ଟିଭି ଜରିଆରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିଛି। ୫୪ ଦିନ ହେବ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପ୍ରଭାବିତ ହୋଇଛି। ଆଗକୁ ଆହୁରି ୧୪ ଦିନ ଲକଡାଉନ୍ ରହିଛି। ଏସବୁକୁ ବିଚାର କରି କେନ୍ଦ୍ର ସରକାର ଟିଭି ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ ଆସିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଅଭିଯାନରେ ଅନ୍ତର୍ଭୁକ୍ତ। କେନ୍ଦ୍ର ମାନବ ସମ୍ୱଳ ବିକାଶ […]

Watching

Watching

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 08:07 PM IST

Sports

Latest News

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିଛି। ୫୪ ଦିନ ହେବ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପ୍ରଭାବିତ ହୋଇଛି। ଆଗକୁ ଆହୁରି ୧୪ ଦିନ ଲକଡାଉନ୍ ରହିଛି। ଏସବୁକୁ ବିଚାର କରି କେନ୍ଦ୍ର ସରକାର ଟିଭି ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ ଆସିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଅଭିଯାନରେ ଅନ୍ତର୍ଭୁକ୍ତ।

କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦାବିକୁ ନଜରରେ ରଖି ସରକାର ଟିଭି ଜରିଆରେ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସିବିଏସଇର ପ୍ରଥମେ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ଉପକୃତ ହେବେ।

ଏହାବାଦ ରେଡିଓ ଏବଂ ସିବିଏସଇ ପୋଡକାଷ୍ଟ ‘ଶିକ୍ଷା ବାଣୀ’ ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି। ଏମିତିକି ଦଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ସୁବିଧା କରିଛନ୍ତି। ଏହି ଅନଲାଇନ୍ ଜରିଆରେ ଦେଶର ୩୩ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story