ରାତି ପାହିଲେ ନାଗରିକ ସଂଶୋଧନ ବିଲକୁ ମିଳିବ କ୍ୟାବିନେଟ ମଞ୍ଜୁରୀ!

ନୂଆଦିଲ୍ଲୀ: ଆସାମ ପରେ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରି ସାରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୧୩ରେ ଶେଷ ହେଉଛି। ଏହାରି ଭିତରେ ନାଗରିକ ସଂଶୋଧନ ବିଧେୟକକୁ କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରିବାକୁ ଯୋଜନା ରଖିଥିବା ସୂଚନା ରହିଛି। ତେଣୁ ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଏହି ବିଲକୁ କ୍ୟାବିନେଟ ଅନୁମୋଦନ ମିଳିବ ବୋଲି […]

cabinet meet

cabinet meet

Subhransu Sekhar
  • Published: Monday, 02 December 2019
  • Updated: 04 December 2019, 12:05 PM IST

Sports

Latest News

ନୂଆଦିଲ୍ଲୀ: ଆସାମ ପରେ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରି ସାରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୧୩ରେ ଶେଷ ହେଉଛି। ଏହାରି ଭିତରେ ନାଗରିକ ସଂଶୋଧନ ବିଧେୟକକୁ କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରିବାକୁ ଯୋଜନା ରଖିଥିବା ସୂଚନା ରହିଛି। ତେଣୁ ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଏହି ବିଲକୁ କ୍ୟାବିନେଟ ଅନୁମୋଦନ ମିଳିବ ବୋଲି ସୂଚନା ରହିଛି। ଏହି ବିଧେୟକକୁ ଗୁରୁବାର ଲୋକସଭାରେ ଆଗତ କରିପାରନ୍ତି ସରକାର। ସେହିପରି ପରବର୍ତ୍ତୀ ସମୟରେ ଏହି ବିଲକୁ ରାଜ୍ୟସଭାରେ ଆଗତ କରିବା ପାଇଁ ସରକାର ଚିନ୍ତା କରିଥିବା ସୂଚନା ମିଳିଛି। ତେବେ ନାଗରିକ ସଂଶୋଧିତ ବିଲକୁ ପାରିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ।

ସୂଚନା ମୁତାବିକ, ଏହି ସଂଶୋଧିତ ବିଧେୟକ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତ୍ୱ ପାଇପାରିବେ। ତେବେ ନାଗରିକତ୍ୱ ମିଳିବା ପୂର୍ବରୁ ଅନେକ ଆବଶ୍ୟକ ଦସ୍ତାବିଜ୍ ଦେବାକୁ ପଡ଼ିବ ବୋଲି ବିଧେୟକରେ ଉଲ୍ଲେଖ ଥିବା ଜଣାପଡ଼ିଛି। ମୋଦି-୧ ସରକାରରେ ମଧ୍ୟ ଏହି ବିଲ୍ ୧୫ ଜୁଲାଇ ୨୦୧୬ରେ ଆଗତ କରାଯାଇଥିଲା। ବିରୋଧ ଯୋଗୁ ରାଜ୍ୟସଭାରେ ଏହା କାଟ୍ ଖାଇଥିଲା।

ଏନଆରସି ୧୯୫୫ ଅଧିନିୟମ ଅନୁଯାୟୀ କୌଣସି ପାସପୋର୍ଟ ଓ ଭିସା ବିନା ଆସି ଭାରତରେ ଅଧିକ ଦିନ ରହିଯାଇଥିଲେ ସେମାନଙ୍କୁ ଅନୁପ୍ରବେଶକାରୀ ବୋଲି ଗଣାଯିବ।

ଲୋକସଭାରେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ବିଧେୟକ ଗୃହୀତ ହେବା ଏକ ପ୍ରକାର ସୁନିଶ୍ଚିତ। ହେଲେ ରାଜ୍ୟସଭାରେ ଏହି ସଂଶୋଧିତ ବିଲକୁ କଡ଼ା ଚ୍ୟାଲେଞ୍ଜ ହେବ। ପୂର୍ବରୁ ମଧ୍ୟ ଏହି ବିଧେୟକକୁ ନେଇ କୋର୍ଟରେ ମାମଲା ଦାୟର ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story