ବୋରିସ ଜନସନଙ୍କ ନିବେଦନ: କାହାକୁ ବି ସମର୍ଥନ କର, କିନ୍ତୁ ଋଷି ସୁନକଙ୍କୁ ନୁହେଁ

ଲଣ୍ଡନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ଏବେ ଲଢ଼େଇ ଜୋରଦାର ହୋଇଛି। ୨ ରାଉଣ୍ଡର ଲଢ଼େଇ ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ସବୁଠାରୁ ଆଗରେ ରହିଛନ୍ତି। ହେଲେ ଏସବୁ ଭିତରେ ବ୍ରିଟେନର କାମଚଳା ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ବିରୋଧରେ ମତ ରଖିଛନ୍ତି। ସେ ନିଜର ସହଯୋଗୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚନରେ ସୁନକଙ୍କୁ ସମର୍ଥନ ନ କରିବାକୁ କହିଛନ୍ତି। ସେ ନିଜର ସହଯୋଗୀମାନଙ୍କୁ କହିଛନ୍ତି ଯେ ଆପଣମାନେ ଯେକୌଣସି ଲୋକଙ୍କୁ ସମର୍ଥନ […]

Rishi

Rishi

Hemant Lenka
  • Published: Saturday, 16 July 2022
  • Updated: 16 July 2022, 09:06 AM IST

Sports

Latest News

ଲଣ୍ଡନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ଏବେ ଲଢ଼େଇ ଜୋରଦାର ହୋଇଛି। ୨ ରାଉଣ୍ଡର ଲଢ଼େଇ ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ସବୁଠାରୁ ଆଗରେ ରହିଛନ୍ତି। ହେଲେ ଏସବୁ ଭିତରେ ବ୍ରିଟେନର କାମଚଳା ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ବିରୋଧରେ ମତ ରଖିଛନ୍ତି।

ସେ ନିଜର ସହଯୋଗୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚନରେ ସୁନକଙ୍କୁ ସମର୍ଥନ ନ କରିବାକୁ କହିଛନ୍ତି। ସେ ନିଜର ସହଯୋଗୀମାନଙ୍କୁ କହିଛନ୍ତି ଯେ ଆପଣମାନେ ଯେକୌଣସି ଲୋକଙ୍କୁ ସମର୍ଥନ କରିପାରନ୍ତି। ଏଥିରେ କୌଣସି ପ୍ରକାରର ଅସୁବିଧା ନାହିଁ। କିନ୍ତୁ କେହି ବି ଋଷି ସୁନକଙ୍କୁ ସମର୍ଥନ କରନ୍ତୁ ନାହିଁ। ଋଷି କେବେ ବି ବ୍ରିଟେନର ପ୍ରଧାନମନ୍ତ୍ରୀ ନ ହେବା ଦରକାର ବୋଲି ଜନସନ କହିଥିବା ଦି ଟାଇମ୍ସ ନ୍ୟୁଜ ପେପର୍ରେ ଖବର ପ୍ରକାଶ ପାଇଛି।

ବ୍ରିଟେନରେ ବର୍ତ୍ତମାନ କ୍ଷମତାରେ ଥିବା କଞ୍ଜରଭେଟିଭ ପାର୍ଟି ମୁଖ୍ୟ ପଦରୁ ଜନସନ ଜୁଲାଇ ୭ରେ ଇସ୍ତଫା ଦେଇଥିଲେ। ଜନସନ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ ସୁନକ ଅର୍ଥମନ୍ତ୍ରୀ ଭାବେ କାମ କରୁଥିଲେ। ହେଲେ ସୁନକଙ୍କ ଇସାରାରେ ତାଙ୍କ ଦଳର ନେତା ଓ ମନ୍ତ୍ରୀମାନେ ଜନସନଙ୍କ ହାତ ଛାଡ଼ି ଦେଇଥିବା କୁହାଯାଉଛି।

ଏହି କାଣରରୁ ଜନସନ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଜନସନଙ୍କୁ ଗାଦିଚ୍ୟୁତ କରିବାରେ ସୁନକ ଷଡ଼ଯନ୍ତ୍ର କରିଥିବାରୁ ତାଙ୍କୁ ସମର୍ଥନ ନ କରିବାକୁ ସେ ସହଯୋଗୀମାନଙ୍କୁ କହିଛନ୍ତି। ଜନସନ ଦେଶର ବୈଦେଶିକ ସଚିବ ଲିଜ ଟ୍ରୁସଙ୍କ ସମର୍ଥନ କରିବା ପାଇଁ କଞ୍ଜରଭେଟିକ ଦଳର ନେତା ଓ ସାଂସମାନଙ୍କୁ ମଧ୍ୟ କହିଥିବା ଜଣାପଡ଼ିଛି। ଜନସନଙ୍କ ଏପରି ପରାମର୍ଶ ପରେ ତାଙ୍କ ସମର୍ଥକମାନେ ଗୁପ୍ତ ଭାବେ ସୁନକଙ୍କ ବିରୋଧରେ ପ୍ରଚାର ଆରମ୍ଭ କରିଛନ୍ତି।

କଞ୍ଜରଭେଟିକ ପାର୍ଟିର ସାଂସଦଙ୍କ ଭୋଟ ଦ୍ୱାରା ପ୍ରଥମ ଦୁଇ ରାଉଣ୍ଡ ଜିତିଥିବା ସୁନକ ଏବେ ଏକାଧିକ ଟିଭି ବିତର୍କରେ ଭାଗ ନେଇ ନିଜର ମତ ରଖିବେ। ତାଙ୍କ ସହ ଲଢ଼େଇ କରିବାକୁ ପେନ୍ନୀ ମୋରଡାଉଣ୍ଟ, ଲିଜ ଟ୍ରୁସ, ପୂର୍ବତନ ମନ୍ତ୍ରୀ କେମି ବାଡେନୋକ ଓ ଟମ ଟୁଙ୍ଗେଡହାଟ ପ୍ରସ୍ତୁତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story