ବ୍ୟାପମ୍ ଦୁର୍ନୀତି: ମୃତ ସାମ୍ବାଦିକଙ୍କ ପରିବାରକୁ ଭେଟିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଓ ଅନୁସନ୍ଧାନମୂଳକ ରିପୋର୍ଟ ଛାପୁଥିବା ସାମ୍ବାଦିକ ଅକ୍ଷୟ ସିଂହଙ୍କ ସନ୍ଦେହଜନକ ମୃତ୍ୟୁର ୫ ଦିନ ପରେ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏଠାରେ ଭେଟିଥିଲେ ତାଙ୍କ ପରିବାର ଲୋକଙ୍କୁ। ମୁଖ୍ୟମନ୍ତ୍ରୀ ଚୌହାନ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ ଓ ଏହାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତା’ସହିତ ମୃତ ସାମ୍ବାଦିକଙ୍କ ପରିବାରରୁ ଜଣଙ୍କୁ ଚାକିରି ମଧ୍ୟ ଦିଆଯିବ ବୋଲି […]

shivaraj

shivaraj

Rakesh Mallick
  • Published: Thursday, 09 July 2015
  • Updated: 09 July 2015, 05:34 AM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଓ ଅନୁସନ୍ଧାନମୂଳକ ରିପୋର୍ଟ ଛାପୁଥିବା ସାମ୍ବାଦିକ ଅକ୍ଷୟ ସିଂହଙ୍କ ସନ୍ଦେହଜନକ ମୃତ୍ୟୁର ୫ ଦିନ ପରେ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏଠାରେ ଭେଟିଥିଲେ ତାଙ୍କ ପରିବାର ଲୋକଙ୍କୁ। ମୁଖ୍ୟମନ୍ତ୍ରୀ ଚୌହାନ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ ଓ ଏହାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତା’ସହିତ ମୃତ ସାମ୍ବାଦିକଙ୍କ ପରିବାରରୁ ଜଣଙ୍କୁ ଚାକିରି ମଧ୍ୟ ଦିଆଯିବ ବୋଲି ସେ କହିଥିଲେ।

ମୃତ ସାମ୍ବାଦିକ ଅକ୍ଷୟ ସିଂହଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଚୌହାନ କହିଥିଲେ ଯେ ଏହି ମାମଲା (ଅକ୍ଷୟଙ୍କ ମୃତ୍ୟୁ ଓ ବ୍ୟାପମ୍ ଦୁର୍ନୀତି)ର ସତ କଥାକୁ ଲୋକଲୋଚନାକୁ ଆଣିବା ତାଙ୍କ ଜୀବନର ମୂଖ୍ୟ ଲକ୍ଷ୍ୟ ହୋଇଯାଇଛି।

ସେ ଆହୁରି ମଧ୍ୟ କହିଥିଲେ, ‘ ଅକ୍ଷୟଙ୍କ ପରିବାରର ଜଣଙ୍କୁ ଚାକିରି ଦିଆଯିବ। ତାଙ୍କ ମା’ ଓ ଭଉଣୀଙ୍କ ମଧ୍ୟରୁ କିଏ ଚାକିରି କରିବେ ଓ କେଉଁ ପ୍ରକାର ଚାକିରି କରିବେ ତାହା ସେମାନଙ୍କ ଉପରେ ଛାଡ଼ି ଦିଆଯାଇଛି। ମୁଁ ଭାବୁଛି ସେମାନେ ଦିଲ୍ଲୀରେ ରହିବା ଉଚିତ୍। ଏଠାରେ ଆମର ମଧ୍ୟ ପ୍ରଦେଶ ଭବନରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚାକିରି ଦିଆଯାଇପାରିବ। ସେମାନଙ୍କର କଷ୍ଟ କମ୍ କରିବା ପାଇଁ ଯାହା ସମ୍ଭବ ମୁଁ କରିବି।’

ପ୍ରାୟ ଅଧା ଘଣ୍ଟା ଧରି ଅକ୍ଷୟଙ୍କ ମା’ ଓ ଭଉଣୀ ସହିତ କଥାବାର୍ତ୍ତା ହୋଇଥିବା ଚୌହାନ କହିଥିଲେ ଯେ ସେ ସେମାନଙ୍କ(ଅକ୍ଷୟଙ୍କ ମା’ ଓ ଭଉଣୀଙ୍କ) ର ପୁଅ ଓ ଭାଇ ଭଳି। ସେ ସବୁବେଳେ ଏହି ପରିବାର ସହିତ ରହିବେ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅକ୍ଷୟ ସିଂହଙ୍କର ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା। ସେ ଝାବୁଅର ଜଣେ ଏମବିବିଏସ ଛାତ୍ର ନମ୍ରତା ଦାମୋରଙ୍କ ମୃତ୍ୟୁ ନେଇ ଅନୁସନ୍ଧାନ ଚଳାଇଥିଲେ। ବ୍ୟାପମ୍ ଦୁର୍ନୀତି ମାମଲରେ ନମ୍ରତାଙ୍କ ନାମ ଆସିବା ପରେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର ରହସ୍ୟ ଖୋଜୁଥିଲେ ଅକ୍ଷୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story