ମୋଦିଙ୍କ ପରି ଚାଇନା ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା!

ଓ୍ୱାଶିଂଟନ: କରୋନା କାଳ ବେଳେ ଉଇଘୁର ମୁସଲମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ନେଇ ଚୀନ ବିରୋଧରେ ଆମେରିକା କଡ଼ା ପଦକ୍ଷେପ ନେବାକୁ ଯାଉଛି। ୧୫ ତାରିଖରେ ଆମେରିକା କଂଗ୍ରେସ (ପାର୍ଲାମେଣ୍ଟ)ର ସିନେଟ୍ ଉଇଘୁର ହ୍ୟୁମାନ୍ ରାଇଟସ ବିଲ୍ (ମାନବାଧିକାର ଆଇନ୍ ଉଲ୍ଲଘଂନ ଓ ଧର୍ମାନ୍ତରୀକରଣ) ଚାଇନା ବିରୋଧରେ ପାସ୍ କରିଛି। ଏବେ ବିଲଟି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟେବୁଲରେ ରହିଛି। କୁହାଯାଉଛି ଚଳିତ ସପ୍ତାହ ନହେଲେ ମାସେ ମଧ୍ୟରେ ଟ୍ରମ୍ପ ହସ୍ତାକ୍ଷର କରି ଚାଇନା ବିରୋଧରେ […]

modi-trump-xi-jinping

modi-trump-xi-jinping

Subhransu Sekhar
  • Published: Monday, 18 May 2020
  • Updated: 18 May 2020, 04:17 PM IST

Sports

Latest News

ଓ୍ୱାଶିଂଟନ: କରୋନା କାଳ ବେଳେ ଉଇଘୁର ମୁସଲମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ନେଇ ଚୀନ ବିରୋଧରେ ଆମେରିକା କଡ଼ା ପଦକ୍ଷେପ ନେବାକୁ ଯାଉଛି। ୧୫ ତାରିଖରେ ଆମେରିକା କଂଗ୍ରେସ (ପାର୍ଲାମେଣ୍ଟ)ର ସିନେଟ୍ ଉଇଘୁର ହ୍ୟୁମାନ୍ ରାଇଟସ ବିଲ୍ (ମାନବାଧିକାର ଆଇନ୍ ଉଲ୍ଲଘଂନ ଓ ଧର୍ମାନ୍ତରୀକରଣ) ଚାଇନା ବିରୋଧରେ ପାସ୍ କରିଛି। ଏବେ ବିଲଟି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟେବୁଲରେ ରହିଛି। କୁହାଯାଉଛି ଚଳିତ ସପ୍ତାହ ନହେଲେ ମାସେ ମଧ୍ୟରେ ଟ୍ରମ୍ପ ହସ୍ତାକ୍ଷର କରି ଚାଇନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।

ଯଦି ଟ୍ରମ୍ପ ଏହି ବିଲ୍ ଦସ୍ତଖତ କରିଦେବେ ତା'ହେଲେ ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିର ଅନେକ ନେତା ଓ ଅଫିସର ଚାଇନା ଆସିବା ଉପରେ କଟକଣା ଲାଗିଯିବ। ଏମିତିକି ଆମେରିକାରେ ଥିବା ଚୀନର ପ୍ରମୁଖ ଅଧିକାରୀ ଓ ନେତା (ଯେଉଁମାନେ ଉଇଘୁର ପ୍ରସଙ୍ଗରେ ଜଡ଼ିତ) ତାଙ୍କ ଘର, ଜମି, ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ସିଲ୍ କରିଦେବ ଆମେରିକା। ଅନ୍ୟପଟେ ଦୀର୍ଘ ୨୫ ବର୍ଷ ହେବ ଆମେରିକା କେବେ ହେଲେ କୌଣସି ପ୍ରମୁଖ ଦେଶ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଯଦି ଟ୍ରମ୍ପ ଏଭଳି ନିଷ୍ପତ୍ତି ନେବେ ତା'ହେଲେ ଦୀର୍ଘ ୨୪ ବର୍ଷ ପରେ ଏହା ପ୍ରଥମ ଘଟଣା ହେବ।

