କରୋନା କଟକଣାରେ ବି ବିମାନରେ ଓଡ଼ିଶା ଆସିଛନ୍ତି ୧୫.୬୬ ଲକ୍ଷ ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କରୋନା ମହାମାରୀ ଯୋଗୁ ବିମାନ ଚଳାଚଳ ଉପରେ କଟକଣା ରହିଥିବା ସତ୍ତ୍ୱେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୫.୬୬ଲକ୍ଷ ଘରୋଇ ବିମାନ ଯାତ୍ରୀ ଓଡ଼ିଶା ଆସିଛନ୍ତି। ଅବଶ୍ୟ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୫୦ ପ୍ରତିଶତ କମ୍ ରହିଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଦୁଇଟି ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ା ସମେତ ୧୯ଟି ଏୟାରଷ୍ଟ୍ରିପ ରହିଛି। ଦେଶର […]

Biju-pattnaik-airport

Biju-pattnaik-airport

Ordigital Desk
  • Published: Friday, 26 November 2021
  • Updated: 26 November 2021, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କରୋନା ମହାମାରୀ ଯୋଗୁ ବିମାନ ଚଳାଚଳ ଉପରେ କଟକଣା ରହିଥିବା ସତ୍ତ୍ୱେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୫.୬୬ଲକ୍ଷ ଘରୋଇ ବିମାନ ଯାତ୍ରୀ ଓଡ଼ିଶା ଆସିଛନ୍ତି। ଅବଶ୍ୟ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୫୦ ପ୍ରତିଶତ କମ୍ ରହିଛି।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଦୁଇଟି ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ା ସମେତ ୧୯ଟି ଏୟାରଷ୍ଟ୍ରିପ ରହିଛି। ଦେଶର ୧୨ଟି ସହରକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଯୋଗାଯୋଗ ସୁବିଧା ରହିଛି। କରୋନା କଟକଣା ସତ୍ତ୍ୱେ ୨୦୨୦ ଏପ୍ରିଲ ୧ରୁ ୨୦୨୧ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦର ମଧ୍ୟ ଦେଇ ମୋଟ ୧୫ଲକ୍ଷ ୬୬ହଜାର ୩୮୫ଜଣ ଯାତାୟତ କରିଛନ୍ତି । ୬୧୩୨ଜଣ ବିଦେଶୀ ଯାତ୍ରୀ ମଧ୍ୟ ଯାତାୟତ କରିଛନ୍ତି। ଏହି ଯାତ୍ରୀଙ୍କ ଯାତାୟତ ଯୋଗୁ ମୋଟ ୭୭.୮୪କୋଟି ଟଙ୍କା ରାଜସ୍ୱ ମଧ୍ୟ ସଂଗ୍ରହ ହୋଇଛି। ଏହି ଆର୍ଥିକ ବର୍ଷରେ ମୋଟ ୮୯ଟି ବିଦେଶୀ ବିମାନ ଓଡ଼ିଶା ଆସିଛି।

ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୩୬.୦୮ଲକ୍ଷ ଘରୋଇ ବିମାନ ଯାତ୍ରୀ ଓଡ଼ିଶା ଯାତାୟତ ରହିଥିବାବେଳେ ୭୧୦୪୨ଜଣ ବିଦେଶୀ ଯାତ୍ରୀ ମଧ୍ୟ ଆସିଛନ୍ତି । ଏହି ଯାତ୍ରୀଙ୍କ ଯୋଗୁ ୧୬୯.୫୨କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି । ଏହି ଆର୍ଥିକ ବର୍ଷରେ ମୋଟ ୬୦୭ଟି ବିଦେଶୀ ବିମାନ ଭୁବନେଶ୍ୱର ଆସିଛି ।

ସେହିପରି ବିମାନ ବନ୍ଦର ଦେଇ ମାଲ ପରିବହନ ପରିମାଣ ମଧ୍ୟ ବୃଦ୍ଧି ପାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଘରୋଇ କ୍ଷେତ୍ରରେ ୧୦୦.୮୬ ମିଲିୟନ ଟନ୍ ଓ ୨୩ ମିଲିୟନ ଟନ୍ ବିଦେଶରୁ ମାଲ ପରିବହନ ହୋଇଛି । ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପରିମାଣ ଯଥାକ୍ରମେ ୯୯୪୧ ମିଲିୟନ ଟନ୍ ଓ ୭୪.୫ ମିଲିୟନ ଟନ୍ ମାଲ୍ ପରିବହନ ହୋଇଛି । ୨୦୨୦-୨୧ରେ ଘରୋଇ କ୍ଷେତ୍ରରେ ୮୮୫୩ ମିଲିୟନ ଟନ୍ ଓ ବିଦେଶରୁ ୧୮.୨୧ ମିଲିୟନ ଟନ୍ ମାଲ ପରିବହନ ହୋଇଛି ।

ଅନ୍ୟପକ୍ଷରେ ଓଡ଼ିଶାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୯୭.୩୮ ମିଲିୟନ ଯାତ୍ରୀ ରେଳ ଯାତାୟତ କରିଥିବାବେଳେ ୧୫୩୪.୨୮ କୋଟି ଟଙ୍କା ଯାତ୍ରୀ ଭଡ଼ା ରାଜସ୍ୱ ଓ ମାଲ ପରିବହନ ରାଜସ୍ୱରେ ୧୯୩୭୦ କୋଟି ଟଙ୍କା ଆଦାୟ ହୋଇଛି । ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ୯.୭୩ ମିଲିୟନ ଯାତ୍ରୀ ରେଳ ଯାତାୟତ କରିଥିବାବେଳେ ୪୩୯.୩୬କୋଟି ଟଙ୍କା ଯାତ୍ରୀ ଭଡ଼ା ରାଜସ୍ୱ ଏବଂ ୧୯୬୪୮କୋଟି ଟଙ୍କା ମାଲଭଡ଼ା ରାଜସ୍ୱ ଆଦାୟ ହୋଇଛି ।

ସେହିପରି ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରେଳବାଇ ପକ୍ଷରୁ ହିଟ୍ ଆଣ୍ଡ ରନ୍ ଶିକାର ହୋଇଥିବା ୧୦୭ଜଣ ପୀଡ଼ିତାଙ୍କୁ ୧.୮୩କୋଟି ଟଙ୍କାର ରାଶି ସହାନୁଭୂତି ରାଶି ପ୍ରଦାନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story