ଦେଢ଼ଶହ ଲିଟର ମଦ ଜବତ, ୨ ଗିରଫ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବକାରୀ ବିଭାଗ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ପ୍ରାୟ ଦେଢ଼ ଶହ ଲିଟର ଦେଶୀ ମଦ ଜବତ କରିବା ସହିତ ପ୍ରାୟ ୧୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଉଲୁଣ୍ଡା ବ୍ଲକ୍ କୁଡ଼ାପଡ଼ା ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି ୧୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୫୦ ଲିଟର ଦେଶୀ ମଦ ଜବତ […]

wine

wine

Jitendra Garnayak
  • Published: Wednesday, 13 May 2020
  • Updated: 13 May 2020, 01:05 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବକାରୀ ବିଭାଗ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ପ୍ରାୟ ଦେଢ଼ ଶହ ଲିଟର ଦେଶୀ ମଦ ଜବତ କରିବା ସହିତ ପ୍ରାୟ ୧୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ଉଲୁଣ୍ଡା ବ୍ଲକ୍ କୁଡ଼ାପଡ଼ା ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି ୧୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୫୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।

ସେହିଭଳି ବ୍ରାହ୍ମଣୀପାଲି ରାସ୍ତାରେ ପାଟ୍ରୋଲିଂ କଲା ବେଳେ ଏକ ବାଇକ୍‌ରୁ ୨୦ ଲିଟର ଦେଶୀ ମଦ ଜବତ କରିଛି। ଅନ୍ୟପକ୍ଷରେ ଏହି ଗାଁର ଜଣଙ୍କ ଘରୁ ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story