ସୂଚନାଯୋଗ୍ୟ, ୨୦୦୨ରେ ଗୁଜରାଟ ଦଙ୍ଗା ହୋଇଥିଲା। ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାନବାଧିକାର ଆଇନ୍ ଉଲ୍ଲଘଂନ ଓ ସାମ୍ପ୍ରଦାୟକ ଦଙ୍ଗା ଅଭିଯୋଗ ଆଣି ସେତେବେଳେ ଆମେରିକା ମୋଦିଙ୍କ ଆମେରିକା ଗସ୍ତ ଉପରେ କଟକଣା ଲଗାଇଥିଲା। ହେଲେ ମୋଦି ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକା ଏହି କଟକଣାକୁ ହଟାଇ ଦେଇ ପରବର୍ତ୍ତୀ ସମୟରେ ରେଡ୍ କାର୍ପେଟରେ ସ୍ୱାଗତ କରିଥିଲା।

ତେବେ ଏପ୍ରିଲ ୨୮ରେ ୟୁଏସସିଆଇଆରଏଫ (ୟୁନାଇଟେଡ୍ ଷ୍ଟେଟ୍ କମିଶନ ଅନ୍ ଇଣ୍ଟରନେଶନାଲ ରିଲିଜିଅସ ଫ୍ରିଡମ୍) ୨୦୨୦ର ବାର୍ଷିକ ରିପୋର୍ଟ ଘୋଷଣା କରିଥିଲା। ଯେଉଁଥିରେ କେଉଁ ଦେଶରେ କେଉଁଠି ଧର୍ମକୁ ନେଇ ଅତ୍ୟାଚାର ହେଉଛି ସେହି ଦେଶକୁ ୟୁଏସସିଆଇଆରଏଫ ତାଲିକାଭୁକ୍ତ କରିଥିଲା। ଏବେ ୧୪ଟି ଦେଶକୁ ଏହି ସଂଗଠନ ତାଲିକାଭୁକ୍ତ କରିଛି। ଯେଉଁଥିରେ ଭାରତକୁ ଚଳିତଥର ସାମିଲ୍ କରାଯାଇଛି। ଏହି ସଂଗଠନ ଆମେରିକାରେ ରହି ବିଭିନ୍ନ ଦେଶର ହେଉଥିବା ଅତ୍ୟାଚାର, ମାନବାଧିକାର ଆଇନ୍ ଉଲ୍ଲଘଂନ ଉପରେ ନଜର ରଖିଥାଏ।

