ଚାପ ସତ୍ତ୍ୱେ ୩୭୦ ଏବଂ ସିଏଏ ନେଇ ଆମେ ଅଟଳ ରହିବୁ: ମୋଦି

ବାରଣାସୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ ଆଡ଼ୁ ଚାପ ସତ୍ତ୍ୱେ ସିଏଏ ଏବଂ ଧାରା ୩୭୦କୁ ନେଇ କେନ୍ଦ୍ର ସରକାର ଅଟଳ ରହିଛନ୍ତି ଏବଂ ଆଗକୁ ଅଟଳ ରହିବେ। ଏହା ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନିଆଯାଇଥିବା ପଦକ୍ଷେପ ବୋଲି ସେ କହିଛନ୍ତି। ତାଙ୍କ ସଂସଦୀୟ କ୍ଷେତ୍ରରେ ଏକ ଜନସଭାରେ ଯୋଗଦେଇ ସେ କହିଛନ୍ତି, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେଉ କିମ୍ବା ନାଗରିକତା ସଂଶୋଧନ ଆଇନ, ଦେଶ ବର୍ଷ ବର୍ଷ ଧରି ଏହି ନିଷ୍ପତ୍ତିକୁ […]

modi

modi

Subrat Kumar Nayak
  • Published: Sunday, 16 February 2020
  • Updated: 16 February 2020, 05:10 PM IST

Sports

Latest News

ବାରଣାସୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ ଆଡ଼ୁ ଚାପ ସତ୍ତ୍ୱେ ସିଏଏ ଏବଂ ଧାରା ୩୭୦କୁ ନେଇ କେନ୍ଦ୍ର ସରକାର ଅଟଳ ରହିଛନ୍ତି ଏବଂ ଆଗକୁ ଅଟଳ ରହିବେ। ଏହା ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନିଆଯାଇଥିବା ପଦକ୍ଷେପ ବୋଲି ସେ କହିଛନ୍ତି।

ତାଙ୍କ ସଂସଦୀୟ କ୍ଷେତ୍ରରେ ଏକ ଜନସଭାରେ ଯୋଗଦେଇ ସେ କହିଛନ୍ତି, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେଉ କିମ୍ବା ନାଗରିକତା ସଂଶୋଧନ ଆଇନ, ଦେଶ ବର୍ଷ ବର୍ଷ ଧରି ଏହି ନିଷ୍ପତ୍ତିକୁ ଅପେକ୍ଷା କରିଥିଲା।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦେଉଥିବା ଏବଂ କିଛି ବିଶେଷ ଫାଇଦା ଦେଉଥିବା ଧାରା ୩୭୦ ଉଚ୍ଛେଦ କରାଯାଇଛି। ଏହାପରେ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଧର୍ମ କାରଣରୁ ନିର୍ଯାତିତ ସଂଖ୍ୟାଘୁଙ୍କୁ ନାଗରିକତା ଦେବାପାଇଁ ସିଏଏ ଅଣାଯାଇଥିଲା।

ଦେଶରେ ସିଏଏକୁ ନେଇ ବିକ୍ଷୋଭ ଏବେ ମଧ୍ୟ ବନ୍ଦ ହୋଇନଥିବାବେଳେ ପ୍ରଧାନମନ୍ତ୍ରୀ ଆଜି ସ୍ପଷ୍ଟ କରିଦେଇଛନ୍ତି, ଏହି ପଦକ୍ଷେପରୁ ସରକାର ପଛକୁ ହଟିବାର ନାହିଁ। ସରକାରଙ୍କ ପ୍ରମୁଖ ନିଷ୍ପତ୍ତି ବାବଦରେ ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାମ ମନ୍ଦିର ନିର୍ମାଣ ପାଇଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟ ଗଠନ କରାଯାଇଛି। ଏହି ‘ରାମ ଧାମ’ର କାମ ଖୁବ ଶୀଘ୍ର ଆରମ୍ଭ ହୋଇଯିବ।

ମୋଦି ଏହି ଗସ୍ତରେ ସର୍ବମୋଟ ୧୨୫୪ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ ବା ଶିଳାନ୍ୟାସ କରିଛନ୍ତି। ସେ ଭିଡିଓ ଲିଙ୍କ ଜରିଆରେ ‘ମହାକାଲ ଏକ୍ସପ୍ରେସ’ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ବାରଣାସୀର ଜ୍ୟୋତିର୍ଲିଙ୍ଗ ତୀର୍ଥ କ୍ଷେତ୍ର. ଉଜ୍ଜୈନ ଏବଂ ମଧ୍ୟପ୍ରଦାଶର ଓଁକାରେଶ୍ୱରକୁ ଯୋଡ଼ିବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଆରଏସ୍‌ଏସ୍‌ ବିଚାର ଅନୁଗାମୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଏକ ୬୩ ଫୁଟ ଉଚ୍ଚର ମୂର୍ତ୍ତି ଅନାବରଣ କରିଥିଲେ।

ସେ ଏହି ଅସବରରେ କହିଥିଲେ, ଆମେ ପଣ୍ଡିତ ଦୀନଦୟାଉ ଉପାଧ୍ୟାୟଙ୍କ ଆତ୍ମା ଆମକୁ ପ୍ରେରଣା ଦେଇଥାଏ। ଆମେ ଦଳିତ, ନିଷ୍ପେସିତ ଏବଂ ପଛୁଆ ବର୍ଗଙ୍କ ଉତ୍ଥାନ ଦିଗରେ କାମ କରୁଛୁ। ଏହା ହିଁ ଦୀନଦୟାଲଙ୍କ ଅନ୍ତ୍ୟୋଦୟ, ଯେଉଁଥିରେ ଧାଡ଼ିର ଶେଷରେ ଥିବା ଲୋକ ପାଖରେ ମଧ୍ୟ ସମସ୍ତ ସୁବିଧା ପହଞ୍ଚିପାରୁଛି। ଗତ କିଛି ବର୍ଷରେ ବାରଣାସୀ ସଂସଦୀୟ କ୍ଷେତ୍ରରେ ୨୫ ହଜାର ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ସମ୍ପନ୍ନ ହୋଇଛି ବା କାମ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story