ଅଫିସ କର୍ମଚାରୀଙ୍କ ପାଇଁ କେନ୍ଦ୍ର ଜାରି କଲା ଗାଇଡ୍ ଲାଇନ୍

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେବା ପରେ ଅଫିସ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡ୍ ଲାଇନ୍ ଜାରି କରିଛି। ଅଫିସରେ କେହି ଛେପ ଥୋକିଲେ କିମ୍ୱା ଗାଇଡ୍ ଲାଇନ୍ ନମାନିଲେ ଜୋରିମାନା ଦେବାକୁ ପଡ଼ିବ। ଅଫିସ କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍ ଅଫିସରେ କର୍ମଚାରୀଙ୍କ ମଧ୍ୟରେ ଦୂରତା ରହିବ। ବସିବା ବେଲେ  କିମ୍ୱା ଅନ୍ୟାନ୍ୟ କାମ କରିବା ବେଳେ ୧ ମିଟର ଦୂରତା ରହିବା ଆବଶ୍ୟକ। ମୁହଁକୁ ମାସ୍କରେ ଘୋଡ଼ାଇବା ଦରକାର। ଛିଙ୍କିବା […]

social distance office

social distance office

Subhransu Sekhar
  • Published: Tuesday, 19 May 2020
  • Updated: 19 May 2020, 03:46 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେବା ପରେ ଅଫିସ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡ୍ ଲାଇନ୍ ଜାରି କରିଛି। ଅଫିସରେ କେହି ଛେପ ଥୋକିଲେ କିମ୍ୱା ଗାଇଡ୍ ଲାଇନ୍ ନମାନିଲେ ଜୋରିମାନା ଦେବାକୁ ପଡ଼ିବ।

ଅଫିସ କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍

  • ଅଫିସରେ କର୍ମଚାରୀଙ୍କ ମଧ୍ୟରେ ଦୂରତା ରହିବ। ବସିବା ବେଲେ  କିମ୍ୱା ଅନ୍ୟାନ୍ୟ କାମ କରିବା ବେଳେ ୧ ମିଟର ଦୂରତା ରହିବା ଆବଶ୍ୟକ।
  • ମୁହଁକୁ ମାସ୍କରେ ଘୋଡ଼ାଇବା ଦରକାର।
  • ଛିଙ୍କିବା କିମ୍ୱା କାଶି ବା ବେଳେ ମୁହଁକୁ ଘୋଡ଼େଇ ରଖିବା ଦରକାର।
  • ସାବୁନ୍ ଏବଂ ସାନିଟାଇଜରରେ ଅଳ୍ପ ସମୟ ବ୍ୟବଧାନରେ ଧୋଇବା ଦରକାର।
  • ଅଫିସରେ କର୍ମଚାରୀ ଅସୁସ୍ଥ ହେଲେ ସ୍ଥାନୀୟ ପ୍ରସାଶନକୁ ଅବଗତ କରାଇବା ଦରକାର।
  • ଅଫିସର ସାର୍ବଜନୀନ ସ୍ଥାନରେ ଛେପ ପକାଇ ପାରିବେ ନାହିଁ।
  • ଯଦି ଅଫିସର କର୍ମଚାରୀ କରୋନାରେ ସଂକ୍ରମିତ ହୁଅନ୍ତି, ତା’ହେଲେ ୪୮ ଘଣ୍ଟା ଭିତରେ ସେ ଯେଉଁ ସ୍ଥାନକୁ ଯାଇଥିବେ ସେହି ସ୍ଥାନକୁ ବିଶୋଧନ କରିବା ଦରକାର। ବିଶୋଧନ ପରେ କାମ ଆରମ୍ଭ କରି ହେବ। ଏଥିପାଇଁ ସମ୍ପୂର୍ଣ କୋଠାକୁ ସିଲ୍ କରିବା ଦରକାର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story