‘ଲିକିରି ଝିକିରି ଡାଲ୍‌ କୁରିଆ...’ କଲା ମନ୍ତ୍ରମୁଗ୍ଧ

ବଲାଙ୍ଗିର (ସସ୍ମିତା ସାହୁ): କୋଶଳୀ ଫିଲ୍ମ ‘ଆଦିମ ବିଚାର’ର ସୁପର୍‌ହିଟ୍‌ ଗୀତ ‘ଲିକିରି ଝିକିରି ଡାଲ କୁରିଆ… ମନ କେଁ ପ୍ରଫୁଲ୍ଲ…’ରେ ଦୁଲୁକିଲା ବଲାଙ୍ଗିର ଟାଉନ୍‌ ହଲ୍‌। ଓସ୍ତାଦ ବିସମିଲ୍ଲା ଖାନ୍‌ ଯୁବ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଏହି ଗୀତର ଗାୟକ ସର୍ବେଶ୍ୱର ଭୋଇଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଲା। ଏହାପରେ ଆରମ୍ଭ ହୋଇଥିଲା ଅନ୍ୟାନ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହା ହେଉଛି ବଲାଙ୍ଗିର ସହରରେ ପ୍ରଥମ କରି ଆରମ୍ଭ ହୋଇଥିବା ‘ଆଦିନାଚ’ ଉତ୍ସବ […]

Adinacha

Adinacha

Rakesh Mallick
  • Published: Tuesday, 17 July 2018
  • Updated: 17 July 2018, 12:15 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): କୋଶଳୀ ଫିଲ୍ମ ‘ଆଦିମ ବିଚାର’ର ସୁପର୍‌ହିଟ୍‌ ଗୀତ ‘ଲିକିରି ଝିକିରି ଡାଲ କୁରିଆ... ମନ କେଁ ପ୍ରଫୁଲ୍ଲ...’ରେ ଦୁଲୁକିଲା ବଲାଙ୍ଗିର ଟାଉନ୍‌ ହଲ୍‌। ଓସ୍ତାଦ ବିସମିଲ୍ଲା ଖାନ୍‌ ଯୁବ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଏହି ଗୀତର ଗାୟକ ସର୍ବେଶ୍ୱର ଭୋଇଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଲା। ଏହାପରେ ଆରମ୍ଭ ହୋଇଥିଲା ଅନ୍ୟାନ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହା ହେଉଛି ବଲାଙ୍ଗିର ସହରରେ ପ୍ରଥମ କରି ଆରମ୍ଭ ହୋଇଥିବା ‘ଆଦିନାଚ’ ଉତ୍ସବ ସନ୍ଧ୍ୟାର ଦୃଶ୍ୟ।

Adinachaସର୍ବେଶ୍ୱରଙ୍କ ଗୀତରୁ ଆଦିନାଚ ଉତ୍ସବ ଆରମ୍ଭ ହୋଇଥିଲା। ଏହାପରେ ସର୍ବେଶ୍ୱର ଓ ତାଙ୍କ କଳାହାଣ୍ଡି ଟିମ୍‌ ଘୁମରା ମାଧ୍ୟମରେ ପରିବେଷଣ କରିଥିଲେ ବିଭିନ୍ନ ପ୍ରକାର ଲୋକନୃତ୍ୟ ଓ ଲୋକଗୀତ। ପରେ ପରେ ଟିଟିଲାଗଡ଼ର ଢାପ ଓ ରାୟଗଡ଼ାର ଆଦିବାସୀ ନୃତ୍ୟ ଦର୍ଶକଙ୍କ ମନମୋହିଥିଲା।  ରାୟଗଡ଼ା କଳାକାରଙ୍କ ବେଶଭୂଷାରୁ ବେଶ ବାରି ହେଉଥିଲା ଆଦିବାସୀ ସଂସ୍କୃତି ଓ ପରମ୍ପରାର ଝଲକ।

Adinachaଆଦିବାସୀ ପରମ୍ପରା, ସଂସ୍କୃତି, ଲୋକନାଚ ଓ ଲୋକଗୀତକୁ ବଞ୍ଚାଇ ରଖିବା ପାଇଁ ପ୍ରଥମ ଥର ପାଇଁ ଏପରି ପ୍ରୟାସ ଆରମ୍ଭ କରିଛି କୋଶଳ ଫୋକ୍‌ ଏକାଡେମୀ। ‘ଆଦିନାଚ ଉତ୍ସବ’ର ସନ୍ଧ୍ୟାରେ ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ନାଟ୍ୟକାର ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇଙ୍କୁ ଆଦିନାଚ ସମ୍ମାନରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story