ ଚାଲିଛି। ଟ୍ରେନ ଗୁଡ଼ିକ ପାଖାପାଖି ୫ ଘଣ୍ଟା ବିଳମ୍ୱରେ ଚାଲୁଥିବା ଦେଖିବାକୁ ମିଳିଛି। ସେହିପରି ବିମାନ ସେବା ମଧ୍ୟ ବିଳମ୍ୱ ରହିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦର ପକ୍ଷରୁ ମଧ୍ୟ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି ଯେ, ଘରୁ ବାହାରିବା ପୂର୍ବରୁ […]

TRAIN FOG

TRAIN FOG

Subhransu Sekhar
  • Published: Tuesday, 31 December 2019
  • Updated: 31 December 2019, 11:22 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଶୀତର ଲହରୀ ସାଙ୍ଗକୁ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି। ଏଥିପାଇଁ ଆଜି ପରିବହନ ସେବା ଏକ ପ୍ରକାର ବାଧା ପ୍ରାପ୍ତ ହୋଇଛି। ମୁଖ୍ୟତଃ କୁହୁଡ଼ି ପାଇଁ ୨୧୧ଟି ଟ୍ରେନ୍ ବିଳମ୍ୱରେ ଚାଲିଛି। ଟ୍ରେନ ଗୁଡ଼ିକ ପାଖାପାଖି ୫ ଘଣ୍ଟା ବିଳମ୍ୱରେ ଚାଲୁଥିବା ଦେଖିବାକୁ ମିଳିଛି। ସେହିପରି ବିମାନ ସେବା ମଧ୍ୟ ବିଳମ୍ୱ ରହିଛି।

ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦର ପକ୍ଷରୁ ମଧ୍ୟ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି ଯେ, ଘରୁ ବାହାରିବା ପୂର୍ବରୁ ନିଜ ବିମାନର ସମୟ ବାବଦରେ ସଂପୃକ୍ତ ବିମାନର ହେଲ୍ପ ଲାଇନ୍ ନମ୍ୱରକୁ ଫୋନ୍ କରି ଯୋଗାଯୋଗ କରି ନିଅନ୍ତୁ।

https://twitter.com/ANI/status/1211855426934824961

ତେବେ ଦୀର୍ଘ ୨୨ ବର୍ଷ ପରେ ଡିସେମ୍ୱରରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି। ଦିଲ୍ଲୀରେ ତାପମାତ୍ରା ଏବେ ଶିମଲା ଏବଂ ମସୁରୀଠୁ ମଧ୍ୟ କମ୍ ରହିଛି। ଚଳିତଥର ଦିଲ୍ଲୀରେ ପ୍ରତିଦିନ ତାପମାତ୍ରା ନୂଆ ନୂଆ ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳିଛି।

ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଦୀର୍ଘ ୧୧୯ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଦିଲ୍ଲୀରେ ସେମବାର ଦିନ ବେଳା ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୯୦୧ ପରେ ଡିସେମ୍ବର ମାସରେ ଦିଲ୍ଲୀରେ କେବେ ହେଲେ ଦିନର ତାପମାତ୍ରା ଏତେ ତଳକୁ ଖସି ନଥିଲା।

ଏଠାରେ ସର୍ବୋଚ୍ଚ ତାପମାତ୍ରା ୯.୪ ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଦିନ ୨.୩୦ରେ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “୧୧୯ ବର୍ଷ ମଧ୍ୟରେ କେବେ ହେଲେ ଦିଲ୍ଲୀରେ ଏଭଳି ଶୀତ ଅନୁଭୂତ ହୋଇ ନଥିଲା। ହେଲେ ଆଜି ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story