ମିଆଁମାର, ଚାଇନା, ଏରିଟ୍ରିଆ, ଇରାନ, ଉତ୍ତର କୋରିଆ, ପାକିସ୍ତାନ, ସାଉଦି ଆରବ, ତାଜିକସ୍ତାନ, ତୁର୍କମେନିସ୍ତାନ ସହିତ ଭାରତ, ନାଇଜେରିଆ, ରୁଷିଆ, ସିରିଆ ଏବଂ ଭିଏତନାମା ରହିଛି। ୨୦୦୪ ପରେ ୟୁଏସସିଆଇଆରଏଫ ଭାରତକୁ ଏହି ତାଲିକାରେ ସାମିଲ୍ କରିଛି। ତେବେ ଚାଇନା ଏହି ତାଲିକାରେ ଦୀର୍ଘ ବର୍ଷ ହେବ ରହିଛି ଉଇଘୁର ମୁସଲମାନଙ୍କୁ ନେଇ। ଏହି ସଂଗଠନର ପରାମର୍ଶ କ୍ରମେ ଆମେରିକା ସରକାର ପ୍ରତିବନ୍ଧକ ଲଗାନ୍ତି। ତେବେ କରୋନାକୁ ନେଇ ଚାଇନା ସହିତ ଆମେରିକାର ବିବାଦ ବଢ଼ିଥିବା ବେଳେ ଏହି ସମୟରେ ଆମେରିକା ସିନେଟ୍ ବିଲ୍ ପାସ କରି ପ୍ରତିବନ୍ଧକ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ସିନେଟ୍ ସଦସ୍ୟ ମାର୍କେ ରୁବିଓ ଏହି ବିଲକୁ ସିନେଟରେ ଆଗତ କରିଥିଲେ। ଏହି ସମୟରେ ଗୃହକୁ ଅବଗତ କରାଇଥିଲେ ଯେ ଚାଇନାରେ ଥିବା ୧୦ ଲକ୍ଷ ଉଇଘୁର ମୁସଲମାନ୍ ଯେଉଁମାନେ କି ଚାଇନାର ସଂଖ୍ୟାଲଘୁ ରହିଛନ୍ତି ସେମାନଙ୍କ ବିରୋଧରେ ଅତ୍ୟାଚାର ବଢିଛି। ଚାଇନାର ଜିନଜିଆଙ୍ଗ ଅଞ୍ଚଳରେ ଏମାନଙ୍କୁ ବନ୍ଦୀ କରିଛି ଚାଇନା। ପବିତ୍ର ରମଜାନ ମାସରେ ସେମାନଙ୍କୁ ପର୍ବ ପାଳନ କରିବାକୁ ଚାଇନା ଦେଉନାହିଁ। ଏହାଦ୍ୱାରା ସେମାନେ ନିଜର ଧର୍ମକୁ ସୁଚାରୁରୂପରେ ପାଳନ କରି ଆସୁଛନ୍ତି। ତେଣୁ ଏହି ଆଧାରରେ ଆମେରିକା ରାଷ୍ଟ୍ରପତି ଧର୍ମାନ୍ତରୀକରଣ ଏବଂ ମାନବାଧିକାର ଆଇନ୍ ଉଲ୍ଲଘଂନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

ତେବେ ଚାଇନା ଏହି ଅଭିଯୋଗର ଜବାବରେ କହିଛି ଉଇଘୁର ମୁସଲମାନଙ୍କୁ ଏଠାରେ ପାଠ ପଢ଼ା ହେଉଛି। ଆମେରିକା ଏବେ ଏ ବାବଦରେ ଚିନ୍ତା କରିବା ଅପେକ୍ଷା ନିଜ ଦେଶରେ କରୋନା ସଂକ୍ରମଣ ଓ ମୃତକଙ୍କ ବାବଦରେ ଚିନ୍ତା କରିବା ଦରକାର। ଚୀନ ସରକାରର ଏହି ବାର୍ତ୍ତା ଦେଶର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ମେ' ୧୫ରେ ପ୍ରକାଶ ପାଇଛି।

ତେବେ ପାକିସ୍ତାନକୁ ଚାଇନା ଅନେକ ପ୍ରସଙ୍ଗରେ ସାହାଯ୍ୟ କରୁଛି। ଏବେ ଇସଲାମିକ ଦେଶ ଭାବେ ପାକିସ୍ତାନ ଏ ପ୍ରସଙ୍ଗରେ କେବେ ଚାଇନା ବିରୋଧରେ ମତ ରଖିନାହିଁ। ତେଣୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଉପରେ ଚାପ ପ୍ରୟୋଗ କରି ଆମେରିକା ସହିତ ଏ ବାବଦରେ ଆଲୋଚନା କରିବାକୁ କହୁଥିବା ଜଣାପଡିଛି। କାରଣ ଟ୍ରମ୍ପ ଓ ଇମ୍ରାନଙ୍କ ମଧ୍ୟରେ ସମ୍ଫର୍କ ଭଲ ରହିଛି। ହେଲେ ଆମେରିକାରେ କରୋନା ଜନିତ ମୃତ୍ୟୁ ତିନି ଲକ୍ଷରୁ ଅଧିକ ରହିଥିବାରୁ ଚାଇନା ଉପରେ ଏବେ ଆମେରିକାର କୋପ ନଜର ରହିଛି। ତେଣୁ ଟ୍ରମ୍ପ ଆଗାମୀ ଦିନରେ କଣ ନିଷ୍ପତ୍ତି ନେଉଛନ୍ତି ଏବେ ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story