ଏୟାରପୋର୍ଟରେ ଦୁଇ ବିମାନ ମଧ୍ୟରେ ଧକ୍କା: ଚାଲିଗଲା ୪ ଜଣଙ୍କ ଜୀବନ

ୱାଶିଂଟନ: ଉତ୍ତର ଲସ ବେଗାସ ଏୟାରପୋର୍ଟରେ ବଡ଼ ଅଘଟଣ ଘଟିଛି। ଏୟାରପୋର୍ଟରେ ଦୁଇଟି ଛୋଟ ବିମାନ ମଧ୍ୟରେ ଘଟିଛି ଦୁର୍ଘଟଣା। ବିମାନ ଦୁଇଟି ପରସ୍ପର ସହ ଧକ୍କା ହେବାରୁ ଚାଲି ଯାଇଛି ୪ ଜଣଙ୍କ ଜୀବନ। ରବିବାର ମଧ୍ୟାହ୍ନରେ ଏକକ ଇଞ୍ଜିନ ବିଶିଷ୍ଟ ପିପର ପିଏ-୪୬ ଓ ଏକକ ଇଞ୍ଜିନ ବିଶିଷ୍ଟ ସେସନା ୧୭୨ ମଧ୍ୟରେ ଦୁର୍ଘଟଣା ଘଟିଥିବା ଫେଡରାଲ ବିମାନ ଚଳାଚଳ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପିପର ପିଏ-୪୬ ଏୟାରପୋର୍ଟରେ […]

Flight

Flight

Hemant Lenka
  • Published: Monday, 18 July 2022
  • Updated: 18 July 2022, 10:21 AM IST

ୱାଶିଂଟନ: ଉତ୍ତର ଲସ ବେଗାସ ଏୟାରପୋର୍ଟରେ ବଡ଼ ଅଘଟଣ ଘଟିଛି। ଏୟାରପୋର୍ଟରେ ଦୁଇଟି ଛୋଟ ବିମାନ ମଧ୍ୟରେ ଘଟିଛି ଦୁର୍ଘଟଣା। ବିମାନ ଦୁଇଟି ପରସ୍ପର ସହ ଧକ୍କା ହେବାରୁ ଚାଲି ଯାଇଛି ୪ ଜଣଙ୍କ ଜୀବନ। ରବିବାର ମଧ୍ୟାହ୍ନରେ ଏକକ ଇଞ୍ଜିନ ବିଶିଷ୍ଟ ପିପର ପିଏ-୪୬ ଓ ଏକକ ଇଞ୍ଜିନ ବିଶିଷ୍ଟ ସେସନା ୧୭୨ ମଧ୍ୟରେ ଦୁର୍ଘଟଣା ଘଟିଥିବା ଫେଡରାଲ ବିମାନ ଚଳାଚଳ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପିପର ପିଏ-୪୬ ଏୟାରପୋର୍ଟରେ ଲ୍ୟାଣ୍ଡ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ସେସନା ୧୭୨କୁ ଧକ୍କା ଦେଇଥିଲା। ଫଳରେ ପିପର ପିଏ ୪୬ ବିମାନଟି ରନୱେ ୩୦ ନିକଟରେ ଥିବା ଗୋଟିଏ ଖୋଲା ସ୍ଥାନରେ କ୍ରାଶ ହୋଇଥିଲା। ସେହିପରି ଏୟାରପୋର୍ଟ ନିକଟରେ ଥିବା ଗୋଟିଏ ପୋଖରୀରେ ସେସନା ୧୭୨ ଖସି ପଡ଼ିଥିଲା।

ଦୁର୍ଘଟଣା ବେଳେ ୨ଟି ଯାକ ବିମାନରେ ମୋଟ ୪ ଜଣ ଲୋକ ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ମଧ୍ୟ କାହାକୁ ଜୀବନ୍ତ ଅବସ୍ଥାରେ ଠାବ କରି ପାରି ନଥିଲେ। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ନାଁ, ବୟସ କିମ୍ବା ସେମାନେ କେଉଁ ଦେଶର ନାଗରିକ, ସେକଥା ସାର୍ବଜନୀନ କରାଯାଇନି। ଏହି ଦୁର୍ଘଟଣାର ତଦନ୍ତ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଓ ଫେଡରାଲ ବିମାନ ଚଳାଚଳ ପ୍ରଶାସନ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story