'ପ୍ରବାସୀଙ୍କୁ ଆଣିବାକୁ ବସ୍ ବଦଳରେ ବାଇକ୍, ଅଟୋ ନମ୍ୱର ଦେଇଛି କଂଗ୍ରେସ'

ଲକ୍ଷ୍ନୌ: କରୋନା ମହାମାରୀ ବେଳେ ପ୍ରବାସୀଙ୍କୁ ଆଣିବା ନେଇ କଂଗ୍ରେସ ଯୋଗୀ ସରକାରଙ୍କୁ କିଛି ବସର ନମ୍ୱର ଦେଇଛି। ସରକାରଙ୍କୁ ଦିଆଯାଇଥିବା ନମ୍ୱରରେ ଅଧିକାଂଶ ବାଇକ୍, ଅଟୋର ନମ୍ୱର ରହିଛି। ଏହାକୁ ନେଇ ଯୋଗୀ ସରକାର ଉତ୍ତର ପ୍ରଦେଶ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ବିପତ୍ତି ବେଳେ ଏଭଳି ଜାଲି କାମ କରିଥିବାରୁ ପ୍ରିୟଙ୍କା କ୍ଷମା ମାଗିବା ଦରକାର ବୋଲି ସରକାରଙ୍କ ମୁଖପାତ୍ର ସିଦ୍ଧାର୍ଥ ନାଥ କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ନାମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, […]

yogi-priyanka-gandhi

yogi-priyanka-gandhi

Subhransu Sekhar
  • Published: Tuesday, 19 May 2020
  • Updated: 19 May 2020, 01:48 PM IST

Sports

Latest News

ଲକ୍ଷ୍ନୌ: କରୋନା ମହାମାରୀ ବେଳେ ପ୍ରବାସୀଙ୍କୁ ଆଣିବା ନେଇ କଂଗ୍ରେସ ଯୋଗୀ ସରକାରଙ୍କୁ କିଛି ବସର ନମ୍ୱର ଦେଇଛି। ସରକାରଙ୍କୁ ଦିଆଯାଇଥିବା ନମ୍ୱରରେ ଅଧିକାଂଶ ବାଇକ୍, ଅଟୋର ନମ୍ୱର ରହିଛି। ଏହାକୁ ନେଇ ଯୋଗୀ ସରକାର ଉତ୍ତର ପ୍ରଦେଶ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ବିପତ୍ତି ବେଳେ ଏଭଳି ଜାଲି କାମ କରିଥିବାରୁ ପ୍ରିୟଙ୍କା କ୍ଷମା ମାଗିବା ଦରକାର ବୋଲି ସରକାରଙ୍କ ମୁଖପାତ୍ର ସିଦ୍ଧାର୍ଥ ନାଥ କହିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ନାମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏଭଳି ହୀନ ରାଜନୀତି ବନ୍ଦ କରିବା ଦରକାର। ଦେଶବାସୀଙ୍କୁ ଏଭଳି ଭୁଲ୍ ପାଇଁ କ୍ଷମା ମାଗିବା ଦରକାର ବୋଲି ଯୋଗୀ ସରକାର କହିଛନ୍ତି।

ପ୍ରବାସୀ ଶ୍ରମିକଙ୍କୁ ଘର ପହଞ୍ଚାଇବା ପାଇଁ ୧୦୦୦ଟି ବସକୁ ଚଳାଇବା ପାଇଁ ଅନୁମତି ମାଗିଥିଲେ ପ୍ରୟିଙ୍କା ଗାନ୍ଧୀ। ଏହି ବସ ଭଡ଼ା କଂଗ୍ରେସ ଦେବ। ସମସ୍ତ ବସ ପ୍ରସ୍ତୁତ ଅଛି ବୋଲି ପ୍ରିୟଙ୍କା କହିଥିଲେ। ଅନୁମତି ଦେବାରେ ସରକାର ରାଜନୀତି କରୁଛନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ ଆଣିଥିଲେ।

ଏହାପରେ ସୋମବାର ଯୋଗୀ ସରକାର ବସ ଚଳାଇବାକୁ ଅନୁମତି ଦେବା ସହିତ ସମସ୍ତ ବସର ଫିଟନେସ ଏବଂ ନମ୍ୱର ମାଗିଥିଲେ। ଏଯାବତ ୧୦୦୦ ବସରେ ଅନୁମତି କଂଗ୍ରେସ ଦେଇ ନାହିଁ କି ବସ ଷ୍ଟାଣ୍ଡରେ ପ୍ରାଥମିକ ଭାବରେ ୫୦୦ ଛିଡ଼ା କରିବାରେ ସକ୍ଷମ ହୋଇନି କଂଗ୍ରେସ। ଅଧିକ ସମୟର ଆବଶ୍ୟକତା ରହିଛି ବୋଲି ପ୍ରିୟଙ୍କାଙ୍କ ସଚିବ ସନ୍ଦୀପ ସିଂହ ଚିଠି ଲେଖି ଶାସନ ସଚିବ ଅବୀନାଶ ଅଓ୍ୱସ୍ଥିଙ୍କୁ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story