ଗୋଟିଏ ଦିନରେ ଆମେରିକାରେ ୧,୫୧୪ ଜଣଙ୍କର କରୋନାରେ ମୃତ୍ୟୁ

ନ୍ୟୁୟର୍କ: ଆମେରିକାରେ ବେକାବୁ ହୋଇଛି କରୋନା ଭାଇରସ। ଗତ ୨୪ ଘଣ୍ଟାରେ ଆମେରିକାରେ ୧,୫୨୮ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଜନ ହୋପିକନ ବିଶ୍ୱବିଦ୍ୟାଳୟ ଏହି ରିପୋର୍ଟ ଦେଇଛି। ତେବେ ଶନିବାର ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨୦ ଥିଲା। ଆମେରିକାରେ ମୋଟ୍ ୫୬୦,୪୩୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୋଟ୍ ୨୨,୧୧୫ ଜଣଙ୍କର ମୃତ୍ୟୁ ଘଟିଛି। ୩୨,୬୩୪ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ୫୦୫,୬୮୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଏଥିମଧ୍ୟରୁ ୧୧, ୭୬୬ ଜଣ ଗୁରୁତର ରହିଛନ୍ତି। […]

USA CORONA

USA CORONA

Subhransu Sekhar
  • Published: Monday, 13 April 2020
  • Updated: 13 April 2020, 07:55 AM IST

Sports

Latest News

ନ୍ୟୁୟର୍କ: ଆମେରିକାରେ ବେକାବୁ ହୋଇଛି କରୋନା ଭାଇରସ। ଗତ ୨୪ ଘଣ୍ଟାରେ ଆମେରିକାରେ ୧,୫୨୮ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଜନ ହୋପିକନ ବିଶ୍ୱବିଦ୍ୟାଳୟ ଏହି ରିପୋର୍ଟ ଦେଇଛି। ତେବେ ଶନିବାର ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨୦ ଥିଲା।

ଆମେରିକାରେ ମୋଟ୍ ୫୬୦,୪୩୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୋଟ୍ ୨୨,୧୧୫ ଜଣଙ୍କର ମୃତ୍ୟୁ ଘଟିଛି। ୩୨,୬୩୪ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ୫୦୫,୬୮୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଏଥିମଧ୍ୟରୁ ୧୧, ୭୬୬ ଜଣ ଗୁରୁତର ରହିଛନ୍ତି।

ସାରା ବିଶ୍ୱରେ ୨୧୦ଟି ଦେଶକୁ ଏହି ମହାମାରୀ ବ୍ୟାପିଛି। ଏଯାବତ ୧,୮୫୩,୧୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧୪,୨୪୭ ଜଣଙ୍କର ମୃତ୍ୟୁ ଘଟିଛି। ୪୨୩,୫୫୪ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୧,୩୧୫,୩୫୪ ଜଣ ଚିକିତ୍ସାଧୀନ ରହିଛନ୍ତି।

ଆମେରିକା ପରେ ସ୍ପେନରେ ସର୍ବାଧିକ ମୃତ୍ୟୁ ବରଣ କରିଛନ୍ତି। ଏଯାବତ ୧୭,୨୦୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୧୬୬,୮୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ୮୭,୨୩୧ ଜଣ ଚିକିତ୍ସାଧୀନ ଥିବାବେଲେ ୭,୩୭୧ ଜଣ ଗୁରୁତର ରହିଛନ୍ତି। ସେହିପରି ୬୨,୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତୃତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟାରେ ଇଟାଲୀ ରହିଛି। ଏଯାବତ ୧୯,୮୯୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୬,୩୬୩ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୦୨,୨୫୩ ଜଣ ଚିକିତ୍ସାଧୀନ ଥିବାବେଳେ ୩,୩୪୩ ଗୁରୁତର ରହିଛନ୍ତି। ୩୪,୨୧୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story