ବଣ୍ଡାଘାଟିରେ ଓଲଟିଲା କମାଣ୍ଡର

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଆଜି ସକାଳେ ଏକ ଯାତ୍ରୀବାହୀ କମାଣ୍ଡର ଓଲଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଖାଇରିପୁଟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଆଜି ସକାଳେ କମାଣ୍ଡରଟି ଯାତ୍ରୀଙ୍କୁ ଧରି ମୁଦୁଲିପଡାରୁ ଖଇରିପୁଟ ଆସୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ମୁଦୁଲିପଡା ପୁଲିସ୍‌  ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରିଛି। ତେବେ ଡ୍ରାଇଭର, ହେଲପରଙ୍କ ସମ୍ପର୍କରେ […]

mlkn

mlkn

Niharika Rout
  • Published: Thursday, 19 November 2020
  • Updated: 19 November 2020, 10:53 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଆଜି ସକାଳେ ଏକ ଯାତ୍ରୀବାହୀ କମାଣ୍ଡର ଓଲଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଖାଇରିପୁଟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି।

ଆଜି ସକାଳେ କମାଣ୍ଡରଟି ଯାତ୍ରୀଙ୍କୁ ଧରି ମୁଦୁଲିପଡାରୁ ଖଇରିପୁଟ ଆସୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ମୁଦୁଲିପଡା ପୁଲିସ୍‌  ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରିଛି। ତେବେ ଡ୍ରାଇଭର, ହେଲପରଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story