ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଲା

ଓ୍ୱାଶିଂଟନ: ଶନିବାର ସକାଳ ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ଆମେରିକାର ଜନ ହାପିକନ ବିଶ୍ୱବିଦ୍ୟାଳୟ ଏହି ସୂଚନା ଦେଇଛି। ଏଯାବତ କରୋନାରେ ୭୦୧,୬୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୭,୦୫୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହି ଭାଇରସ ବିଶ୍ୱର ୨୧୦ଟି ଦେଶକୁ ବ୍ୟାପିଛି। ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ରହିଛି। ଆମେରିକାର ନ୍ୟୁୟର୍କ ଏହି ଭାଇରସରେ ସର୍ବାଧିକ ପ୍ରବାଭିତ ହୋଇଛି। ଏଯାବତ ୨୩୦,୫୭୯ ଜଣ କରୋନାରେ ଆକ୍ରାନ୍ତ […]

USA CORONA

USA CORONA

Subhransu Sekhar
  • Published: Saturday, 18 April 2020
  • Updated: 18 April 2020, 10:16 AM IST

Sports

Latest News

ଓ୍ୱାଶିଂଟନ: ଶନିବାର ସକାଳ ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ଆମେରିକାର ଜନ ହାପିକନ ବିଶ୍ୱବିଦ୍ୟାଳୟ ଏହି ସୂଚନା ଦେଇଛି। ଏଯାବତ କରୋନାରେ ୭୦୧,୬୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୭,୦୫୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଏହି ଭାଇରସ ବିଶ୍ୱର ୨୧୦ଟି ଦେଶକୁ ବ୍ୟାପିଛି। ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ରହିଛି। ଆମେରିକାର ନ୍ୟୁୟର୍କ ଏହି ଭାଇରସରେ ସର୍ବାଧିକ ପ୍ରବାଭିତ ହୋଇଛି। ଏଯାବତ ୨୩୦,୫୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୧୩୧ ଜଣଙ୍କର ମୃତ୍ୟୁ ଘଟିଛି।

କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଛି। ୨୨ ହଜାରରୁ ଅଧିକ ଲୋକଙ୍କର ଏଠାରେ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୬୮ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସେହିଭଳି ସ୍ପେନରେ ୧ ଲକ୍ଷ ୮୪ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା।

କରୋନା ଭାଇରସରେ ସାରା ବିଶ୍ୱରେ ୧ ଲକ୍ଷ ୫୪ ହଜାର ୨୬୬ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୨୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story