‘ଆତ୍ମଘାତୀ ବିସ୍ଫୋରକ ସ୍କ୍ୱାଡ୍‌କୁ ଟ୍ରେନିଂ ଦେଉଛି ଶାହୀନ୍‌ ବାଗ୍‌’

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଶାହୀନ୍‌ବାଗ୍‌ଠାରେ ଆତ୍ମଘାତୀ ବିସ୍ଫୋରକ ସ୍କ୍ୱାଡ୍‌କୁ ତାଲିମ ଦିଆଯାଉଛି। ସେଠାରେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି। ଗିରିରାଜ ଟ୍ୱିଟର ଜରିଆରେ କହିଛନ୍ତି, “ଶାହୀନ୍‌ବାଗ୍‌ ଆଉ ଏକ ଆନ୍ଦୋଳନ ହୋଇ ରହିନାହିଁ। ଏଠି ଆତ୍ମଘାତୀ ବିସ୍ଫୋରକଙ୍କୁ ତାଲିମ ଦିଆଯାଉଛି। ଏହା ଏକ ଦେଶ ଏବଂ ଦେଶର ରାଜଧାନୀ ବିରୋଧରେ ଷଡ଼ଯନ୍ତ୍ର।” ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆରସି ଆଦି ବିରୋଧରେ ଏଠାରେ ବେଶ […]

Giriraj

Giriraj

Subrat Kumar Nayak
  • Published: Thursday, 06 February 2020
  • Updated: 06 February 2020, 11:40 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଶାହୀନ୍‌ବାଗ୍‌ଠାରେ ଆତ୍ମଘାତୀ ବିସ୍ଫୋରକ ସ୍କ୍ୱାଡ୍‌କୁ ତାଲିମ ଦିଆଯାଉଛି। ସେଠାରେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି।

ଗିରିରାଜ ଟ୍ୱିଟର ଜରିଆରେ କହିଛନ୍ତି, “ଶାହୀନ୍‌ବାଗ୍‌ ଆଉ ଏକ ଆନ୍ଦୋଳନ ହୋଇ ରହିନାହିଁ। ଏଠି ଆତ୍ମଘାତୀ ବିସ୍ଫୋରକଙ୍କୁ ତାଲିମ ଦିଆଯାଉଛି। ଏହା ଏକ ଦେଶ ଏବଂ ଦେଶର ରାଜଧାନୀ ବିରୋଧରେ ଷଡ଼ଯନ୍ତ୍ର।” ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆରସି ଆଦି ବିରୋଧରେ ଏଠାରେ ବେଶ କିଛି ଦିନ ଧରି ଆନ୍ଦୋଳନ ଚାଲୁ ରହିଛି। ଶାହୀନ୍‌ ବାଗ୍‌ର ଆନ୍ଦୋଳନରେ ମୁଖ୍ୟତଃ ମହିଳାମାନେ ଯୋଗ ଦେଇଛନ୍ତି।

ଗିରିରାଜଙ୍କ ପୂର୍ବରୁ ମଧ୍ୟ ବହୁ ବିଜେପି ନେତା ଏବଂ ମନ୍ତ୍ରୀ ଶାହୀନ୍‌ ବାଗ୍‌କୁ ଟାର୍ଗେଟ୍‌ କରିସାରିଛନ୍ତି। ଏପରିକି ଏହାକୁ କିଛି ବ୍ୟକ୍ତି ‘ଆଣ୍ଟି ନ୍ୟାସନାଲ’ ଟ୍ୟାଗ୍‌ ମଧ୍ୟ ଲଗାଇସାରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାମିଆ ଏବଂ ସଲିମପୁରକୁ ସମାଲୋଚନା କରିବାବେଳେ ଶାହୀନ ବାଗ୍‌ର ନାଁ ନେଇସାରିଛନ୍ତି। ସେ କହିଥିଲେ, ଏହା କାକତାଳିକ ନୁହେଁ। ଏହା କେବଳ ଗବେଷଣା ମାତ୍ର। ଏହା ଦେଶର ଭାଇଚାରାକୁ ନଷ୍ଟ କରିବା ପାଇଁ ଏକ ରାଜନୀତିକ ଷଡ଼ଯନ୍ତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story