ଯୋଗ ଦିବସରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ମୋଦି ଓ ଶାହାଙ୍କ ନାମରେ ମାମଲା ରୁଜୁ

ପାଟନା: ଗତକାଲି ସାରାବିଶ୍ୱରେ ପାଳନ କରାଯାଇଥିଲା ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ। ନୂଆଦିଲ୍ଲୀର ରାଜପଥ ପାଲଟି ଯାଇଥିଲା ଯୋଗପଥ। ଏଠାରେ ୩୫ ହଜାର ଲୋକ ଏକସଙ୍ଗେ ଯୋଗ କରିଥିଲେ ଯାହାକି ବିଶ୍ୱ ରେକର୍ଡ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇଛି। ରାଜପଥରେ ଏହି ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ବାଃବାଃ ଗୋଟାଇଥିଲେ। କିନ୍ତୁ ବିହାରରେ ପାଳନ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସ ତାଙ୍କୁ ଅଡୁଆରେ ପକାଇ ଦେଇଛି। ଏହି ଦିବସ ପାଳନ ଅବସରରେ ବିହାରରେ […]

Modi-AmitShah

Modi-AmitShah

Rakesh Mallick
  • Published: Monday, 22 June 2015
  • Updated: 22 June 2015, 12:05 PM IST

Sports

Latest News

ପାଟନା: ଗତକାଲି ସାରାବିଶ୍ୱରେ ପାଳନ କରାଯାଇଥିଲା ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ। ନୂଆଦିଲ୍ଲୀର ରାଜପଥ ପାଲଟି ଯାଇଥିଲା ଯୋଗପଥ। ଏଠାରେ ୩୫ ହଜାର ଲୋକ ଏକସଙ୍ଗେ ଯୋଗ କରିଥିଲେ ଯାହାକି ବିଶ୍ୱ ରେକର୍ଡ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇଛି। ରାଜପଥରେ ଏହି ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ବାଃବାଃ ଗୋଟାଇଥିଲେ। କିନ୍ତୁ ବିହାରରେ ପାଳନ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସ ତାଙ୍କୁ ଅଡୁଆରେ ପକାଇ ଦେଇଛି। ଏହି ଦିବସ ପାଳନ ଅବସରରେ ବିହାରରେ ବିଜେପି ପକ୍ଷରୁ ଟିସର୍ଟ ବଣ୍ଟା ଯାଇଥିଲା। ଆଉ ଏହା ଏବେ ମୋଦିଙ୍କ ପାଇଁ ଅଡୁଆର କାରଣ ହୋଇଛି। ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ପାଟନାର ସିଭିଲ୍ କୋର୍ଟରେ ଏକ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ବିହାରରେ ବିଧାନ ପରିଷଦ ନିର୍ବାଚନ ପାଇଁ ଆଚର ସଂହିତା ଲାଗୁ ହୋଇଛି।
ଗତକାଲି ଯୋଗ ଦିବସ ପାଳନ ଅବସରରେ ଅମିତ ଶାହା ନିଜେ ପାଟନାରେ ଉପସ୍ଥିତ ଥିଲେ। ତାଙ୍କର ଅଧ୍ୟକ୍ଷତାରେ ଏଠାରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story