‘ଶପଥ ବେଳେ ମହାପୁରୁଷଙ୍କ ନାଁ ନେଇ ଯଦି ଭୁଲ୍ କରିଛୁ ତା'ହେଲେ ଆଗକୁ ମଧ୍ୟ ଜାରି ରଖିବୁ’

ମୁମ୍ୱାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବିରୋଧୀ ବିଜେପିର ଅଭିଯୋଗର ଜବାବ ନିଜ ଶୈଳୀରେ ଦେଇଛନ୍ତି ଉଦ୍ଧବ ଠାକରେ। ଗୃହରେ ବିରୋଧୀ ବିଜେପିର ନାରାବାଜି ଓ ଭୋଟିଂ ବେଳେ କକ୍ଷ ତ୍ୟାଗକୁ ନେଇ ସେ କହିଛନ୍ତି, ‘ମୁଁ ଖୋଲା ପଡ଼ିଆରେ ରହି ଲଢ଼େଇ କରୁଥିବା ମଣିଷ, ହେଲେ ଏଠି ଆସିବା ପରେ ଯେଉଁ ବ୍ୟବହାର ଦେଖିଲି, ଏଥିରୁ ମୁଁ ହୃଦବୋଧ କରୁଛି ଲୋକଙ୍କ ଗହଣରେ ରହିବା […]

udhav assembly

udhav assembly

Subhransu Sekhar
  • Published: Saturday, 30 November 2019
  • Updated: 30 November 2019, 05:59 PM IST

Sports

Latest News

ମୁମ୍ୱାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବିରୋଧୀ ବିଜେପିର ଅଭିଯୋଗର ଜବାବ ନିଜ ଶୈଳୀରେ ଦେଇଛନ୍ତି ଉଦ୍ଧବ ଠାକରେ। ଗୃହରେ ବିରୋଧୀ ବିଜେପିର ନାରାବାଜି ଓ ଭୋଟିଂ ବେଳେ କକ୍ଷ ତ୍ୟାଗକୁ ନେଇ ସେ କହିଛନ୍ତି, ‘ମୁଁ ଖୋଲା ପଡ଼ିଆରେ ରହି ଲଢ଼େଇ କରୁଥିବା ମଣିଷ, ହେଲେ ଏଠି ଆସିବା ପରେ ଯେଉଁ ବ୍ୟବହାର ଦେଖିଲି, ଏଥିରୁ ମୁଁ ହୃଦବୋଧ କରୁଛି ଲୋକଙ୍କ ଗହଣରେ ରହିବା ଭଲ ଥିଲା। ଗୃହରେ ମୋର ଅଭିଜ୍ଞତା ନୂଆ ’। ଯେଉଁ ବିଧାୟକମାନେ ତାଙ୍କ ସରକାରଙ୍କୁ ଭୋଟିଂ ବେଳେ ସମର୍ଥନ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଉଦ୍ଧବ।

ମନ୍ତ୍ରୀ ମାନେ ଭୁଲ ଉପାୟରେ ଶପଥ ଗ୍ରହଣ କରିଛନ୍ତି ବୋଲି ବିରୋଧୀ ବିଜେପି ଅଭିଯୋଗ ଆଣିଛନ୍ତି , ଏହାର ଜବାବ ଦେବାକୁ ଯାଇ ସେ କହିଛନ୍ତି, ଆମର କୌଣସି ବିରୋଧ ହୋଇନାହିଁ। ଶପଥ ଗ୍ରହଣ ବେଳେ ମହାପୁରୁଷଙ୍କ ନାମ ନେବା ଯଦି ଭୁଲ୍ ତାହାଲେ ବାରମ୍ୱାର ଏଭଳି ଭୁଲ କରିବାକୁ ପଛାଇବୁ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମନ୍ତ୍ରୀମାନେ ଶପଥ ନେବା ବେଳେ ସୋନିଆ ଗାନ୍ଧି, ବାଲା ସାହେବ ଠାକରେଙ୍କ ନାମ ନେଇ ଶପଥ ନେଇଥିଲେ। ଏହା ଭୁଲ ପ୍ରକ୍ରିୟା ବୋଲି ବିଜେପି କହିଛି। ଆଗାମୀ ଦିନରେ ବିଜେପି ଏ ନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବ ବୋଲି ସେ କହିଛନ୍ତି।

ବିଜେପି ବିରୋଧରେ ପ୍ରତିକ୍ରିୟା ରଖିବାକୁ ଯାଇ ଉଦ୍ଧବ ଆହୁରି କହିଛନ୍ତି, ‘ବିଚାରଧାରା ସମସ୍ତଙ୍କର ଭିନ୍ନ ରହିଛି। ହେଲେ ବିରୋଧୀ ଯେଉଁ ଉପାୟରେ ବିରୋଧ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ। ଏହା ମହାରାଷ୍ଚ୍ରର ସଂସ୍କୃତି ନୁହେଁ। କ୍ରାନ୍ତିକାରୀ, ସମାଜ ସୁଧାରକ ଏବଂ ସାଧୁଙ୍କର ରାଜ୍ୟ ମହାରାଷ୍ଚ୍ର’। ଯେଉଁମାନଙ୍କର ନାମ ନେଇ ସରକାରର କାର୍ଯ୍ୟଭାର ସମ୍ଭାଳିଛୁ, ସେମାନଙ୍କ ନାମ ନେଇଥିବାରୁ ଆମେ ଗର୍ବିତ, ଆମେ ଆଗାମୀ ଦିନରେ ଏଭଳି କାମ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story