ବିଜେପି ବିଧାୟକଙ୍କ ବିବାଦୀୟ ବୟାନ: କହିଲେ, ଭଗବାନ ରାମ ଆସିଲେ ବି ବଳାତ୍କାରକୁ ରୋକି ପାରିବେ ନାହିଁ

ନୂଆଦିଲ୍ଲୀ: ନିଜର ବେପରୁଆ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତରପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ଯାହାକୁ ନେଇ ସେ ବିବାଦ ଘେରରେ ଛନ୍ଦି ହୋଇ ପଡ଼ିଛନ୍ତି। ସମାଜରେ ବଢ଼ୁଥିବା ବଳାତ୍କାର ଘଟଣାକୁ ନେଇ ସେ କହିଛନ୍ତି ଯେ, ଭଗବାନ ରାମ ଆସିଲେ ମଧ୍ୟ ବଳାତ୍କାର ଜନିତ ଘଟଣାକୁ ନିୟନ୍ତ୍ରଣ କରି ପାରିବେ ନାହିଁ। ଏହା ସମାଜର ଏକ ସ୍ୱାଭାବିକ ପ୍ରଦୂଷଣ,ଯେଉଁଥିରୁ କେହି ବି ବଞ୍ଚି ପାରିବେ ନାହିଁ। […]

bjp-1

bjp-1

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 04:14 PM IST

Sports

Latest News

ନୂଆଦିଲ୍ଲୀ: ନିଜର ବେପରୁଆ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତରପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ଯାହାକୁ ନେଇ ସେ ବିବାଦ ଘେରରେ ଛନ୍ଦି ହୋଇ ପଡ଼ିଛନ୍ତି।

ସମାଜରେ ବଢ଼ୁଥିବା ବଳାତ୍କାର ଘଟଣାକୁ ନେଇ ସେ କହିଛନ୍ତି ଯେ, ଭଗବାନ ରାମ ଆସିଲେ ମଧ୍ୟ ବଳାତ୍କାର ଜନିତ ଘଟଣାକୁ ନିୟନ୍ତ୍ରଣ କରି ପାରିବେ ନାହିଁ। ଏହା ସମାଜର ଏକ ସ୍ୱାଭାବିକ ପ୍ରଦୂଷଣ,ଯେଉଁଥିରୁ କେହି ବି ବଞ୍ଚି ପାରିବେ ନାହିଁ।

ସେ ଆହୁରି କହିଛନ୍ତି,“ସମସ୍ତଙ୍କୁ ନିଜ ପରିବାରର ଲୋକ ବୋଲି ଭାବିବା ଓ ସମସ୍ତ ମହିଳାଙ୍କୁ ନିଜର ଭଉଣୀ ମାନିବା ହେଉଛି ସମାଜର ଧର୍ମ। ସଂସ୍କାର ଦ୍ୱାରା ହିଁ ଏ ସବୁ ନିୟନ୍ତ୍ରଣ ହୋଇପାରିବ।”

ପୂର୍ବରୁ ମଧ୍ୟ ଅନେକ ଥର ବିବାଦୀୟ ମତ ଦେଇ ଚର୍ଚ୍ଚାକୁ ଆସିଥିଲେ ସୁରେନ୍ଦ୍ର ସିଂହ। ସେ କହିଥିଲେ, “ସରକାରୀ କର୍ମଚାରୀଙ୍କଠାରୁ ଦେହଜୀବୀମାନେ ଚରିତ୍ରରେ ଭଲ। ସେମାନେ ଟଙ୍କା ନେଇ କାମ କରିଥାନ୍ତି ଏବଂ ଷ୍ଟେଜ୍‌ ଉପରେ ନାଚିଥାନ୍ତି। ମାତ୍ର ଉଚ୍ଚ ଅଧିକାରୀମାନେ ଟଙ୍କା ନେଇ ମଧ୍ୟ କାମ କରିବେ କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ।”

ସେହିପରି ଆଉ ଏକ ପ୍ରତିକ୍ରିୟାରେ ସୁରେନ୍ଦ୍ର କହିଥିଲେ ଯେ, ଆଗାମୀ ଲୋକସଭା ନିର୍ବାଚନରେ ସଂସ୍କୃତିର ଲଢ଼େଇ ହେବ ଏବଂ ଧର୍ମଯୁଦ୍ଧ ହେବ। ଏଥିରେ  ମହାଭାରତ ପରି ପୁଣି କୌରବ ଓ ପାଣ୍ଡବ ମଧ୍ୟରେ ସଂସ୍କୃତିକୁ ନେଇ ଲଢ଼େଇ ହେବ। ପାଣ୍ଡବଙ୍କ ଦଳରେ ଅର୍ଜୁନଙ୍କ ଭୂମିକାରେ ନରେନ୍ଦ୍ର ମୋଦି ରହିବେ ଏବଂ ଅନ୍ୟ ପଟେ କୌରବଙ୍କ ଦଳରେ ଧୃତରାଷ୍ଟ୍ର ଭୂମିକାରେ ରହିବେ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ୍‌ ସିଂହ ଯାଦବ ଏବଂ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ତେବେ ଏହି ପ୍ରଜାତାନ୍ତ୍ରିକ ଲଢ଼େଇରେ ମୋଦି ହିଁ ବିଜୟୀ ହେବେ ବୋଲି ସେ ଦୃଢ଼ତାର ସହ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story