ଲୋକସେବା ଭବନର ୧୫ ଜଣ କର୍ମଚାରୀଙ୍କୁ କରୋନା: ଇସ୍ପାତ ଓ ଖଣି ବିଭାଗ ୨ଦିନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ୧୫ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୨ଦିନ ପାଇଁ ଏହି ବିଭାଗର ଅଫିସକୁ ବନ୍ଦ କରିଛନ୍ତି। ଲୋକସେବା ଭବନ(ସଚିବାଳୟ)ରେ ଥିବା ଏହି ଅଫିସ ଆଜି ଓ ଆସନ୍ତାକାଲି ବନ୍ଦ ରହିବ। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବିଭାଗର ୧୫ଜଣ କର୍ମଚାରୀ କୋଭିଡ-୧୯ ସଂକ୍ରମିତ […]

lokasevabhaban

lokasevabhaban

Ordigital Desk
  • Published: Thursday, 16 December 2021
  • Updated: 16 December 2021, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ୧୫ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୨ଦିନ ପାଇଁ ଏହି ବିଭାଗର ଅଫିସକୁ ବନ୍ଦ କରିଛନ୍ତି। ଲୋକସେବା ଭବନ(ସଚିବାଳୟ)ରେ ଥିବା ଏହି ଅଫିସ ଆଜି ଓ ଆସନ୍ତାକାଲି ବନ୍ଦ ରହିବ।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବିଭାଗର ୧୫ଜଣ କର୍ମଚାରୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଆସନ୍ତା ୪୮ଘଣ୍ଟା ପାଇଁ ବିଭାଗର ଅଫିସକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଡିସେମ୍ବର ୧୬ ଓ ୧୭ତାରିଖ ଦୁଇଦିନ ଧରି ଏହି ଅଫିସ୍ ବନ୍ଦ ରହିବ ଓ ସେଠାରେ ସାନିଟାଇଜେସନ୍ ପ୍ରକ୍ରିୟା କରାଯାଇ କୋଭିଡ ଚେନକୁ ଭଙ୍ଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୧୮ତାରିଖରୁ ବିଭାଗର କାର୍ଯ୍ୟାଳୟ ଖୋଲିବ ଓ ସ୍ୱାଭାବିକ ଭାବେ କାର୍ଯ୍ୟ ହେବ ବୋଲି ବିଭାଗର ନିର୍ଦ୍ଦେଶନାମାରେ ସୂଚନା ଦିଆଯାଇଛି।

ବିଭାଗର ଅନ୍ୟ କର୍ମଚାରୀମାନଙ୍କୁ ଘରୁ ରହି ଭିପିଏନ୍ ମାଧ୍ୟମରେ କାର୍ଯ୍ୟ କରିବାକୁ କୁହାଯାଇଥିବାବେଳେ ଟେଲିଫୋନ୍ ପାଇବା ମାତ୍ରେ ଶୀଘ୍ର ଅଫିସରେ ହାଜର ହେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହିତ ବିଭାଗ ପକ୍ଷରୁ ୧୬ ଓ ୧୭ତାରିଖ ଦୁଇଦିନ ଧରି ଜରୁରୀକାଳୀନ ଅଫିସ୍ କାର୍ଯ୍ୟ ପାଇଁ ରୋଷ୍ଟର ଡ୍ୟୁଟି ଆବଣ୍ଟନ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲୋକସେବା ଭବନର କର୍ମଚାରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍ ଟିକା ନେବାକୁ ସରକାର ପଦକ୍ଷେପ ନେଇଥିଲେ । ଏବେ ଗୋଟିଏ ବିଭାଗର ଏତେ ସଂଖ୍ୟକ କର୍ମଚାରୀ କିଭଳି କୋଭିଡ-୧୯ ସଂକ୍ରମିତ ହେଲେ ସେ ନେଇ କେହି ସ୍ପଷ୍ଟ ଭାବେ କିଛି ସୂଚନା ଦେଇପାରୁନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story