ମିଲିଟାରୀ ହେଲିକପ୍ଟର କ୍ରାଶ, ଚାଲିଗଲା ୧୪ ଜଣଙ୍କ ଜୀବନ

ମେକ୍ସିକୋ ସିଟି: ମେକ୍ସିକୋର ନର୍ଦ୍ଦନ ଅଞ୍ଚଳ ସିନାଲୋଆରେ ବ୍ଲାକ ହକ ମିଲିଟାରୀ ହେଲିକପ୍ଟର କ୍ରାଶ ହୋଇଯାଇଛି। ଏଥିରେ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମେକ୍ସିକୋ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ହେଲିକପ୍ଟରେ କେମିତି କ୍ରାଶ ହେଲା ତା’ର ତଦନ୍ତ କରାଯାଉଛି। ଶୁକ୍ରବାର ସିନାଲୋର ଆଉ ଗୋଟିଏ ପ୍ରାନ୍ତରୁ କୁଖ୍ୟାତ ଡ୍ରଗ୍ସ ଡିଲର ରାଫେଲ କାରୋ କ୍ୱିନଟେରୋକୁ ଗିରଫ କରାଯାଇଥିଲା। ଏହାର କିଛି ସମୟ ପରେ ହିଁ ମିଲିଟାରୀ […]

mexico

mexico

Hemant Lenka
  • Published: Saturday, 16 July 2022
  • Updated: 16 July 2022, 01:48 PM IST

Sports

Latest News

ମେକ୍ସିକୋ ସିଟି: ମେକ୍ସିକୋର ନର୍ଦ୍ଦନ ଅଞ୍ଚଳ ସିନାଲୋଆରେ ବ୍ଲାକ ହକ ମିଲିଟାରୀ ହେଲିକପ୍ଟର କ୍ରାଶ ହୋଇଯାଇଛି। ଏଥିରେ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମେକ୍ସିକୋ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ହେଲିକପ୍ଟରେ କେମିତି କ୍ରାଶ ହେଲା ତା’ର ତଦନ୍ତ କରାଯାଉଛି।

ଶୁକ୍ରବାର ସିନାଲୋର ଆଉ ଗୋଟିଏ ପ୍ରାନ୍ତରୁ କୁଖ୍ୟାତ ଡ୍ରଗ୍ସ ଡିଲର ରାଫେଲ କାରୋ କ୍ୱିନଟେରୋକୁ ଗିରଫ କରାଯାଇଥିଲା। ଏହାର କିଛି ସମୟ ପରେ ହିଁ ମିଲିଟାରୀ ହେଲିକପ୍ଟର କ୍ରାଶ ହୋଇଛି। ତେଣୁ ରାଫେଲର ଗିରଫଦାରୀ ସହ କ୍ରାଶର ଲିଙ୍କ ରହିଥିବା ଆଶଙ୍କା କରାଯାଉଛି। ଶୁକ୍ରବାର ମେକ୍ସିକୋ ନୌସେନା ରାଫେଲକୁ ଗିରଫ କରିଥିଲା। ସେ ୧୯୮୫ ମସିହାରେ ଆମେରିକାର ଜଣେ ଡ୍ରଗ୍ସ ନିରୋଧ ଅଫିସରଙ୍କୁ ନିର୍ଯାତନା ଦେବା ସହ ହତ୍ୟା କରିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତାକୁ ଧରିବା ପାଇଁ ୨ କୋଟି ଡଲାରର ପୁରସ୍କାର ଘୋଷଣା କରାଯାଇଥିଲେ ହେଁ ସେ ଏଯାଏ ଫେରାର ଥିଲା। କିନ୍ତୁ ବେଳେ ଶୁକ୍ରବାର ନୌସେନା ତା’କୁ ସିନାଲୋଆର ଚୋଇକ୍ସ ଠାରୁ ଗିରଫ କରଥିଲା। ଏହାର କିଛି ଘଣ୍ଟା ପରେ ହିଁ ମେକ୍ସିକୋ ନୌସେନାର ହେଲିକପ୍ଟର କ୍ରାଶ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରରେ ମୋଟ ୧୫ ଜଣ ନୌସେନା କର୍ମଚାରୀ ଥିଲେ। ଏମାନେ କୌଣସି କାମରେ ଉଡ଼ାଣ ଭରିଥିଲା ବେଳେ ହଠାତ୍ ହେଲିକପ୍ଟରଟି କ୍ରାଶ ହୋଇ ଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳେକୁ ୧୫ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଏବେ ଏକମାତ୍ର ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏତେ ସଂଖ୍ୟକ କର୍ମଚାରୀଙ୍କ ମୃତ୍ୟୁରେ ନୌସେନା ମର୍ମାହତ ହୋଇଛି। ଏଥିସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story