ବେଲପଡା ନିକଟରେ ଦୁର୍ଘଟଣା: ୩ ମୃତ,୫ ଗୁରୁତର

ବଲାଙ୍ଗୀର:ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ବେଲପଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ଶାନ୍ତାରାମ ଯାଦବ, ଜଗମୋହନ ଯାଦବ ଏବଂ କୁଞ୍ଜ କାନ୍ଦ। ଏମାନେ ସମସ୍ତେ ଛତିଶଗଡ଼ର ବାସିନ୍ଦା। ଆହତମାନଙ୍କୁ ପାଟଣାଗଡ଼ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ସେମାନେ ଏକ ପିକ୍ଅପ ଭ୍ୟାନରେ ବରଗଡ଼କୁ ଆସୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା।

ACCIDENT

ACCIDENT

Rakesh Mallick
  • Published: Friday, 29 May 2015
  • Updated: 29 May 2015, 06:43 AM IST

Sports

Latest News

ବଲାଙ୍ଗୀର:ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ବେଲପଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ଶାନ୍ତାରାମ ଯାଦବ, ଜଗମୋହନ ଯାଦବ ଏବଂ କୁଞ୍ଜ କାନ୍ଦ। ଏମାନେ ସମସ୍ତେ ଛତିଶଗଡ଼ର ବାସିନ୍ଦା। ଆହତମାନଙ୍କୁ ପାଟଣାଗଡ଼ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ସେମାନେ ଏକ ପିକ୍ଅପ ଭ୍ୟାନରେ ବରଗଡ଼କୁ ଆସୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos