'ନିଜ କର୍ମୀଙ୍କ ହାତରେ ଭତ୍ତା ଟଙ୍କା ଦେଇ ଗରିବ ଲୋକଙ୍କଠୁ କମିସନ ନେବେ ବିଜେଡି କର୍ମୀ'

  • Published: Friday, 26 May 2023
  • , Updated: 26 May 2023, 01:27 PM IST

'ନିଜ କର୍ମୀଙ୍କ ହାତରେ ଭତ୍ତା ଟଙ୍କା ଦେଇ ଗରିବ ଲୋକଙ୍କଠୁ କମିସନ ନେବେ ବିଜେଡି କର୍ମୀ, ପୋଷ୍ଟ ଅଫିସ ଆକାଉଣ୍ଟରେ ଭତ୍ତା ଟଙ୍କା ଦେବା କଥା, କିନ୍ତୁ ତାହା ନ କରି ପୁଣି ହାତରେ ଦେବାକୁ ଯାଉଛି ବିଜେଡି।' ଯାହାକୁ ନେଇ ଏଭଳି କହିଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।

Related story